pakka

କମଲା ହ୍ୟାରିସ୍ ରୁଷକୁ ଚେତାବନୀ ଦେଲେ : ଯଦି ୟୁକ୍ରେନ ଉପରେ ଆକ୍ରମଣ ହୁଏ, ତେବେ ଏଥିପାଇଁ ରୁଷ୍‌କୁ ବଡ ମୂଲ୍ୟ ଦେବାକୁ ପଡିବ

bbehera

ମ୍ୟୁନିଖ : ଆମେରିକାର ଉପରାଷ୍ଟ୍ରପତି କମଲା ହ୍ୟାରିସ୍ ଶନିବାର ରୁଷକୁ ଚେତାବନୀ ଦେଇଛନ୍ତି । ଯଦି ରୁଷ ୟୁକ୍ରେନ ଉପରେ ଆକ୍ରମଣ କରେ, ତେବେ ଏଥିପାଇଁ ରୁଷ୍‌କୁ ବଡ ମୂଲ୍ୟ ଦେବାକୁ ପଡିବ । ହ୍ୟାରିସ୍ କହିଛନ୍ତି ଯେ, ଏଭଳି ଆକ୍ରମଣ ୟୁରୋପୀୟ ଦେଶଗୁଡ଼ିକୁ ଆମେରିକାର ନିକଟତର କରିବ। ସେ ୟୁକ୍ରେନର ରାଷ୍ଟ୍ରପତିଙ୍କୁ କହିଛନ୍ତି ଯେ. ଇତିହାସର ଏହା ଏକ ପରିଭାଷିତ ମୁହୂର୍ତ୍ତ । ହ୍ୟାରିସ୍ କହିଛନ୍ତି ଯେ, ୟୁକ୍ରେନ୍ର ରାଷ୍ଟ୍ରପତି କହିଛନ୍ତି ସେ କେବଳ ତାଙ୍କ ଦେଶ ପାଇଁ ଶାନ୍ତି ଚାହୁଁଛନ୍ତି । ଜର୍ମାନୀରେ ଆୟୋଜିତ ବାର୍ଷିକ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ ଉପରାଷ୍ଟ୍ରପତି ଏହି ବିବୃତ୍ତି ଦେଇଛନ୍ତି ।

jay balangir
Leave A Reply

Your email address will not be published.

9 − five =

error: Content is protected !!