Daily Archives

ବରଗଡ଼ ଜିଲ୍ଲାରେ ୩ୟ ପର୍ଯ୍ୟାୟ ନିର୍ବାଚନରେ ୮୨.୬୩% ମତଦାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଆଜି ତୃତୀୟ ପର୍ୟ୍ୟାୟରେ ୮୨.୬୩ ପ୍ରତିଶତ ଭୋଟଦାନ ହୋଇଛି । ୩ୟ ପର୍ୟ୍ୟାୟ ରେ ବରପାଲି, ବିଜେପୁର ଓ ଭେଡେନ ବ୍ଲକରେ ଭୋଟ ଗ୍ରହଣ ହୋଇଥିଲା । ୬୬ଟି ପଞ୍ଚାୟତ ର ୮୭୭ଟି ଭୋଟ ଗ୍ରହଣ କେନ୍ଦ୍ରରେ ଏହି ମତଦାନ ହୋଇଥିବା ବେଳେ ୧୮୧୭
Read More...

ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ୧୮ ହଜାର ୪୯୫ ବୁଥ୍‌ରେ ଭୋଟ୍‌ ଗ୍ରହଣ ଶେଷ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ରାଜ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର ସାଧାରଣ ନିର୍ବାଚନର ତୃତୀୟ ପର୍ୟ୍ୟାୟ ଭୋଟ ପାଇଁ ମୋଟ ୨୯ଟି ଜିଲ୍ଲାର ୬୩ଟି ବ୍ଲକ୍‌ର ୧୩୮୨ଟି ଗ୍ରାମ ପଞ୍ଚାୟତରେ ୧୭୧ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୮ ହଜାର ୪୯୫ ବୁଥ୍‌ରେ ନିର୍ବାଚନ ଶେଷ ହୋଇଛି । ଯାଜପୁର
Read More...

ଶାହା ଚାରିଟେବୁଲ ଟ୍ରଷ୍ଟ ଫାଷ୍ଟ ବାଟାଲିୟନ ପକ୍ଷରୁ ବୃକ୍ଷ ରୋପଣ

ଢେଙ୍କାନାଳ, (କେପିଏନ୍‌ଏସ୍‌) : ଶାହା ଚାରିଟେବୁଲ ଟ୍ରଷ୍ଟ ଫାଷ୍ଟ ବାଟାଲିୟନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଯୋଗ ଦେଇଥିଲେ ଓଏସ୍‌ଏପି ଫାଷ୍ଟ ବାଟାଲିୟନ କମାଣ୍ଡୋ ସୁଧିର ବେହେରା, ସୁବେଦାର ପ୍ରଶାନ୍ତ, ହା.ମେଜର ରଞ୍ଜନ
Read More...

କମଲା ହ୍ୟାରିସ୍ ରୁଷକୁ ଚେତାବନୀ ଦେଲେ : ଯଦି ୟୁକ୍ରେନ ଉପରେ ଆକ୍ରମଣ ହୁଏ, ତେବେ ଏଥିପାଇଁ ରୁଷ୍‌କୁ ବଡ ମୂଲ୍ୟ ଦେବାକୁ…

ମ୍ୟୁନିଖ : ଆମେରିକାର ଉପରାଷ୍ଟ୍ରପତି କମଲା ହ୍ୟାରିସ୍ ଶନିବାର ରୁଷକୁ ଚେତାବନୀ ଦେଇଛନ୍ତି । ଯଦି ରୁଷ ୟୁକ୍ରେନ ଉପରେ ଆକ୍ରମଣ କରେ, ତେବେ ଏଥିପାଇଁ ରୁଷ୍‌କୁ ବଡ ମୂଲ୍ୟ ଦେବାକୁ ପଡିବ । ହ୍ୟାରିସ୍ କହିଛନ୍ତି ଯେ, ଏଭଳି ଆକ୍ରମଣ ୟୁରୋପୀୟ ଦେଶଗୁଡ଼ିକୁ ଆମେରିକାର ନିକଟତର କରିବ। ସେ
Read More...

ବଲାଙ୍ଗିର ଜିଲ୍ଲାରେ ସମାପ୍ତ ହେଲା ତୃତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମତଦାନ : ୭୧.୮୩ ପ୍ରତିଶତ ଭୋଟ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସମାପ୍ତ ହୋଇଛି ବଲାଙ୍ଗିର ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ । ତୃତୀୟ ପର୍ଯ୍ୟାୟରେ ସମୁଦାୟ ୭୧.୮୩ ପ୍ରତିଶତ ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜି
Read More...

ଘର ହିଁ ବିଦ୍ୟାଳୟ ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିକ୍ଷା ବର୍ଷ ୨୦୨୨-୨୩ ପାଇଁ ଶିଶୁ ବାଟିକା ବିଭାଗର ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଆଜି ଶିଶୁ ମନ୍ଦିର ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ସମାରୋହରେ ସଭାପତି ଦ୍ବାଦଶ କୁମାର
Read More...

ଚୀନ୍ ସହିତ ଭାରତର ସମ୍ପର୍କ ଅତ୍ୟନ୍ତ କଷ୍ଟଦାୟକ ପର୍ଯ୍ୟାୟ ଦେଇ ଗତି କରୁଛି : ଏସ୍‌ ଜୟଶଙ୍କର

ମ୍ୟୁନିଖ୍‌ (ଜର୍ମାନୀ) : ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଶନିବାର ଦିନ କହିଛନ୍ତି ଯେ, ସୀମା ଚୁକ୍ତିନାମାକୁ ଉଲ୍ଲଂଘନ କରିବା ପରେ ଚୀନ୍ ସହ ଭାରତର ସମ୍ପର୍କ ଅତ୍ୟନ୍ତ କଷ୍ଟସାଧ୍ୟ ପର୍ଯ୍ୟାୟ ଦେଇ ଗତି କରୁଛି । ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ୧୯୭୫ ପରଠାରୁ ୪୫ ବର୍ଷ ଧରି
Read More...

୭୪ କେଜି ଗଞ୍ଜେଇ ଜବତ ସହ ଜଣେ ଗିରଫ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୋଲିସ ଦ୍ୱାରା ୭୪ କେଜି ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କଲା ଦିଗପହଣ୍ଡି ପୋଲିସ । ଖଡ଼ିଆଳ ପୋଲିସ ରାତ୍ରିରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବେଆଇନ ଭାବେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ପୋଲିସ ଚଢ଼ାଉ କରି ଗଞ୍ଜେଇକୁ ଜବତ
Read More...

ପୋଲ ତଳକୁ ଖସି ଗଲା ବାଇକ୍‌ : ୧ ମୃତ, ୧ ଗୁରୁତର

ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର-ଧାମରା ରାସ୍ତାର ମନ୍ଦାରୀ ପୋଲ ନିକଟରେ ପୋଲ ତଳକୁ ଖସି ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅଧୀନସ୍ଥ ରାମଚନ୍ଦ୍ରପୁର ଗ୍ରାମର ଭାଗୀରଥି ପଣ୍ଡା(୪୫) ବୋଲି ଜଣାପଡିଛି । ଅନ୍ୟ ଜଣେ ଯୁବକ
Read More...

ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦୃଢ ନିନ୍ଦା କଲେ ନିର୍ବାଚନ କମିଶନ

ଯାଜପୁର : ଯାଜପୁର ଜିଲ୍ଲାର ବିଞ୍ଜାରପୁର ବ୍ଲକରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିର୍ବାଚନ କମିଶନ ଦୃଢ ଭାବରେ ନିନ୍ଦା କରିଛନ୍ତି । ପୋଲିସ ଡିଜି ଏହି ଘଟଣାର ଦୋଷୀମାନଙ୍କୁ ତୁରନ୍ତ ଗିରଫ କରିବା ସହ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ
Read More...