Daily Archives

କନ୍ଧପାଲି ବନ୍ଧକୁ ପରିଦର୍ଶନ କଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନମ୍ବର ୨ର କାଉନସିଲର ସରିତା ଦାଶ ଓ ମହିଳାମାନଙ୍କ ଅନୁରୋଧ କ୍ରମେ ଗତକାଲି କନ୍ଧପାଲି ବନ୍ଧ ପରିଦର୍ଶନ କରିଛନ୍ତି ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ଏହି ବନ୍ଧ ପଦ୍ମ ପତ୍ରରେ ଭର୍ତ୍ତି ହୋଇଥିବା ବେଳେ
Read More...

ପ୍ରାକ୍ତନ ଛାତ୍ର ସଂସଦ ତରଫରୁ ଆଇନ ମହାବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସଂସଦ ତରଫରୁ ଆଇନ ମହାବିଦ୍ୟାଳୟ ପରିସର ଓ ମହିଳା ହଷ୍ଟେଲ ସମ୍ମୁଖରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ଛାତ୍ର ସଂସଦର ସଭାପତି ଡ. ସୁମନ ଦତ୍ତଙ୍କ ପୌରହିତ୍ୟ ଓ ସାଧାରଣ ସଂପାଦକ
Read More...

ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟର ୱେବ୍‌ ସାଇଟ୍‌ର ଲୋକାର୍ପଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଲୋକସେବା ଭବନ ପରିସରରେ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ, ଖଲିକୋଟ ପାଇଁ ପ୍ରସ୍ତୁତ ୱେବ୍‌ ସାଇଟ୍‌ http://gcacodisha.nic.inର ଶୁଭାରମ୍ଭ ଲୋକାର୍ପଣ ଅନୁଷ୍ଠିତ ହୋଇଯାଇଛି । ଏହାକୁ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ତଥା
Read More...

କନ୍ଧମାଳରେ ଏସ୍‌ଓଜି ଓ ଡ଼ିଭିଏଫ୍‌ ଯବାନଙ୍କ ମିଳିତ କୁମ୍ବିଙ୍ଗ ଅପରେସନ : ବହୁ ମାଓ ସାମଗ୍ରୀ ଜବତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଏସ୍‌ପି ଭିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଓଜି ଏବଂ ଡ଼ିଭିଏଫ୍‌ ଯବାନମାନେ ସୋମବାର ବାଲିଗୁଡା ଥାନା ଅନ୍ତର୍ଗତ ତିଲକୀ ଗ୍ରାମ ନିକଟ ଜଙ୍ଗଲରେ କୁମ୍ବିଙ୍ଗ ଅପରେସନ କରିବା ସହ ମାଓବାଦୀ କ୍ୟାମ୍ପ ଉପରେ ମଧ୍ୟ ଚଢ଼ାଉ କରି
Read More...

କୋଶଲ ଆନ୍ଦୋଳନକୁ ମଜବୁତ୍ କରିବା ପାଇଁ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘସିଏନ୍‌ର ୧୪ ନଂ ଜୋନ୍‌ର ସମସ୍ତ ପଞ୍ଚାୟତକୁ ନେଇ ଗଣ୍ଡାମେଲ ଛକ ହନୁମାନ ମନ୍ଦିରଠାରେ କୋଶଲ ଆନ୍ଦୋଳନକୁ ମଜବୁତ୍ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପ୍ରଥମେ ସଂଗଠନ ତିଆରି ହେଲା ଓ କେମିତି କୋଶଲ ଆନ୍ଦୋଳନକୁ ସଫଳ କରି କୋଶଲ ରାଜ୍ୟ
Read More...

ପୂର୍ବତନ ସମିତି ସଭ୍ୟ ତଥା ସମାଜସେବୀ ହର ବଘାରଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବତନ ସମିତି ସଭ୍ୟ ତଥା ସମାଜସେବୀ ହର ବଘାରଙ୍କ ୮୬ ବର୍ଷ ବୟସରେ ନିଜ ଗ୍ରାମ ଅର୍ଜୁଣ୍ଡାରେ ଦେହାନ୍ତ ହୋଇଯାଇଛି । ସ୍ୱର୍ଗତ ବଘାର ପୁଇଁତଲା ବ୍ଲକ ଅଞ୍ଚଳରେ ଜଣେ ନିର୍ଭୀକ ରାଜନେତା ଓ ସମାଜସେବୀ ଭାବରେ ବେଶ ପରିଚିତ ଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ
Read More...

ଜଲିଆ ୟୁପି ସ୍କୁଲ ଛାତରୁ ଝରୁଛି ପାଣି : ଶୀଘ୍ର ମରାମତି ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଅନ୍ତର୍ଗତ ଜଲିଆ ସ୍ଥିତ ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାଜିରାଓ କକ୍ଷରେ ଛାତରୁ ପାଣି ଝରୁଥୁବା ନେଇ ଅଭିଯୋଗ ହେଉଛି । ଫଳରେ ସ୍କୁଲରେ ପାଠ ପଢିବାରେ ବ୍ୟାଘାତ ସୃଷ୍ଟି ହେଉଛି । ବିଭିନ୍ନ ସମୟରେ ସାମାନ୍ୟ ବର୍ଷାରେ
Read More...

ଚଟିଆଗୁଡା ପଞ୍ଚାୟତରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଟିଆଗୁଡା ପଞ୍ଚାୟତଠାରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏନେଇ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ 'ଗାଁରେ ପ୍ରଶାସନ'କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଛି
Read More...

ଶୋଚନୀୟ ହୋଇ ପଡ଼ିଛି ଅର୍ଡ଼ା- ଭୂତିଆରବାହାଲ ଛକ ରାସ୍ତା

ସାମାନ୍ୟ ବର୍ଷାରେ ରାସ୍ତା ପାଲଟୁଛି ପୋଖରୀ୧୫ଦିନରେ ମରାମତି ନ କଲେ ଆନ୍ଦୋଳନ ଧମକ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ-ଦେଷଣ୍ଢ ରାସ୍ତାର ଅର୍ଡାରୁ ଭୂତିଆରବାହାଲ ଛକ ପର୍ଯ୍ୟନ୍ତ ରାସ୍ତା ଦୀର୍ଘ ବର୍ଷ ହେଲା ଶୋଚନୀୟ ଅବସ୍ଥାରେ ପଡ଼ିରହିଛି । ଫଳରେ ଏହି ରାସ୍ତା ଉପରେ ନିର୍ଭର
Read More...

କେଶବ ଚନ୍ଦ୍ର ପାଳ ଖରିଦପିପଳ ସେବା ସମବାୟ ସମିତିର ନୂତନ ସଭାପତି ଭାବେ ନିର୍ବାଚିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ସେବା ସମବାୟ ସମିତିର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି କେଶବ ଚନ୍ଦ୍ର ପାଳ । ସଭାପତି ପଦ ପାଇଁ ବିଜୁ ଜନତା ଦଳ ତରଫରୁ ସମର୍ଥିତ ପ୍ରାର୍ଥୀ ଶ୍ରୀ ପାଳ ନାମାଙ୍କନ ପତ୍ର ଦାଖଲ କରି ସର୍ବମୋଟ୍ ୧୦ ଖଣ୍ଡ ଭୋଟ ପାଇଥିବା ବେଳେ
Read More...
error: Content is protected !!