Daily Archives

ନୂତନ ବିଡିଓଙ୍କୁ ରାଜବୋଡାସମ୍ବର ସରପଞ୍ଚ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡାସମ୍ବର ବ୍ଲକରେ ନୂତନ ବିଡିଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ରାଜ ବୋଡାସମ୍ବର ସରପଞ୍ଚ ସଂଘ ପକ୍ଷରୁ ସଭାପତି ଆନନ୍ଦ କୁମାର ବେହେରାଙ୍କ ନେତୃତ୍ୱରେ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ବିଡିଓ ବିଶ୍ୱନାଥ ସାହୁଙ୍କୁ ଫୁଲ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମିପାଇଁ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଛାତ୍ର କଂଗ୍ରେସର ଦାବୀପତ୍ର : ଶୀଘ୍ର ହେଉ ଜମି…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଏକ ଛାତ୍ର ପ୍ରତିନିଧି ଦଳ ବିଶ୍ୱବିଦ୍ୟାଳୟ ନାମରେ ଜମି ହସ୍ତାନ୍ତରୀକରଣକୁ ନେଇ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାପାଳଙ୍କ ଉଦେଶ୍ୟରେ ପ୍ରସ୍ତୁତ
Read More...

ବରଗଡ ବ୍ଲକସ୍ତରୀୟ ଉଚ୍ଚାକାଂକ୍ଷୀ ଛାତ୍ରଛାତ୍ରୀଙ୍କ କର୍ମଶାଳା

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ ଜର୍ଜ ଉଚ୍ଚ ବିଦ୍ୟାଳୟଠାରେ ଉଚ୍ଚାକାଂକ୍ଷୀ ଛାତ୍ରଛାତ୍ରୀଙ୍କର ଏକ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ଉକ୍ତ ଶିବିରରେ ବ୍ଲକରେ ୧୦ଟି ସ୍କୁଲର ୧୦ ଜଣ ପ୍ରଧାନ ଶିକ୍ଷକ, ୪୦ଜଣ ମେଣ୍ଟର ଓ ୪୦ ଜଣ କେପ୍‌ଟେନ୍‌ ସର୍ବମୋଟ ୯୦ ଜଣ
Read More...

ଡେଙ୍ଗୁ ସଚେତନତା ମାସ ପାଳିତ

ସୁବର୍ଣ୍ଣପୁର, (ସତ୍ୟ ନାରାୟଣ ପ୍ରଧାନ) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସଭା ଗୃହରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଅଧ୍ୟକ୍ଷା ତଥା ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଡେଙ୍ଗୁ ସଚେତନତା ମାସ ପାଳନ ହୋଇଯାଇଛି । ବୈଠକରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଅଧ୍ୟକ୍ଷ ତଥା
Read More...

କୁନି ଛାତ୍ର ଆଦିତ୍ୟ ରାଜ ମୃତ୍ୟୁର ତଦନ୍ତ ଦାବୀରେ ବରଗଡରେ ୧୨ ଘଣ୍ଟିଆ ବନ୍ଦ ପାଳନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିକାଶ ଫାଷ୍ଟ ଷ୍ଟେପ୍‌ ସ୍କୁଲର ପ୍ରଥମ ଶ୍ରେଣୀ ଛାତ୍ର ଆଦିତ୍ୟ ରାଜ ମୃତ୍ୟୁର ତଦନ୍ତ ଦାବୀ ଓ ତାଂକୁ ନ୍ୟାୟ ପ୍ରଦାନ ଦାବୀରେ ବରଗଡ଼ ସଚେତନ ନାଗରିକମାନଙ୍କ ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଫଳରେ ବରଗଡ଼ ସଦର ମହକୁମା ସ୍ଥିତ ସମସ୍ତ
Read More...

ଜନ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଅଭିଯୋଗ, ପଦୋନ୍ନତିରେ ଅନିୟମିତତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଦୋନ୍ନତିରେ ଅନିୟମିତତା ଲାଗି ରହିଥିବା ବଲାଙ୍ଗିର ଜନ ସ୍ୱାସ୍ଥ୍ୟ ବିଭାଗର ଜଣେ କର୍ମଚାରୀ ଅଭିଯୋଗ କରିଛନ୍ତି । ଜନ ସ୍ୱାସ୍ଥ୍ୟ ବିଭାଗରେ ଦୀର୍ଘ ବର୍ଷ ହେଲା ଜଣେ ପମ୍ପଚାଳକ ଭାବେ କାର୍ଯ୍ୟ କରିଆସୁଛି । ଶିକ୍ଷା ଗତ ଯୋଗ୍ୟତା ମଧ୍ୟ ରହିଛି । ମୋ ବିରୋଧରେ
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୨୨ଟି କେନ୍ଦ୍ରରେ ୧୮ ରୁ ଅଧିକ ବୟସର ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୫ଟି କେନ୍ଦ୍ରରେ(କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ଜାଲ ବିଇଡି ସାର୍ଟିଫିକେଟ ଓ ମାର୍କସିଟ ଦେଇ ଚାକିରି କରୁଥିବା ଧଉରାଦାଦର ସରକାରୀ ପ୍ରୋଜେକ୍ଟ ଉଚ୍ଚ ପ୍ରାଥମିକ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଧଉରାଦାଦର ସରକାରୀ ପ୍ରୋଜେକ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଚୁମ୍‌କି ପଧାନ ଜାଲ ବିଇଡି ସାର୍ଟିଫିକେଟ ଓ ମାର୍କସିଟ ଦେଇ ଚାକିରି କରୁଥିବା ଧରାପଡିବା ପରେ ବଲାଙ୍ଗିର ଜିଲ୍ଲାପାଳ ତଥା ମୁଖ୍ୟ
Read More...

ପ୍ରଥମ ସର୍ବଭାରତୀୟ ଆଇନ ସେବା କର୍ତ୍ତୃପକ୍ଷ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ଘାଟନୀ ଅଭିଭାଷଣ

“ବ୍ୟବସାୟିକ ସୁଲଭତା, ସହଜ ଜୀବନଧାରଣ ଭଳି ନ୍ୟାୟ ପ୍ରାପ୍ତିରେ ସୁଲଭତା ମଧ୍ୟ ସମାନ ଭାବେ ଦେଶର ଅମୃତ ଯାତ୍ରା କାଳରେ ଗୁରୁତ୍ୱପୂର୍ଣ୍ଣ ”“ଦେଶରେ ନ୍ୟାୟିକ ଭିତ୍ତିଭୂମି ମଜବୁତ କରିବା ପାଇଁ ଗତ ଆଠ ବର୍ଷ ମଧ୍ୟରେ ଦୃତ ଗତିରେ କାର୍ଯ୍ୟ ହୋଇଛି ”“ଆମ ନ୍ୟାୟିକ ପଦ୍ଧତି ପ୍ରାଚୀନ ଭାରତୀୟ
Read More...

ଓଡିଶା ଉଷୁ ଦଳର ଚୟନ ପାଇଁ ବଲାଙ୍ଗିର ଜିଲ୍ଲା ଉଷୁ ଦଳର ଭୁବନେଶ୍ୱର ଗସ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଗୁଜୁରାଟର ଗାନ୍ଧିନଗରଠାରେ ଅନୁଷ୍ଠିତ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ୩୬ତମ ଜାତୀୟ ଖେଳ ପ୍ରତିଯୋଗିତା । ଭାରତୀୟ ଅଲମ୍ପିକ ସଂଘ ଦ୍ୱାରା ଆୟୋଜିତ ହେବାକୁ ଥିବା ଖେଳର ଏହି ମହାକୁମ୍ଭ ଜାତୀୟ କ୍ରୀଡାକୁ
Read More...