pakka

ବର୍ଷା ଜଳରେ ଗୋପଘାଟ ଅସ୍ଥାୟୀ ପୋଲ ଭାସିଗଲା

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ପଶ୍ଚିମ ପାଖରେ ପ୍ରବାହିତ ଦୟାନଦୀର ଗୋପଘାଟରୁ ଯୋରକଣୀକୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲ ଓ ରାସ୍ତା ଗତକାଲି ବର୍ଷା ଜଳରେ ଭାସିଯାଇଛି । ଏଣେ ଡଙ୍ଗା ନାହିଁ, ଯୋଗାଯୋଗ ସମ୍ପୁର୍ଣ୍ଣ ବିଛିନ୍ନ ସହ ୨ଦିନ ହେଲା ଜଳବନ୍ଦୀରେ ଯୋରକଣୀ, ତିଗିରିଆ, ବିତିପୁର ବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନର ପକ୍ଷରୁ କୌଣସି ବ୍ୟବସ୍ଥା ହୋଇନାହିଁ ।

jay balangir
Leave A Reply

Your email address will not be published.

eighteen − 2 =

error: Content is protected !!