Daily Archives

କଳାହାଣ୍ଡି ଜିଲ୍ଲା ଟପ୍ପର ହେଲେ ବୈଜୟନ୍ତୀ ମିଶ୍ର : ଡାକ୍ତର ହେବାର ଲକ୍ଷ୍ୟ

ବାପା, ମା, ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦେଲେ ଶ୍ରେୟ ମ.ରାମପୁର, (ହେମନ୍ତ କୁମାର ସରହୁ) : ମାଟ୍ରିକ ବୋର୍ଡ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ କଳାହାଣ୍ଡି ଜିଲ୍ଲା ଟପ୍ପର ହୋଇଛନ୍ତି ମ,ରାମପୁରର ବୈଜୟନ୍ତୀ ମିଶ୍ର । ସମୁଦାୟ ୬୦୦ ମାର୍କରୁ ୫୮୫ମାର୍କ ସହ ୯୭.୫ପ୍ରତିଶତ ରଖି ପାସ
Read More...

ଜିଲ୍ଲା ପ୍ରଶାସନ ଦ୍ୱାରା ବନ୍ଦ ହେଲା ବାଲ୍ୟ ବିବାହ, ଉଦ୍ଧାର ଦୁଇ ଜଣ ନାବାଳିକାଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦେଶ କ୍ରମେ ଜିଲ୍ଲାରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପରିପ୍ରେକ୍ଷୀରେ ଜିଲ୍ଲାପ୍ରଶାସନ ତରଫରୁ ବହୁ ବିଧ ପଦକ୍ଷେପ ନିଆଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ବିନିକା ବ୍ଲକ
Read More...

ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ବଲାଙ୍ଗିର ଜିଲ୍ଲାସ୍ତରୀୟ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ବଲାଙ୍ଗିର ଜିଲ୍ଲାସ୍ତରୀୟ ପ୍ରତିଯୋଗିତା କନିଷ୍ଠ ବର୍ଗ ୬ଷ୍ଠରୁ ୭ମ ଶ୍ରେଣୀ ଏବଂ ବରିଷ୍ଠ ବର୍ଗ ୮ମରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡିଆ ପ୍ରବନ୍ଧ, ସାହିତ୍ୟ ସମ୍ପର୍କିତ ବକୃତା, କବିତା
Read More...

ଅବସପ୍ରାପ୍ତ ଶିକ୍ଷକ ବୃନ୍ଦାବନ କୁମ୍ଭାରଙ୍କ ଦ୍ୱାରା ଭ୍ରାମ୍ୟମାଣ ପାଠାଗାର ଆୟୋଜିତ

ସଇଁତଲା, (ପ୍ରମୋଦ କୁମାର ସେଲମା) : ସଇଁତଲା ବ୍ଲକ ଅନ୍ତର୍ଗତ ଧରପଗଡ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅବସପ୍ରାପ୍ତ ଶିକ୍ଷକ ବୃନ୍ଦାବନ କୁମ୍ଭାରଙ୍କ ଦ୍ୱାରା ଏକ ଭ୍ରାମ୍ୟମାଣ ପାଠାଗାରର ଆୟୋଜନ କରାଯାଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ଖେତି ଅଧ୍ୟକ୍ଷତା କରି ପୁସ୍ତକ
Read More...

ବୌଦ୍ଧିକ ବାଧକ ଶିକ୍ଷାର୍ଥୀଙ୍କୁ ଶୈକ୍ଷିକ ଉପକରଣ ବଣ୍ଟନ କଲେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ପରିସରରେ ବୌଦ୍ଧିକ ବାଧକ ଶିକ୍ଷାର୍ଥୀ, ଅଭିଭାବକଙ୍କ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇ ସେମାନଙ୍କୁ ଶୈକ୍ଷିକ ଉପରେ ସଚେତନତା କରାଯାଇଛି । ପିଲାମାନଙ୍କୁ ଶୈକ୍ଷିକ
Read More...

ଜରାସିଂହା ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହା ମହାବିଦ୍ୟାଳୟ ଓ ଶାଶ୍ଵତ ମହାବିଦ୍ୟାଳୟ ଜରାସିଂହାର ମିଳିତ ଆନୁକୁଲ୍ୟରେ କଲେଜ ପରିସରରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଠାରେ ଶାଶ୍ଵତ
Read More...

ଅମୃତ ମହୋତ୍ସବ ଅବସରରେ ଶ୍ରୀଅରବିନ୍ଦ ଅତିମାନସ ଚେତନା ଜାଗରଣ ଯାତ୍ରା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନର ଅମୃତ ଅବସରରେ ଶ୍ରୀଅରବିନ୍ଦ ଅତିମାନସ ଚେତନା ଜାଗରଣ ଯାତ୍ରା ସଙ୍ଘତି ମଣ୍ଡଳ, ଶ୍ରୀଅରବିନ୍ଦ ପାଠଚକ୍ର ସଂଗଠନ (ସମ୍ବଲପୁର, ବୈ।ଦ୍ଧ, ବରଗଡ଼)ପକ୍ଷରୁ ଆସନ୍ତା କାଲି (୭ ରୁ ୧୪)ଠାରୁ ସପ୍ତାହ ବ୍ୟାପୀ ଚାଲିବ
Read More...

ରମ୍ଭାରେ ଶ୍ରୀ ବାବା ଆଖଣ୍ଡଳମଣିଙ୍କର ମନ୍ଦିରରେ ରତ୍ନମୋଦନ କାର୍ଯ୍ୟକ୍ରମ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ସ୍ଥାନୀୟ କଲେଜ ଛକ ପାର୍ଶ୍ଵରେ ଶ୍ରୀ ଶ୍ରୀ ଶ୍ରୀ ବାବା ଆଖଣ୍ଡଳମଣି ମନ୍ଦିରର ରତ୍ନମୋଦନ କାର୍ଯ୍ୟକ୍ରମ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବୈଦିକ ବ୍ରାହ୍ମଣ ପଣ୍ଡିତମାନଙ୍କର ମୁଖ ନିଃସୃତ ବେଦ ଧ୍ୱନି ତଥା ଆଚାର୍ଯ୍ୟ ପଣ୍ଡିତ ନୃସିଂହ ଶତପଥୀ ଓ ସାଥୀ
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୦୩ଟି କେନ୍ଦ୍ରରେ ୧୮ରୁ ଅଧିକ ବୟସ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୩ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ଼ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ଜୈବିକ ଚାଷ କରି ଚାଷୀ ସୀମାଞ୍ଚଳ ରାଉତ ଉପକୃତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ଓମ୍ ଏଗ୍ରୋ ପ୍ରାଇଭେଟ ଲିମିଟେଡ୍‌ କମ୍ପାନୀରେ ପାଟଣାଗଡ଼ ବ୍ଲକ ସେଲ୍ ହେଡ୍‌ ଭାବେ ଅକ୍ଷୟ ଦୀର୍ଘ ୬ବର୍ଷ ଧରି କମ୍ପାନୀରେ କାମ କରିବା ସହ ବ୍ଲକର ବିଭିନ୍ନ ପଞ୍ଚାୟତ ଡାଏଡୁମେର, ସୁନା ମୁଦି, ତୁଲସୀଡୁଙ୍ଗୁରୀ,
Read More...