Daily Archives

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ପିପିଲି : ପିପିଲି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ମାଟ୍ରିକ ପରୀକ୍ଷା ଫଳ ଶତ ପ୍ରତିଶତ ହୋଇଥିବା ବେଳେ ୩୩ଜଣ ପରୀକ୍ଷାର୍ଥୀ ଏ-ୱାନ୍‍, ୪୮ଜଣ ପରୀକ୍ଷାର୍ଥୀ ଏ-ଟୁ, ୪୩ ଜଣ ପରୀକ୍ଷାର୍ଥୀ ବି-ୱାନ୍‍ ଓ ୧୩ଜଣ ପରୀକ୍ଷାର୍ଥୀ ବି-ଟୁ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏକକାଳୀନ ୩୩ଜଣ
Read More...

ଜାମ୍ମୁ କାଶ୍ମୀରର ଉଦ୍ଦମପୁର ଜିଲ୍ଲାରେ ବସ୍‌ ଦୁର୍ଘଟଣା : ୩ ମୃତ ୧୦ ଆହତ

ଶ୍ରୀନଗର : ଜାମ୍ମୁ କାଶ୍ମୀରର ଉଦ୍ଦମପୁର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତାରେ ଏକ ବସ୍‌ ଯାଉଥିବା ବେଳେ ଗୋଟିଏ ଘାଇ ଭିତରକୁ ଖସିପଡ଼ିଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ହେବା ସହିତ ୧୦ ଜଣ ଆହତ ହୋଇଥିବା ଜଣାପଡିଛି । ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି ।
Read More...

କିନାଲୋଇ ହାଇସ୍କୁଲରେ ବନ ମହୋତ୍ସବ ପାଳିତ

ରେଙ୍ଗାଲି : ରେଙ୍ଗାଲି ବ୍ଲକର କିନାଲୋଇ-ଜୁନାଡିହିଠାରେ ଥିବା ଜନ୍ମାଜୟ କାଲୋ ହାଇସ୍କୁଲ ପକ୍ଷରୁ ଆଜି ବନ ମହୋତ୍ସବ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଏକ ସଚେତନତା ରାଲିରେ ବାହାରି ଗ୍ରାମ୍ୟ ପରିକ୍ରମା କରିଥିଲେ । ଏହାପରେ ସ୍କୁଲ ପରିସରରେ ବୃକ୍ଷ ଚାରା ରୋପଣ
Read More...

୪୨ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

କଟକ : ପୁଣି ଜବତ ହେଲା ବ୍ରାଉନସୁଗର । କଟକ ଫୁଲନଖରାରୁ ୪୨୦ ଗ୍ରାମ ବ୍ରାଉନସୁଗର ଜବତ କରିଛି ରାଜ୍ୟ ଅବକାରୀ ଫ୍ଲାଇଂ ସ୍କ୍ବାଡ୍ । ସୂଚନାନୁଯାୟୀ ଏହି ବ୍ରାଉନସୁଗର ସହ ଜଣେ ବେପାରୀକୁ ଗିରଫ କରିଛି ଫ୍ଲାଇଂ ସ୍କ୍ବାଡ୍ । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୪୨ ଲକ୍ଷ ଟଙ୍କା ହେବ ବୋଲି
Read More...

ଜିଲ୍ଲା ପରିଷଦ ଷ୍ଟାଣ୍ଡିଂ କମିଟି-ଜିର ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ପରିଷଦ ଷ୍ଟାଣ୍ଡିଂ କମିଟି-ଜିର ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । କମିଟିର ଅଧ୍ୟକ୍ଷା ସଭ୍ୟା ପଦ୍ମିନୀ ଗଡତିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ଶିକ୍ଷା, କ୍ରୀଡା ଓ
Read More...

ଶୁକ୍ରବାର ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶୁକ୍ରବାର ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ । ହେଲେ ସନ୍ଧ୍ୟା ଦର୍ଶନ ସନ୍ଧ୍ୟାରେ ନ ହୋଇ ଅପରାହ୍ନ ୪ଟା ସୁଦ୍ଧା ଶେଷ ହେବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ତେଣୁ ଅପରାହ୍ନ ୪ଟାରୁ ଭକ୍ତ ଆଉ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ । ଶୁକ୍ରବାର
Read More...

୭୩ତମ ବନ ମହୋତ୍ସବ ପାଳିତ

ଦଶପୁର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନ ୧୧ଟାରେ ଦଶପୁର ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ଇନ୍ଦୁ ଭୂଷଣ ଡାଙ୍ଗଙ୍କ ଆବାହନ ଓ ସଂଯୋଜନାରେ ଶ୍ରୀମତୀ ଯମୁନା ସାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଜେନା ରାଉତ, ଆଠଗାଁ ବନପାଳ, ସମ୍ମାନିତ ଅତିଥି ପ୍ରମୋଦ ମହନନ୍ଦ,
Read More...

ମ.ରାମପୁର ବନାଞ୍ଚଳରେ ୭୩ତମ ବନ ମହୋତ୍ସବ ସପ୍ତାହ ପାଳନ ସହ ବୃକ୍ଷ ରୋପଣ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧିନସ୍ଥ ମ.ରାମପୁର ବନାଞ୍ଚଳ ତରଫରୁ ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଥିବା ୭୩ତମ ବନ ମହୋତ୍ସବ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମଟି ଆଇଏଫଏସ ଅନୁରାଗ ମିଶ୍ର ଓ ବନାଞ୍ଚଳ ଅଧିକାରୀ ଅସିତ କୁମାର ଦାସଙ୍କ ତତ୍ୱାବଧାନ ଓ ଉପସ୍ଥିତିରେ
Read More...

୧୦୮ ଆମ୍ବୁଲାନ୍ସ ବିଳମ୍ବରେ ଆସିବାରୁ ଭଙ୍ଗାରୁଜା

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବିରିଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା । ୧୦୮ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବା ଅଭିଯୋଗରେ ଟେକା ପଥର ମାରି ଆମ୍ବୁଲାନ୍ସ ଭାଙ୍ଗି ଦେଲେ ଦୁର୍ବୁତ୍ତ । ଟେକା ପଥର ମାଡ଼ରେ ଚାଳକ ସହ ଦୁଇ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଏକ ଦୁର୍ଘଟଣାରେ
Read More...

ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲରେ ବନ ମହୋତ୍ସବ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହକୁ ବନ ମହୋତ୍ସବ ସପ୍ତାହ ରୂପେ ପାଳନ କରାଯାଉଥିବା ବେଳେ ଏହି ବନ ମହୋତ୍ସବ କାର୍ଯ୍ୟକ୍ରମ ସେକ୍ଟର ୧୯ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲରେ ପାଳନ କରାଯାଇଛି । ସ୍କୁଲର ଅଧ୍ୟକ୍ଷ ଜଳଧର ମହାପାତ୍ରଙ୍କ ଅଧ୍ୟକ୍ଷତା ଓ
Read More...