Daily Archives

ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହେଲେ ଲୋଇସିଂହାର ଅମିତ ମେହେର

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଡେଲି ମାର୍କେଟ ବାସିନ୍ଦା ଅମିତ କୁମାର ମେହେର ୩୮୩ ରେଙ୍କ ରଖି ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଛନ୍ତି । ନିଜସ୍ୱ ଉଦ୍ୟମରେ ପ୍ରଚେଷ୍ଟା ଜାରି ରଖି ସେ ଏଥିରେ ସଫଳତା ପାଇବା ସହିତ ତାଙ୍କ ସ୍ୱର୍ଗୀୟ ବାପା ପାଣ୍ଡବ ମେହେରଙ୍କ
Read More...

ଯାତ୍ରୀବାହୀ ବସ୍‌ ଓ ବାଇକ ମୁହାଁମୁହିଁ ଧକ୍କା : ୧ ମୃତ ଓ ୨ ଗୁରୁତର

ସଇଁତଲା, (ପ୍ରମୋଦ ସେଲମା) : ବିଳମ୍ବିତ ରାତ୍ରିରେ ନବୀନ ଛକ ୨୬ ନମ୍ବର ଜାତୀୟ ରାଜପଥଠାରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ମାମୁଁ ଘରକୁ ଆସି ରାତ୍ରିରେ ଫେରୁଥିବା ସମୟରେ ଯାତ୍ରୀବାହୀ ବସ୍‌ ଓ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ
Read More...

ପ୍ରକାଶ ପାଇଲା ଓଏଏସ୍‌ ପରୀକ୍ଷା ଫଳ

ଭୁବନେଶ୍ୱର : ଓଡ଼ିଶା ସିଭିଲ ସର୍ଭିସ-୨୦୨୦ (ଓଏଏସ୍‌) ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି । ଏଥିରେ ମୋଟ ୩୯୨ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୪୮ ଜଣ ଓଡ଼ିଆ ଅଛନ୍ତି । ତେଜସ୍ୱିନୀ ବେହେରା ଓଏଏସ୍‌ ଟପ୍ପର ହୋଇଥିବା ବେଳେ ଶୁଭଙ୍କରୀ ସୁଦେଷ୍ଣା ଦାଶ ଦ୍ୱିତୀୟ ଓ ଅନନ୍ୟା
Read More...

ବରିଷ୍ଠ ନାଗରିକ ଦିବସରେ ପୂର୍ବତନ ସୈନିକ ସଂଘ ପକ୍ଷରୁ ପଦ୍ମଶ୍ରୀ ନରସିଂ ପ୍ରସାଦ ଗୁରୁ, ଶିକ୍ଷାବିଦ୍‌ ଗୋପବନ୍ଧୁ ରଥ ଓ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ପରିସରରେ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ମୁଖ୍ୟବକ୍ତା ଭାବରେ ପଶ୍ଚିମ ଓଡିଶା ଓଟିଭି ବ୍ୟୁରୋ ଚିପ୍‌ ମନୋରଞ୍ଜନ ଯୋଶୀ, ନାଗରିକ ମଞ୍ଚର ସଭାପତି ପ୍ରଭାକର
Read More...

ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ୧୧୨ଟି ଶିକ୍ଷକ ପଦବୀ ସୃଷ୍ଟି

ବ୍ରହ୍ମପୁର : ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ୧୧୨ଟି ଶିକ୍ଷକ ପଦବୀ ସୃଷ୍ଟି କରାଯାଇଛି । ଏନେଇ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ରହିଛି । ମୋଟ ୧୬ଟି ବିଭାଗରେ ଏହି ୧୧୨ଟି ପଦବୀ ସୃଷ୍ଟି
Read More...

୧୯୮୨ ମସିହା ମେଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୯୮୨ ମସିହା ମେଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ ସମାରୋହ ମହାଆଡମ୍ବରରେ ହୋଟେଲ ସ୍ୱୟମ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି । ହେଟେଲ ସ୍ୱୟମ୍‌ର ସତ୍ତ୍ୱାଧିକାରୀ ଜୟ ପ୍ରକାଶ ପୁରୋହିତଙ୍କ ଆୟୋଜନରେ ଅନେକ ବନ୍ଧୁଙ୍କର ସମାଗମ ହୋଇଥିଲା । ସର୍ବପ୍ରଥମେ ଦିବଙ୍ଗତ
Read More...

୧୩ରୁ ସ୍ନାତକ ଏବଂ ୧୭ରୁ ସ୍ନାତକୋତ୍ତର ଶ୍ରେଣୀର ପାଠପଢ଼ା ଆରମ୍ଭ

ଭୁବନେଶ୍ୱର : ୨୦୨୨-୨୩ ଶିକ୍ଷା ବର୍ଷରେ ନାମ ଲେଖାଇଥିବା ସ୍ନାତକ(ଯୁକ୍ତ ତିନି) ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ । ସେହିଭଳି ସ୍ନାତକୋତ୍ତର(ପିଜି) ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆସନ୍ତା ୧୭ ତାରିଖରୁ ଚାଲିବ । ଏନେଇ ଶୁକ୍ରବାର ଉଚ୍ଚ ଶିକ୍ଷା
Read More...

ଆରମ୍ଭ ହେବାକୁ ଯାଉଛି ନିଷ୍ଠା ପରିବାରର ଦେୟଯୁକ୍ତ ଆମ୍ବୁଲେନ୍ସ ସେବା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ନିଷ୍ଠା ପରିବାର ସହ ଯୋଡି ହେଲା ଆଉ ଏକ ନୂତନ ଅଧ୍ୟାୟ । ଆଞ୍ଚଳିକ ଅସୁବିଧାକୁ ଦୃଷ୍ଟିରେ ରଖି ଦୀର୍ଘ ଦିନରୁ ନିଷ୍ଠା ପରିବାର ଏକ ଆମ୍ବୁଲେନ୍ସ ଯୋଗାଇ ଦେବା ପାଇଁ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ଦାବୀ ଜଣାଇ ଆସୁଥିଲା । ନିଷ୍ଠା ପରିବାରର ଦାବୀ ତଥା
Read More...

ଜଳପାଙ୍କେଲ ଗ୍ରାମରେ ଭାଲୁ ଆତଙ୍କ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଜଳପାଙ୍କେଲ ଗ୍ରାମରେ ଗତ ରାତିରେ ଭାଲୁ ଆତଙ୍କ ଦେଖାଦେଇଛି । ଭାଲୁଟି ନିକଟସ୍ଥ ଜଙ୍ଗଲରୁ ଚାଲି ଆସିଥିବା ଅନୁମାନ କରାଯାଉଛି । ସୂଚନା ଅନୁସାରେ ଭାଲୁଟି ମହୁ ଫେଣା ଖାଇବା ଆଶାରେ ନିକଟସ୍ଥ
Read More...

ବରିଷ୍ଠ ନାଗରିକ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚର ମାସିକ ବୈଠକ ଗତ ୫ ତାରିଖ ଦିନ ଗ୍ରାମ କୋଠ ଘରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ନରହରି ପ୍ରଧାନ ଏହି ବୈଠକରେ ସଭାପତିତ୍ୱ କରିଥିବା ବେଳେ ରାଜ୍ୟ
Read More...