Daily Archives

ଦୁର୍ବୃତ୍ତମାନେ ବାଲାଟ୍‌ ପେପର ଛଡାଇ ନେଇଥିବା ଅଭିଯୋଗ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ ଅନ୍ତର୍ଗତ ଦଳପଡା ପଂଚାୟତର ଦଳପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫ ନମ୍ବର ବୁଥ୍‌ର ବାଲଟ ପେପର ଦୁର୍ବୃତ୍ତମାନେ ଛଡାଇ ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଏହି ବୁଥ୍‌ରେ ୧୯୦ ଜଣ ଭୋଟର ଥିବା ବେଳେ
Read More...

ସବୁଠି ଗୋଟିଏ ଚର୍ଚ୍ଚା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କିଏ ଜିତିବ ଆଉ କିଏ ହାରିବ, ଗାଁ ଗାଁରେ ଅଙ୍କ କଷା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା, କ.ନୂଆଗାଁ, ତୁମୁଡିବନ୍ଧ, କୋଟଗଡ, ଫୁଲବାଣୀ, ଫିରିଙ୍ଗିଆ ଓ ଖଜୁରୀପଡା ବ୍ଲକରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବହୁ ଉତ୍କଣ୍ଠା ଓ ଛକାପଞ୍ଝା ମଧ୍ୟରେ ସମାପନ ହୋଇଛି ।
Read More...

ବଲାଙ୍ଗିର ଫରେଷ୍ଟ ଡିଭିଜନ୍‌ କିରାଣୀ ଅକ୍ଷୟ କୁମାର ନାଥ ଚାଲିଗଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଫରେଷ୍ଟ ଡିଭିଜନ୍‌ କିରାଣୀ ଅକ୍ଷୟ କୁମାର ନାଥ(୪୫) ଚାଲିଗଲେ । ଆଜି ସକାଳୁ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଜଣେ ମିଷ୍ଟଭାଷୀ, ମେଳାପୀ ତଥା ପରୋପକାରୀ ଯୁବକ ଭାବରେ ଜଂଗଲ ବିଭାଗରେ ସେ ବେଶ୍‌ ଜଣାଶୁଣା ଥିଲେ । ତାଙ୍କ ବିୟୋଗରେ
Read More...

ଭୋଟ ଦିନ ମତଦାତାଙ୍କୁ ମାଡ ମାରିଥିବା ଗାଇସିଲେଟ ଥାନା ଆଇଆଇସିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ତା ୧୮/୨ ରିଖ ଦିନ ଦ୍ୱତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଆଇଆଇସି ବୀରବଳ ଜଗତ ନିଜ ଗାଡିରେ ପୋଲିସ ଫୋର୍ସ ଧରି ବିଭିନ୍ନ ବୁଥ ଭିତରକୁ ପ୍ରବେଶ କରି ସାଧାରଣ ଭୋଟରମାନଙ୍କୁ ଏପରିକି ମହିଳା ଭୋଟର
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଦେଓଗାଁ ବ୍ଲକ ଗାଈବାହାଲ ଗ୍ରା.ପ.ରୁ ଜଣେ, ବଲାଙ୍ଗିର ଜିଲ୍ଲା ଶିବତଲା ଗ୍ରା.ପ.ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ଶିକ୍ଷାବିତ୍‌ ତଥା ସମାଜ ସଂସ୍କାରକ ସ୍ୱର୍ଗୀୟ ଭଗବାନ ମିଶ୍ରଙ୍କ ୮୬ତମ ଜୟନ୍ତୀ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଭଗବାନ ମିଶ୍ର ସ୍ମୃତି ସମିତି ଦ୍ବାରା ସଭାପତି ସରଦାର ପ୍ରୀତମ ସିଂଙ୍କ ସଭାପତିତ୍ୱରେ ଶିକ୍ଷାବିତ୍‌ ତଥା ସମାଜ ସଂସ୍କାରକ ଭଗବାନ ମିଶ୍ରଙ୍କ ୮୬ତମ ଜୟନ୍ତୀ ପାଳିତ ହୋଇଯାଇଛି ।ଏହି ସଭାରେ ସମିତିର ଅଧ୍ୟକ୍ଷ ପ୍ରଫେସର
Read More...

ସଦର ବ୍ଲକରେ ନରସିଂହଙ୍କ ନିର୍ବାଚନୀ ପ୍ରଚାର

ସାମଗ୍ରୀକ ବିକାଶ ପାଇଁ ଯଶୋବନ୍ତିଙ୍କୁ ହାତ ଚିହ୍ନରେ ଭୋଟ ଦିଅନ୍ତୁ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗୁରୁତ୍ୱପୂର୍ଣ୍ଣ ମତଦାନ ପାଇଁ ଆଉ ଗୋଟିଏ ଦିନ ବାକି ରହିଲା । ଏହି ଦିନ ଆପଣଙ୍କ ମତଦାନ ଆଗାମୀ ୫ ବର୍ଷ ପାଇଁ ଅଂଚଳର ଭବିଷ୍ୟତ ନିର୍ଧାରଣ କରିବ । ତେଣୁ ଆପଣମାନେ ଏହି
Read More...

ଭାରତୀୟ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ସଂଘ ବଲାଙ୍ଗିରର ଆଂଚଳିକ ସମ୍ମିଳନୀରେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶର ହିତ ଦୃଷ୍ଟିରୁ ବ୍ୟାଙ୍କଗୁଡ଼ିକୁ ସରକାରଙ୍କ ଘରୋଇକରଣ ଉଦ୍ୟମ ପ୍ରତ୍ୟାହାର କରିବାକୁ ଆଜି ବଲାଙ୍ଗିରଠାରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର କର୍ମଚାରୀ ସଂଘର ଆଂଚଳିକ ସମ୍ମିଳନୀରେ ତୀବ୍ର ମତ ପ୍ରକାଶ ପାଇଛି । ସାମ୍ବାଦିକ ଭବନଠାରେ ଆୟୋଜିତ ଏହି ଆଂଚଳିକ
Read More...

ଖବରକାଗଜ ହକର୍‌ଙ୍କ ପରଲୋକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରର ଖବର କାଗଜ ହକର ଭାବରେ ପରିଚିତ ଭୁବେଶ୍ୱର ରାଉତ(ମେଟ୍‌ନା)ଙ୍କର ଗତକାଲି ରାତି ଏଗାରଟାରେ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହେଇଯାଇଥିବା ଜଣାପଡିଛି । ସେ ଗତକିଛି ଦିନ ହେଲା ଅସୁସ୍ଥ ଥିବାବେଳେ
Read More...

ଧଣ୍ଡାମୁଣ୍ଡା ରେଞ୍ଜ କେନ୍ଦୁପତ୍ର କର୍ମଚାରୀ ସଙ୍ଘର ନୂତନ କମିଟି ଗଠନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନ ଅଧିନସ୍ଥ ଖପ୍ରାଖୋଲ ବ୍ଳକ ଧଣ୍ଡାମୁଣ୍ଡା ରେଞ୍ଜର ସମସ୍ତ ମୁନ୍ସୀ, ଚପରାସି, ଚେକର ସମସ୍ତ କେନ୍ଦୁପତ୍ର କର୍ମଚାରୀମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମାଞ୍ଚଳ କେନ୍ଦୁପତ୍ର ସଙ୍ଘ ସଭାପତି ନିରଞ୍ଜନ ବିଶିଙ୍କ
Read More...
error: Content is protected !!