Daily Archives

ବିଜୟ କୁମାର କର ଜିଏସଟି ଭୁବନେଶ୍ୱର ଜୋନର ନୂତନ ଚିଫ କମିଶନର

ଭୁବନେଶ୍ୱର, (ପିଆଇବି) : ୧୯୮୯ ବ୍ୟାଚର ଆଇଆରଏସ ଅଧିକାରୀ ବିଜୟ କୁମାର କର ନୂତନ ଚିଫ କମିଶନର, ଜିଏସଟି, ସେଣ୍ଟ୍ରାଲ ଏକ୍ସାଇଜ ଓ କଷ୍ଟମ୍ସ, ଭୁବନେଶ୍ୱର ଜୋନ ଭାବେ ଯୋଗ ଦେଇଛନ୍ତି । ଚିଫ କମିଶନର ଭାବେ ଯୋଗ ଦେବା ପୂର୍ବରୁ ଶ୍ରୀ କର ଭୁବନେଶ୍ୱର ଜିଏସଟି ଓ ସେଣ୍ଟ୍ରାଲ ଏକ୍ସାଇଜ କମିଶନରେଟର
Read More...

ମଦନପୁରଠାରେ ଭକ୍ତଙ୍କ ଭିଡରେ ପାଳିତ ହେଲା ବାହୁଡା ଯାତ୍ରା

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମଦନପୁରଠାରେ ଭକ୍ତଙ୍କ ଭିଡରେ ପାଳିତ ହେଲା ବାହୁଡା ଯାତ୍ରା । ମାଉସୀ ଘରୁ ବାହୁଡ଼ିଛନ୍ତି ତିନି ଠାକୁର, ସହଶ୍ରାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ହରି ବୋଲ, ହୁଳହୁଳି ଓ ସଂକୀର୍ତ୍ତନର ତାଳେ ତାଳେ ଉଛୁଳି ପଡିଥିଲା ଆଜି ମଦନପୁର ବଡ ଦାଣ୍ଡ, ଭକ୍ତ
Read More...

ଆଜାଦିର ଅମୃତ ମହୋତ୍ସବ ଉପଲକ୍ଷେ କାରାଗାର ଅନ୍ତେବାସୀଙ୍କ ସହ ଦେଶାତ୍ମବୋଧକ ସଙ୍ଗୀତ ଓ ଭଜନ ଆଧାରିତ କାର୍ଯ୍ୟକ୍ରମ…

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ପବିତ୍ର ବାହୁଡା ଯାତ୍ରା ଚାଲିଥିବା ବେଳେ ରାଉରକେଲା ସ୍ୱତନ୍ତ୍ର କାରାଗାର ପରିସରରେ ସ୍ୱାଧୀନତାର ୭୫ ବର୍ଷ ତଥା ଅମୃତ ମହୋତ୍ସବ ପାଳନ ଉପଲକ୍ଷେ 'ପରିବର୍ତ୍ତନ' ଆଧାରିତ ଏକ ସଙ୍ଗୀତ କାର୍ଯ୍ୟକ୍ରମ କାରାଗାର ଅନ୍ତେବାସୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି ।
Read More...

ବାହୁଡାରେ ବାହୁଡି ଗଲେ ପ୍ରଫେସର ଡ. ସୋମନାଥ ମିଶ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡା ଯାତ୍ରାରେ ବାହୁଡି ଗଲେ ବିଶ୍ୱର ଜଣେ ଶ୍ରେଷ୍ଠ ଧାତୁ ବିଜ୍ଞାନୀ ପ୍ରଫେସର ଡ. ସୋମନାଥ ମିଶ୍ର । ୮୭ ବର୍ଷର କର୍ମମୟ ଜୀବନରେ ପଡିଛି ଜବନିକା । ରାଉରକେଲା ସହର ହରାଇଛି ଜଣେ ଶ୍ରେଷ୍ଠ ଶିକ୍ଷାବିତ୍‌ଙ୍କୁ । ପ୍ରଫେସର ଡ.
Read More...

୨୪ ଘଣ୍ଟା ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆଗାମୀ ୨୪ ଘଣ୍ଟା ପାଇଁ ୭ଟି ଜିଲ୍ଲାକୁ ପାଣି ପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ସୂଚନା ମିଳିଛି । ତେବେ ଅରେଞ୍ଜ ୱାର୍ଣ୍ଣିଂରେ ଥିବା ୭ଟି ଜିଲ୍ଲାଗୁଡିକ ହେଲା କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କନ୍ଧମାଳ, ବରଗଡ଼,
Read More...

ରାୟଗଡ଼ା ସିଡିଏମଓ ଅଫିସରେ ଅଗ୍ନିକାଣ୍ଡ

ରାୟଗଡ଼ା : ଆଜି ରାୟଗଡ଼ା ସିଡିଏମଓ ଅଫିସରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ବୋଲି ସୂଚନା ମିଳିଛି । ତେବେ ଏହି ଅଗ୍ନିକାଣ୍ଡରେ ବହୁ ଆବଶ୍ୟକୀୟ ନଥିପତ୍ର ଓ ବିଦ୍ୟୁତ ସଂଯୋଗ ସାମଗ୍ରୀ
Read More...

ଚଳନ୍ତା ବସ୍‌ରେ ନାବାଳିକା ଛାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ଯାଜପୁର : ଚଳନ୍ତା ବସ୍‌ରେ ଜଣେ ନାବାଳିକା ଛାତ୍ରୀକୁ ଦୁର୍ବ୍ୟବହାର କରାଯାଇଥିବା ନେଇ ଯାଜପୁର ରୋଡ୍ ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି । ତେବେ ଛାତ୍ରୀଙ୍କ ଅଭିଯୋଗ ଅନୁସାରେ ଛାତ୍ରୀ ଜଣକ ଚଣ୍ଡିଖୋଲରୁ ଯାଜପୁର ରୋଡ୍ ଯିବା ବେଳେ ତାଙ୍କୁ ଜଣେ ଯୁବକ ଦୁର୍ବ୍ୟବହାର କରିଥିଲା । ଫଳରେ
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୦୪ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୫ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ପାଟଧରା ଜଙ୍ଗଲରେ ପୋଲିସ-ମାଓ ଗୁଳି ବିନିମୟ : ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ନୂଆପଡା, (ନିରାକାର ମେହେର) : ଆଜି ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ୍ ପାଟଧରା ଜଙ୍ଗଲରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଥିବା ସୂଚନା ମିଳିଛି । ତେବେ ଘଣ୍ଟାଏ ଧରି ଏହି ଗୁଳି ବିନିମୟ ଚାଲିବା ପରେ ଛତ୍ରଭଙ୍ଗ
Read More...

ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନୃଶଂସ ସ୍ୱାମୀ

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ସାଲେଇବେଡା ବିସ୍ଥାପିତ ବସ୍ତିରେ ସାମାନ୍ୟ ମାଂସ ତରକାରୀ ରନ୍ଧାକୁ ନେଇ ନିଜ ସ୍ତ୍ରୀକୁ ସ୍ୱାମୀ ପିଟି ପିଟି ହତ୍ୟା କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ସ୍ୱାମୀ ଗିରିଶ ଦେହୁରୀ ଏବଂ ସ୍ତ୍ରୀ ଭୁଲି
Read More...