jsm

ବିଜେଡିର ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ

csstore

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଡଙ୍ଗରପଡା ପଞ୍ଚାୟତରେ ବୁଧବାର ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେଡି ନେତା ଅଜୟ ଦାସ, ଜିଲ୍ଲା ପରିଷଦ ଉପସଭାପତି ମିଥିଳା ମାଝୀ, ଜିଲ୍ଲା ପରିଷଦ ସଦସ୍ୟା ନିରୁପମା ଗହୀର, ବ୍ଲକ ସଭାପତି ମୀନକେତନ ପାତ୍ର, ପୂର୍ବ ସରପଞ୍ଚ ଅଗସ୍ତି ବାଗ, ଯୁବନେତା ମାୟାଧର ପୋଢ, ପଞ୍ଚାୟତ ସଭାପତି, ମଣ୍ଟୁ ଗଡୁଆ, ନାଏବ ସରପଞ୍ଚ ବଳିଆରସିଂହ ମାଝୀ, ଯୁବ ସମ୍ପାଦକ ସୁଧାମୟ ଟାହାଣି, ଜଗଦୀଶ ସୁନା, ରଜନୀ ବାଗ, ପୁଷ୍ପା ଘିବେଲା, ଉଗ୍ରସେନ ପୁଟେଲ, ସତ୍ୟବାନ କର୍ମୀ ପ୍ରମୁଖ ଯୋଗ ଦେଇଥିଲେ ।

yuvodaya
Leave A Reply

Your email address will not be published.