Daily Archives

ପୁରୁଣା ପେନ୍‌ସନ୍‌ ଦାବୀରେ ପ୍ରାଥମିକ ଶିକ୍ଷକଙ୍କ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ନୂତନ ପେନସନ ଯୋଜନା ଅନ୍ତର୍ଭୁକ୍ତ ସମସ୍ତ ବର୍ଗର ଶିକ୍ଷକମାନଙ୍କୁ ନେଇ ପ୍ରାଥମିକ ଶିକ୍ଷକ ଭବନ ଡୁଡୁକାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଂଘର ସଭାପତି ଜୟରାମ ଧଳ ସଭାପତିତ୍ୱ କରି ନୂତନ ପେନ୍‌ସନ୍‌
Read More...

୩୪ ବର୍ଷ ପରେ ଖୋଲିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଜବତ ବାକ୍ସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସ୍ୱାଧୀନତା ପରବର୍ତ୍ତୀ ପ୍ରି ଆସେମ୍ବ୍ଲି ବିଧାୟକ କପୁର୍ଚ୍ଚନ ନାଏକଙ୍କ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଲୋଇସିଂହା ବ୍ଲକ ଯୋଗୀସର୍ଡା ସ୍ଥିତ ପ୍ରାଥମିକ କୃଷି ସେବା ସମବାୟ ସମିତିର ଗୋଦାମ ଘରେ
Read More...

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ହେଲେ କେନ୍ଦ୍ରୀୟ ସଂସଦୀୟ ଷ୍ଟାଣ୍ଡିଂ କମିଟିର ସଦସ୍ୟ : ଶୁଭେଚ୍ଛା ଜଣାଇଲେ ଆଦିବାସୀ…

ପାଟଣାଗଡ, (ଗୋରେଖନାଥ ବରିହା) : କେନ୍ଦ୍ରୀୟ ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ସମସ୍ତଙ୍କର ପ୍ରିୟ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି, ପରିବେଶ, ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ ବିଭାଗ ଦାୟିତ୍ୱ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସରକାରଙ୍କୁ
Read More...

୪୫ ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ମୁରିବାହାଲ ଏପିଓ ସୁଶାନ୍ତ କୁମାର ଦାସ

ମୁରିବାହାଲ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ମନରେଗାର ଆସିଷ୍ଟାଣ୍ଟ ପୋଗ୍ରାମିଂ ଅଫିସର ସୁଶାନ୍ତ କୁମାର ଦାସ ଭିଜିଲାନ୍ସ ଜାଲରେ ପଡିଥିବା ଖବର ମିଳିଛି । ସୂଚନା ଅନୁସାରେ ପୋଖରୀ ମରାମତି କାମର ବିଲ୍‌ କରାଇଦୋବାକୁ ୪୫ ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ
Read More...

ନିଜ ଉତ୍ତରାଧିକାରୀ ବାଛିବାକୁ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲା କେନ୍ଦ୍ର

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ଆଗାମୀ ପ୍ରଧାନ ବିଚାରପତି ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଶୁକ୍ରବାର ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଲିତଙ୍କୁ ଏକ ଚିଠି ଲେଖିଛନ୍ତି । ଜଷ୍ଟିସ ଲଲିତ ନଭେମ୍ବର ୮ରେ ପ୍ରଧାନ ବିଚାରପତି ପଦରୁ ଅବସର ନେବେ । ନୂତନ ସିଜେଆଇର ନିଯୁକ୍ତି
Read More...

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ୨.୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ଆଜି ସରକାରୀ ଆଇଟିଆଇର ଆଖପାଖ ଅଞ୍ଚଳରେ ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ୨.୦ ଅନୁଷ୍ଠିତ ହୋଇଯାଇଛି । ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ପବନ କୁମାର ତିୱାରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସ୍ୱଚ୍ଛତା ଅଭିଯାନ
Read More...

ବିଦାୟ ନେଲେ ଜଗତଜନନୀ

ଅନୁଗୋଳ : ଅନୁଗୋଳ ସହରରେ ଧୁମ୍‌ଧାମ୍‌ରେ ପୂଜା ପାଳନ ପରେ ଗୁରୁବାର ମା' ଦୁର୍ଗାଙ୍କୁ ବିଦାୟ ଦିଆଯାଇଛି । ସକାଳୁ ବିଳମ୍ବିତ ରାତି ଯାଏ ଏହି ଭସାଣି ଶୋଭାଯାତ୍ରା ଚାଲିଥିଲା । ପ୍ରଶାସନ ପକ୍ଷରୁ ବିଭିନ୍ନ କମିଟିକୁ ଭିନ୍ନ ଭିନ୍ନ ସମୟ ଦିଆଯାଇଥିବାରୁ ସେହି ଅନୁଯାୟୀ କମିଟି ପକ୍ଷରୁ ମେଢ଼କୁ
Read More...

ବିଶ୍ୱ ବ୍ୟାଙ୍କର ନୂଆ ଆକଳନ : ଭାରତର ଜିଡିପି ଅଭିବୃଦ୍ଧି ୬.୫%କୁ କମିବ

ୱାସିଂଟନ : ଭାରତର ଜିଡିପି ଅଭିବୃଦ୍ଧି ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ରେ ୬.୫ ପ୍ରତିଶତକୁ ହ୍ରାସ ପାଇବ । ବିଶ୍ୱ ବ୍ୟାଙ୍କ ପକ୍ଷରୁ କରାଯାଇଥିବା ସଦ୍ୟ ଆକଳନରେ ଏହା ଦର୍ଶାଯାଇଛି । ଜୁନ୍‌ରେ ବିଶ୍ୱବ୍ୟାଙ୍କ କରିଥିବା ଆକଳନ ତୁଳନାରେ ଏହା ୧ ପ୍ରତିଶତ କମ୍‌ । ଅନ୍ତର୍ଜାତୀୟ ପରିସ୍ଥିତି ଖରାପ
Read More...

ବିଜେଡିର ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଡଙ୍ଗରପଡା ପଞ୍ଚାୟତରେ ବୁଧବାର ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେଡି ନେତା ଅଜୟ ଦାସ, ଜିଲ୍ଲା ପରିଷଦ ଉପସଭାପତି ମିଥିଳା ମାଝୀ, ଜିଲ୍ଲା ପରିଷଦ ସଦସ୍ୟା ନିରୁପମା ଗହୀର, ବ୍ଲକ ସଭାପତି ମୀନକେତନ ପାତ୍ର,
Read More...

ବିଷାକ୍ତ ଖାଦ୍ୟ ଖାଇ ୩ ମୃତ, ୧୧ ଗୁରୁତର

ତିରୁପୁର : ତାମିଲନାଡୁର ତିରୁପୁର ଅଞ୍ଚଳରେ ବିଷାକ୍ତ ଖାଦ୍ୟ ଖାଇ ୩ଜଣ ନାବାଳକଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୧୧ଜଣ ଅସୁସ୍ଥ ହୋଇ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବୁଧବାର ରାତିରେ ପିଲାମାନେ ଭାତ ସହ ରସମ ଏବଂ ଲଡ଼ୁ ଖାଇଥିଲେ । ପରେ ଝାଡ଼ାବାନ୍ତି ହୋଇଥିଲେ । ଗୁରୁବାର ସକାଳେ
Read More...