Daily Archives

ଆଜାଦି କା ଅମୃତ ମହୋତ୍ସବର ଭାରତ ରଙ୍ଗ ମହୋତ୍ସବ କାର୍ଯ୍ୟକ୍ରମକୁ ଆନ୍ଧ୍ର ରାଜ୍ୟପାଳଙ୍କ ଦ୍ଵାରା ଉଦ୍‌ଘାଟନ

• ପ୍ରଥମ ଦିବସରେ ନାଟକ ମହାସଂଗ୍ରାମର ମହାନାୟକ ଅଭିନୀତ ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଗୁରୁବାର ଭୁବନେଶ୍ୱରସ୍ଥିତ କିଟ୍ କ୍ୟାମ୍ପସ୍‌ର ଅଡିଟୋରିୟମରେ ପୂର୍ବ ଭାରତର ୩ଟି ରାଜ୍ୟର ଅନୁଷ୍ଠିତ ହେଉଥିବା ଆଜାଦି କା ଅମୃତ
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ୧୫ରୁ ୧୮ ବର୍ଷ ପର୍ଯ୍ୟନ୍ତ ବୟସ୍କଙ୍କ ନିମନ୍ତେ ୦୨ଟି କେନ୍ଦ୍ରରେ…

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୧ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

୨୦୨୧-୨୨ରେ ଭାରତ ବିରୋଧରେ କାର୍ଯ୍ୟ କରୁଥିବା ୭୪୭ ୱେବସାଇଟ୍, ୯୪ ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରି ଦିଆଯାଇଛି :…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି କହିଛନ୍ତି ଯେ ୨୦୨୧-୨୨ ମସିହାରେ ଦେଶର ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଥିବା ୟୁଟ୍ୟୁବ ଚ୍ୟାନେଲଗୁଡିକ ବିରୋଧରେ ମନ୍ତ୍ରଣାଳୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ
Read More...

କୁଡ଼ାସିଂହା ହାଇସ୍କୁଲକୁ ୫-ଟିରେ ରୂପାନ୍ତରିତ ପାଇଁ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ଅପରାହ୍ନ ୨ଟା ସମୟରେ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡ଼ାସିଂହା ପର୍ଶୁରାମ ଉଚ୍ଚ ବିଦ୍ୟାଳୟର ରୂପାନ୍ତରିକରଣର ମାଷ୍ଟର ପ୍ଲାନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ତୃତୀୟ ପର୍ଯ୍ୟାୟରେ ସାମିଲ ହୋଇଥିବା ୫- ଟି ସ୍କୁଲ ମଧ୍ୟରେ
Read More...

ସେପ୍ଟେମ୍ବର ୪ରୁ ପୁରୁଷ ଓ ତୃତୀୟ ସପ୍ତାହରୁ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ : ଜିଲ୍ଲା କ୍ରୀଡା ସଂସଦର ଟୁର୍ଣ୍ଣାମେଣ୍ଟ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟର ସୁପରିଚାଳନା ସକାଶେ ଟୁର୍ଣ୍ଣାମେଣ୍ଟ ଓ ଟ୍ରାନ୍ସଫର କମିଟି, ଚୟନ କମିଟି ଓ ଅମ୍ପାୟାର କମିଟି ବୈଠକ ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ
Read More...

୨୪ ଜୁଲାଇରେ ସରିବ ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ : ସରୁଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ୨୪ ଜୁଲାଇରେ ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ୨୫ ଜୁଲାଇରେ ସେ ରାଷ୍ଟ୍ରପତି ଭବନ ଛାଡିବେ । ରାଷ୍ଟ୍ରପତି ଭବନରେ ଜୁଲାଇ ୨୪ରେ ସନ୍ଧ୍ୟା ୭ଟାରେ ଏହି ଡିନର ପାର୍ଟି ଆୟୋଜନ କରାଯାଇଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ମାସ୍କ ବଣ୍ଟନ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ପୂର୍ବ ନିଷ୍ପତ୍ତି ଅନୁସାରେ ଗତ କାଲି ବଲାଙ୍ଗିର ସହରରେ ସଚେତନ କରାଯାଇ କରୋନାକୁ ରୋକିବା ପାଇଁ ୧୧୦୦ ମାସ୍କ ବଣ୍ଟନ କରାଯାଇଥିଲା ଏବଂ ଆଜି ପେଲେସ ଲାଇନ ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ
Read More...

ଦୌପଦୀ ମୁର୍ମୁଙ୍କ ଗାଁରେ ବିଜୟ ଉତ୍ସବ, ଆଦିବାସୀ ସମାଜରେ ଖୁସିର ଲହରି

ଭୁବନେଶ୍ୱର : ଦ୍ରୌପଦୀ ମୁର୍ମୁ ଏକ ବଡ଼ ବିଜୟ ଆଡକୁ ଯାଉଛନ୍ତି । ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଯଶବନ୍ତ ସିହ୍ନାଙ୍କଠାରୁ ବହୁତ ଆଗରେ ଅଛନ୍ତି । ଆସନ୍ତା କିଛି ଘଣ୍ଟା ମଧ୍ୟରେ ମୁର୍ମୁଙ୍କ ବିଜୟର ସରକାରୀ ଘୋଷଣା ମଧ୍ୟ କରାଯିବ । ଏହା ସହିତ ଦ୍ରୌପଦୀ ମୁର୍ମୁ ଆଦିବାସୀ ସମାଜରୁ ଆସିଥିବା ଦେଶର
Read More...

ବାଗଦୋର ସମିତି ସଭ୍ୟାଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା…

ପାଟଣାଗଡ଼, (ଗୋରେଖନାଥ ବରିହା) : ବହୁ ଚର୍ଚ୍ଚିତ ବେଲପଡା ବ୍ଲକ ବାଗଦୋର ସମିତି ସଭ୍ୟାଙ୍କ ସ୍ଵାମୀ ଲୋକନାଥ ସାହୁଙ୍କୁ ଗୁଳି କରି ହତ୍ୟା ଘଟଣାର ଫେରାର୍‌ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ବେଲପଡା ପୁଲିସ । ପୂର୍ବରୁ ୬ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ
Read More...

କାବା ହେଇଯିବ ହୋ’ : କାମ୍‌ ଚଲିଗଲେ ହେଲା..

କାମ୍‌ ଚଲିଗଲେ ହେଲା । କେତେ ଲହର୍‌ ଝପର୍‌, ଧାଁ ଧପଡ଼୍‌! ରୀତି ରିବାଜ୍‌ ଟେ ମାନ୍‌ବାର୍‌ କେ ପଡ଼ୁଛେ ବଲି ଏତ୍‌କି କଥା । ନେଇଁ ହେଲେ କିଏ ପଚ୍‌ରଉଛେ । ମନ୍‌ କେ ମନ୍‌ କୁର୍‌ବୁରେଇ ହଉଥ'ନ୍‌ ପଣ୍ଡା ବାବୁ । ଗାଁ ଥି କକାର୍‌ ପୁଓର୍‌ ପୁଓ ଟେ ମରି ଯାଇଛେ । ହେନ୍‌ତା ଦେଖ୍‌ବାର୍‌ କେ
Read More...