pr

ପରିବେଶ ପ୍ରେମୀ ପଦାରବିନ୍ଦ ମହାପାତ୍ରଙ୍କ ସ୍ମୃତିରେ ଚାରା ରୋପଣ

dr. purohit

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପଦ୍ମଭୂଷଣ ସ୍ୱର୍ଗତ ଡ଼ଃ ରାଧାନାଥ ରଥଙ୍କ ଜାମାତା ତଥା ସମାଜର ପୂର୍ବତନ କାର୍ଯ୍ୟକାରୀ ସଂପାଦିକା ସ୍ୱର୍ଗତ ମନୋରମା ମହାପାତ୍ରଙ୍କ ସ୍ୱାମୀ ବିଶିଷ୍ଟ ପରିବେଶବିତ୍ତ ପଦାରବିନ୍ଦ ମହାପାତ୍ରଙ୍କ ଆଜି ୩୪ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀର ଅଧ୍ୟକ୍ଷ ଆଇନୀଜୀବୀ ତଥା ପରିବେଶ ପ୍ରେମୀ ହୃଷୀକେଶ ପାଢ଼ୀ ଡେଲାଙ୍ଗ ତହସିଲ ପରିସରରେ ଅତିରିକ୍ତ ତହସିଲଦାର ରଂଜନ କୁମାର ନାୟକଙ୍କ ସହିତ ଚାରାରୋପଣ କରି ଜନ ସଚେତନତା ସୃଷ୍ଟି କରିବା ସହ ସମସ୍ତଙ୍କୁ ପରିବେଶ ସୁରକ୍ଷା ଲାଗି ଗଛଟିଏ ଲଗାଇବାକୁ ନିବେଦନ କରିଛନ୍ତି ।

nrusinghnath
Leave A Reply

Your email address will not be published.