ସେପ୍ଟେମ୍ବର ୧୫ ତାରିଖରୁ ଆରମ୍ଭ ହେବ ତହସିଲଦାରଙ୍କ କ୍ୟାମ୍ପ କୋର୍ଟ ଶୁଣାଣି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ସେପ୍ଟେମ୍ବର ୧୫ ତାରିଖରୁ ପୁଣି ଆରମ୍ଭ ହେବ ତହସିଲଦାରଙ୍କ କ୍ୟାମ୍ପ କୋର୍ଟ ଶୁଣାଣି । ଆର୍‌ଆଇ ଅଫିସ ତଥା ଗ୍ରାମରେ ସପ୍ତାହରେ ଦୁଇତିନି ଦିନ କ୍ୟାମ୍ପ କୋର୍ଟ ଆୟୋଜିତ ହେବ । ତହସିଲଦାର ଓ ଅତିରିକ୍ତ ତହସିଲଦାର ଏହିସବୁ କୋର୍ଟରେ ଯୋଗଦେଇ ରାଜସ୍ବ ମାମଲାର ଶୁଣାଣି କରିବେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

error: Content is protected !!