Daily Archives

ମହଲାଇରେ ଡ୍ରେନେଜ୍‌ ବ୍ୟବସ୍ଥା ଫେଲ୍‌ : ଘରକୁ ପଶିଲା ବର୍ଷା ପାଣି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମହଲାଇ ଗାଁରେ ଡ୍ରେନେଜ୍‌ ବ୍ୟବସ୍ଥା ନ ଥିବାରୁ ରବିବାର ସକାଳର ବର୍ଷା ଯୋଗୁଁ ଗାଁର ବହୁ ଲୋକଙ୍କ ଘର ଭିତରକୁ ପାଣି ପଶିଯାଇଥିଲା । ଏହି ଗାଁର ଲୋକେ ପ୍ରତିବର୍ଷ ଏଭଳି ଅସୁବିଧାର ସମ୍ମୁଖିନ ହେଉଥିବା ସତ୍ୱେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ଏ
Read More...

ବଣିବକ୍ରେଶ୍ଵର ଦେବ ପୀଠରେ ବୃକ୍ଷ ରୋପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବଣିବକ୍ରେଶ୍ଵର ଉନ୍ନୟନ କମିଟି ପକ୍ଷରୁ ବାବା ବଣିବକ୍ରେଶ୍ଵର ଦେବ ପୀଠ ସ୍ଥଳି, କୂଆପଦାଠାରେ ଆଜି ପବିତ୍ର କର୍କଟ ସଂକ୍ରାନ୍ତି ରବିବାର ଅପରାହ୍ନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବନାଞ୍ଚଳ ଅଧିକାରୀ ସାନ୍ତାନୁ କୁମାର
Read More...

ବର୍ଷା ଜଳରେ ଗୋପଘାଟ ଅସ୍ଥାୟୀ ପୋଲ ଭାସିଗଲା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ପଶ୍ଚିମ ପାଖରେ ପ୍ରବାହିତ ଦୟାନଦୀର ଗୋପଘାଟରୁ ଯୋରକଣୀକୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲ ଓ ରାସ୍ତା ଗତକାଲି ବର୍ଷା ଜଳରେ ଭାସିଯାଇଛି । ଏଣେ ଡଙ୍ଗା ନାହିଁ, ଯୋଗାଯୋଗ
Read More...

ଦେଓଗାଁ ଜିଆରଏସଙ୍କ ପିତୃ ବି‌ୟୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ଅଶୋକ ସାହୁଙ୍କ ପିତା ଦ୍ୱାରୁ ସାହୁ(୮୪)ଙ୍କ ରବି‌ବାର ଭୋର ୬ଟା ସମୟରେ ଦେଓଗାଁ କଛାରପାଲି ସ୍ଥିତ ନିଜ ବାସ ଭବନରେ ଦେହାନ୍ତ ହୋଇଯାଇଛି । ସେ ବଲାଙ୍ଗିର ମ୍ୟୁନସିପାଲଟିରେ ଚାକିରି କରି ଅବସର ନେଇଥିଲେ । ସେ ଜଣେ
Read More...

ଖରିଫ୍ ଧାନ ସଂଗ୍ରହ ପାଇଁ ନୂତନ ପଞ୍ଜିକରଣ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଖରିଫ୍ ଋତୁରେ ଧାନ ସଂଗ୍ରହ ପାଇଁ ଚଳିତ ବର୍ଷ ନବୀକରଣ ପଦ୍ଧତିକୁ ସରକାର ଉଚ୍ଛେଦ କରିବା ସହ ଚାଷୀ ନୂତନ ଭାବେ ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ନାମା ଜାରି କରାଯାଇଛି । ଏଥିପାଇଁ ଚଳିତ ମାସ ୧୫ ତାରିଖରୁ ନୂତନ ନାମ ପଞ୍ଜିକରଣ କାର୍ଯ୍ୟ ଆରମ୍ଭ ହୋଇଛି ।
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୦୮ଟି କେନ୍ଦ୍ରରେ ୧୮ରୁ ଅଧିକ ବୟସର ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୭ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ଼ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ତରଫରୁ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ, (ପିଆଇବି) : ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଏକ ବିଶେଷ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଗୋଟିଏ ଦିନରେ ଏକାକାଳୀନ ଜାତୀୟ ରାଜପଥର ଚାରୋଟି ସ୍ଥାନରେ
Read More...

ବାରହା ଆକ୍ରମଣରେ ମହିଳା ଗୁରୁତର ଆହତ

ପାତ୍ରପୁର : ରବିବାର ପାତ୍ରପୁର ବ୍ଲକ ସୁରଙ୍ଗୀ ପଞ୍ଚାୟତ ତିତିଗାଁ ଗ୍ରାମର ଜଣେ ଦଳିତ ବିଧବା ମହିଳା ବାରହା ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ନାମ ପ୍ରମିଳା ସେଠୀ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଆଜି ସେ ନିଜ ଶାଶୁ ସତ୍ୟ ସେଠୀଙ୍କ ସହ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଜମିରେ ତଳି
Read More...

୨୦୦ କୋଟି କୋଭିଡ୍-୧୯ ଟୀକାକରଣ ମାଇଲ୍ ଖୁଂଟ ହାସଲ କଲା ଭାରତ

କୋଭିଡ୍ ଟୀକାକରଣ ଅଭିଯାନର ୨୦୦ କୋଟି ମାଇଲ୍ ଖୁଂଟକୁ ଅତିକ୍ରମ କରିଥିବାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା“ଭାରତର ଟୀକାକରଣ ଅଭିଯାନର ବ୍ୟାପକତା ଏବଂ ଗତି ଅଦ୍ୱିତୀୟ”ଇତିହାସରେ ଏହି ଅସାଧାରଣ ଉପଲବ୍ଧି ଉଲ୍ଲେଖ ହେବ: ମନସୁଖ ମାଣ୍ଡଭିୟ ଦିଲ୍ଲୀ, (ପିଆଇବି) : ଏକ ଐତିହାସିକ
Read More...

ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆରମ୍ଭ ହେଲା ଭାରତୀୟ ସୂଚନା ସେବା ଅଧିକାରୀଙ୍କ ତୃତୀୟ ବାର୍ଷିକ ସମ୍ମିଳନୀ

ସରକାରୀ ଯୋଗାଯୋଗ ନିମନ୍ତେ ୫-ସି ମନ୍ତ୍ର ଗ୍ରହଣ କରିବା ପାଇଁ ଅନୁରାଗ ସିଂହ ଠାକୁରଙ୍କ ଆହ୍ୱାନ‘ସବ୍କା ସାଥ, ସବ୍କା ବିକାଶ’ ଅଧୀନରେ ଜାତୀୟ ଲକ୍ଷ୍ୟ ହାସଲ କରିବା ନିମନ୍ତେ ସରକାରୀ ଯୋଗାଯୋଗ ବ୍ୟବସ୍ଥା ମହତ୍ୱପୂର୍ଣ୍ଣ : ଅନୁରାଗ ଠାକୁର ଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଏବଂ
Read More...