Daily Archives

ବୀରମହାରାଜପୁରରେ ଉପଖଣ୍ଡସ୍ତରୀୟ ବିଦ୍ୟୁତ ମହୋତ୍ସବ ପାଳିତ

ଶକ୍ତି କ୍ଷେତ୍ରରେ ଭିଜନ ୨୦୪୭ ସାକାର କରିବା ସଂକଳ୍ପ ବୀରମହାରାଜପୁର : ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ସାରା ଦେଶରେ ଉଜ୍ୱଳ ଭାରତ ଉଜ୍ଜ୍ଵଳ ଭବିଷ୍ୟତ କାର୍ଯ୍ୟକ୍ରମ ପାଳନ କରାଯାଉଛି । ଏହି କ୍ରମରେ ଆଜି ବୀରମହାରାଜପୁରରେ ଉପଖଣ୍ଡସ୍ତରୀୟ ବିଦ୍ୟୁତ ଉତ୍ସବ ସ୍ଥାନୀୟ କଲ୍ୟାଣ
Read More...

ନର୍ଲା ପ୍ରେସ୍‌ ଆସୋସିଏସନ୍‌ର ଜରୁରୀକାଳୀନ ବୈଠକ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବାଗପୁରସ୍ଥିତ ଶୁଦ୍ଧାନନ୍ଦ ଆଶ୍ରମ ପରିସରରେ ଆଜି ନର୍ଲା ପ୍ରେସ୍ ଆସୋସିଏସନ୍‌ର ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ନର୍ଲା ବ୍ଲକ ପ୍ରେସ୍ ଆସୋସିଏସନ୍‌ର ସଭାପତି ଦୀପକ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ଯୁବ ହଷ୍ଟେଲ୍‌ସ୍‌ ପକ୍ଷରୁ ବିଶ୍ୱ ବ୍ୟାଘ୍ର ଦିବସ ପାଳିତ

ରାଉରକେଲା, (କେପିଏନ୍‌ଏସ୍‌) : ଭାରତୀୟ ଯୁବ ହଷ୍ଟେଲ୍‌ସ୍‌ ରାଉରକେଲା ଶାଖା ଆନୁକୁଲ୍ୟରେ ବିଶ୍ୱ ବ୍ୟାଘ୍ର ଦିବସ ପାଳିତ ହୋଇଯାଇଛି । ପରିବେଶର ସନ୍ତୁଳନ ରକ୍ଷା ଉଦ୍ଦେଶ୍ୟରେ ଆୟୋଜିତ ଏହି ଦିବସ ଅବସରରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ପିଲାମାନଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ
Read More...

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୩୦ଟି କେନ୍ଦ୍ରରେ ୧୮ରୁ ଅଧିକ…

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୧୩ଟି କେନ୍ଦ୍ରରେ(କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ ୩ ଆହାତ

ଚାନ୍ଦବାଲି : କଟକ ଚାନ୍ଦବାଲିର ସାଲେପୁର ହୋଟେଲ ମାରିୟାନ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କଟକରୁ ରାଜନଗର ଯାଉଥିବା ଏକ ଟାଟା ମ୍ୟାଜିକ ଗାଡିକୁ ଏକ ସାର ବୋଝେଇ
Read More...

କଣ୍ଟାବାଞ୍ଜି ବୈଷୟିକ ମହାବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜି ବୈଷୟିକ ମହାବିଦ୍ୟାଳୟରେ ସ୍ନାତକୋତ୍ତର ବାଣିଜ୍ୟ ବିଭାଗର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
Read More...

ବନ ବିଭାଗର ସବୁ ପ୍ରଚେଷ୍ଟା ବିଫଳ : ଶେଷରେ ଆଖି ବୁଜିଲା ଚିକିତ୍ସାଧୀନ ଦନ୍ତାହାତୀ

ନରସିଂହପୁର : ବନ ବିଭାଗର ସବୁ ପ୍ରଚେଷ୍ଟା ବିଫଳ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଇଛନ୍ତି ଆଠଗଡ଼ ଡିଏଫ୍‌ଓ । ସୂଚନା ଅନୁସାରେ ଆଜିକୁ ୬ ଦିନ ତଳେ ନରସିଂହପୁର ପଶ୍ଚିମ ରେଞ୍ଜ ନୂଆଗଡ଼ ଜଙ୍ଗଲରେ ଗୁଳି ବିଦ୍ଧ ହାତୀଟି ଘୁରି ବୁଲୁଥିଲା । ମଝିରେ ମଝିରେ
Read More...

ରାଜେନ୍ଦ୍ର କଲେଜ ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳରେ ଟପ୍ପର ହେଲେ ସଂଗ୍ରାମ ବିଶ୍ୱାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର କଲେଜ ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳରେ ଟପ୍ପର ହେଲେ ସଂଗ୍ରାମ ବିଶ୍ୱାଲ । ସମୁଦାୟ ୬୦୦ ମାର୍କରୁ ୫୪୩ ମାର୍କ ଆଣି ରାଜେନ୍ଦ୍ର କଲେଜର ବିଜ୍ଞାନ ବିଭାଗର ସମସ୍ତ ପରୀକ୍ଷାର୍ଥୀଙ୍କଠାରୁ ଉର୍ଦ୍ଧରେ ରହିଛନ୍ତି । ଏହି ସଫଳତା ପାଇଁ ସେ ତାଙ୍କ ଅଧ୍ୟାପକ
Read More...

ବ୍ଲକସ୍ତରୀୟ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଙ୍କୀ : ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବାଙ୍କୀ ବ୍ଲକ ସମ୍ମିଳନୀ ପ୍ରକୋଷ୍ଠରେ ଶୁକ୍ରବାର ଦିନ ବ୍ଲକସ୍ତରୀୟ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ପଞ୍ଚାୟତର ସରପଞ୍ଚ ତଥା ଜନ ପ୍ରତିନିଧିମାନେ ଯୋଗଦେଇ ପଞ୍ଚାୟତ ସ୍ତରରେ ଅଙ୍ଗନୱାଡି କର୍ମୀ,
Read More...

ବଡ଼ମାଲରେ ବିଦ୍ୟୁତ ମହୋତ୍ସବ ‘ଉଜ୍ୱଳ ଭାରତ ଉଜ୍ୱଳ ଭବିଷ୍ୟତ’ ପାଳିତ

ସଇଁତଲା, (ପ୍ରମୋଦ ସେଲମା) : ଆଜାଦି କା ଅମୃତ ମହୋତ୍ସବ ଅନ୍ତର୍ଗତ ଉଜ୍ୱଳ ଭାରତ ଉଜ୍ୱଳ ଭବିଷ୍ୟତ ପାୱାର ଆଟ୍‌ ଦ ରେଟ୍‌ ୨୦୪୭ ପାଳନ ଉପଲକ୍ଷେ ବଡ଼ମାଲ ସ୍ଥିତ ଗୋଳାବାରୁଦ କାରଖାନାର ଅଫିସର୍ସ କ୍ଲବଠାରେ ବିଦ୍ୟୁତ ମହୋତ୍ସବ ପାଳିତ ହୋଇଯାଇଛି । ପାୱାର ଗ୍ରୀଡ କର୍ପୋରେସନ, ଓପିଟିସିଏଲ୍‌ ଓ
Read More...