Daily Archives

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନ ବିଭାଗର ବିଦାୟକାଳୀନ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନରେ ଯୁକ୍ତତିନି ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ମହା ବିଦ୍ୟାଳୟର ଅଧ୍ୟକ୍ଷ ଡ ଲତିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଦାୟ ଉତ୍ସବରେ ବିଭାଗୀୟ ମୁଖ୍ୟ ଡ
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୨୩ଟି କେନ୍ଦ୍ରରେ ୧୮ରୁ ଅଧିକ ବୟସର ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୧୧ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ବରପଲ୍ଲୀରେ ବନମହୋତ୍ସବ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆଜି ଗଞ୍ଜାମ ବ୍ଲକ ଅଧିନସ୍ଥ ରାମଗଡ଼ ପଞ୍ଚାୟତର ଏନ୍‌ ବରପଲ୍ଲୀ ଶିକ୍ଷାନୁଷ୍ଠାନ ପାର୍ଶ୍ୱରେ ୭୩ ତମ ବନମହୋତ୍ସବ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନା, ମୁଖ୍ୟ ବକ୍ତା
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଝରଣୀପାଲି ଗ୍ରା.ପରୁ ୧ ଜଣ, ବଲାଙ୍ଗିର ବ୍ଲକ ବୈଦିପାଲି ଗ୍ରା.ପରୁ ୧ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ ୧୦,
Read More...

କଣ୍ଟାବାଞ୍ଜି ବୈଷୟିକ ମହାବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ସ୍ଥାନୀୟ କଣ୍ଟାବାଞ୍ଜି ବୈଷୟିକ ମହାବିଦ୍ୟାଳୟରେ ସ୍ନାତକୋତ୍ତର ଓଡିଆ ବିଭାଗର ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କର ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କଲେଜର ସ୍ନାତ୍ତକୋତ୍ତର ଓଡ଼ିଆ ବିଭାଗର ଅଧ୍ୟାପକ ଡ଼
Read More...

ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଜୁ ଜନତା ଦଳର ପ୍ରତିଷ୍ଠାର ୨୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟ ସାରା ଚାଲିଥିବା ବୃକ୍ଷ ରୋପଣ କାର୍ଯ୍ୟ ପରିପ୍ରେକ୍ଷୀରେ ଆଜି ବରଗଡ଼ ସହର ୨ନମ୍ବର ୱାର୍ଡ ଅଞ୍ଚଳରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳର ମହିଳା ଓ ଯୁବ
Read More...

କେନକେବା ଗାଁର ହୃଷିକେଶ ନାଗଙ୍କୁ ୭୦ ବର୍ଷ ବୟସ ହୋଇଥିଲେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ମିଳୁନଥିବା ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ୬୦ ବର୍ଷରୁ ଅଧିକ ବର୍ଷର ଗରିବ ବୃଦ୍ଧବୃଦ୍ଧାଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତାର ବ୍ୟବସ୍ଥା କରିଛନ୍ତି । ସରକାରଙ୍କ ତରଫରୁ ୬୦ରୁ ୭୯ ବର୍ଷ ବୟସର ବୃଦ୍ଧବୃଦ୍ଧାଙ୍କୁ ୩ ଶହ ଟଙ୍କା ଓ ୮୦ରୁ ଅଧିକ ବର୍ଷ ବୃଦ୍ଧବୃଦ୍ଧାଙ୍କ ପାଇଁ ୫ ଶହ ଟଙ୍କା ଭତ୍ତା ପ୍ରଦାନ
Read More...

ବିଜେଡିର ୨୫ ବର୍ଷ ପୂର୍ତ୍ତି ଅବସରରେ ପାଟଣାଗଡ଼ ବିଜେଡି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବିଜେଡିର ୨୫ ବର୍ଷ ପୂର୍ତ୍ତି ଅବସରରେ ପାଟଣାଗଡ ବିଜେଡି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାଟଣାଗଡ ବ୍ଲକ ତମିଆଁ ପଞ୍ଚାୟତର ତମିଆଁ ଗ୍ରାମ ଏବଂ ପାଟଣାଗଡ଼ ଡାକ୍ତରଖାନା ଓ ସରସ୍ଵତୀ ଶିଶୁ ମନ୍ଦିରରେ ବୃକ୍ଷ ରୋପଣ
Read More...

ପରିବେଶ ପ୍ରେମୀ ପଦାରବିନ୍ଦ ମହାପାତ୍ରଙ୍କ ସ୍ମୃତିରେ ଚାରା ରୋପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପଦ୍ମଭୂଷଣ ସ୍ୱର୍ଗତ ଡ଼ଃ ରାଧାନାଥ ରଥଙ୍କ ଜାମାତା ତଥା ସମାଜର ପୂର୍ବତନ କାର୍ଯ୍ୟକାରୀ ସଂପାଦିକା ସ୍ୱର୍ଗତ ମନୋରମା ମହାପାତ୍ରଙ୍କ ସ୍ୱାମୀ ବିଶିଷ୍ଟ ପରିବେଶବିତ୍ତ ପଦାରବିନ୍ଦ ମହାପାତ୍ରଙ୍କ ଆଜି ୩୪ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସବୁଜ ଡେଲାଙ୍ଗ
Read More...

୧୮୯ ବାଟାଲିୟନ ସିଆର୍‌ପିଏଫ୍ ଦ୍ୱାରା ଆୟୋଜିତ୍ ସଂଯୁକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଜେଏସଏ୍‌ମ୍‌ ବାଣିଜ୍ୟ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଛୁଇଁବନ୍ଦ ପାଖରେ ଥିବା ସ୍ଥାନରେ ୧୮୯ ବାଟାଲିୟନ ସିଆର୍‌ପିଏଫ୍ ଦ୍ୱାରା ଆୟୋଜିତ୍ ହୋଇଥିବା ସଂଯୁକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ଜିଳ୍ଲାପାଳ ଚଞ୍ଚଳ ରାଣା, ୧୮୯ ବାଟାଲିୟନ ସିଆର୍‌ପିଏଫ୍
Read More...