Daily Archives

ଖର୍ଲି ଗାଁରେ ପ୍ରେମଜନିତ ହତ୍ୟାକାଣ୍ଡ : ପ୍ରେମ ସଂପର୍କରୁ ନାବାଳିକା ପ୍ରେମିକାକୁ ହତ୍ୟା ଅଭିଯୋଗ

ପାଟପାଣି ଡଙ୍ଗର ବାଘବିନ୍ଧା ପୋଖରୀ ନିକଟରୁ ଶବ ଉଦ୍ଧାରଥାନାରେ ହତ୍ୟାକାରୀ ପ୍ରେମିକ, ପିତା ଓ ଭାଇ ଅଟକଖର୍ଲି ଗାଁରେ ଚାପା ଉତ୍ତେଜନା, ପୋଲିସ ଛାଉଣିରେ ଗାଁ କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଧିନସ୍ଥ ଖର୍ଲି ଗାଁର ଜଣେ ନାବାଳିକା ଝିଅକୁ ସେହି
Read More...

ପୋଲିସ ହାଇସ୍କୁଲରେ ବିଦ୍ୟାଳୟର ରୂପାନ୍ତରିକରଣ ୫ଟି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରଧାନ ଶିକ୍ଷୟତ୍ରୀ ଯାଜ୍ଞସିନୀ ମିଶ୍ରଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବିଜ୍ଞାନ ଶିକ୍ଷାକ ବିରାଟ କେଶରୀ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ପରିଚାଳନା କମିଟିର ସଭାପତି, ରିଜର୍ଭ ପୋଲିସ ଇନ୍‌ସପେକ୍ଟର ଆତିଶ କୁମାର ସାହୁ,
Read More...

ବିଭିନ୍ନ ସମସ୍ୟାକୁ ନେଇ ଦାବୀପତ୍ର ଦେଲା ନଗର କଂଗ୍ରେସ : ସମୟସୀମା ଭିତରେ ସମାଧାନ ନ ହେଲେ ଆଗକୁ ଆନ୍ଦୋଳନର ଚେତାବନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ନଗର କଂଗ୍ରେସ ତରଫରୁ ବଲାଙ୍ଗିର ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ସାମି ରେଡ୍ଡିଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ଏକ ଦଳ ପୌର କାର୍ଯ୍ୟାଳୟକୁ ଯାଇ ପୌରାଞ୍ଚଳର ବିଭିନ୍ନ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ପଟୁଆପାଲି ଗ୍ରା.ପ.ରୁ ୧ ଜଣ, ମୁରଶୁଣ୍ଢିରୁ ୧ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୧୯ରୁ ୧ ଜଣ, ଲୋଇସିଂହା
Read More...

ପ୍ରଗତି ଉତ୍କଳ ସଂଘର ବର୍ଷା ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ତରଫରୁ ବର୍ଷା ସାହିତ୍ୟ ଆସର ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଉପସଭାପତି ରଶ୍ମିରଂଜନ ବୋଇତାଇଙ୍କ ସଭାପତିତ୍ୱ ସାଧାରଣ ସଂପାଦକ ରାଧାମୋହନ ନାୟକଙ୍କ ଆବାହକତ୍ୱ ଓ ସାଂସ୍କୃତିକ ସଂପାଦକ ଅଶୋକ
Read More...

ସ୍କୁଲ ଛାତ୍ରଙ୍କ ଉପରେ ଭୁଶୁଡିଲା ଘର କାନ୍ଥ : ୨ ମୃତ, ୫ ଗୁରୁତର

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଅଲୀଗଡ ଜିଲ୍ଲାରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି । ପ୍ରବଳ ବର୍ଷା କାରଣରୁ ନିର୍ମାଣାଧୀନ ଘର କାନ୍ଥ ଭୁଶୁଡି ପଡିବା ଫଳରୁ ୭ ଜଣ ସ୍କୁଲ ଛାତ୍ର ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିବା ଜଣାପଡିଛି । ହୁସେନପୁରର ଶେହଜାଦପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି ଯେଉଁଥିରେ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ସାଇକେଲ୍ ଆରୋହୀ ମୃତ, ବାଇକ୍ ଚାଳକ ଗୁରୁତର

ଭଦ୍ରକ : ୧୬ନଂ ଜାତୀୟ ରାଜପଥ ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲପୁର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣକ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଦୃତ ଗତିରେ ଆସୁଥିବା ହାଇୱାଟି ପ୍ରଥମେ ସାଇକେଲ ଆରୋହୀକୁ ପଛପଟୁ ଧକ୍କା ଦେଇଥିଲା ଓ ପରେ ଜଣେ ବାଇକ୍
Read More...

ସର୍ପାଘାତରେ ଯୁବକ ମୃତ

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ବେଣାପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ଏହି ଗ୍ରାମର ଲକ୍ଷ୍ମୀଧର ନାୟକଙ୍କ ପୁଅ ମାନସ ବୋଲି ଜଣାପଡିଛି । ସୂଚନା ଅନୁସାରେ ମାନସ ଶନିବାର ସକାଳ ୭ଟା ସମୟରେ ବିଲକୁ ଘାସ କାଟିବାକୁ
Read More...

ଆଶ୍ରମ ବିଦ୍ୟାଳୟରେ ୫ମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ : କାରଣ ଅସ୍ପଷ୍ଟ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଋତୁଙ୍ଗିଆ ଗ୍ରାମ ପଞ୍ଚାୟତରେ ଘଟିଛି ଏକ ଅଭାବନୀୟ ଘଟଣା । ଗତ ଶୁକ୍ରବାର ଦିନ ସହେଲ ମଳିକ ନାମକ ପଞ୍ଚମ ଶ୍ରେଣୀ ଛାତ୍ର ସ୍କୁଲ ଛୁଟି ପରେ ହଷ୍ଟେଲ ପରିସରରେ ଥିବା ଏକ ଗଛ ଡାଳରେ ଏକ ଗାମୁଛା
Read More...

ଅଲାତରା ଗ୍ରାମ ପଞ୍ଚାୟତରେ ନୂତନ ପିଇଓଙ୍କ ଯୋଗଦାନ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ଗ୍ରାମ ପଞ୍ଚାୟତଠାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ ବିଜୟ କୁମାର ସାମଲ ଶୁକ୍ରବାର ଦିନ ଯୋଗଦାନ କରିଛନ୍ତି । ସରପଞ୍ଚ ସସ୍ମିତା ନାଗ, ନାଏବ ସରପଞ୍ଚ ନରେଶ ଦଣ୍ଡିଆ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇ ଥିବା
Read More...
error: Content is protected !!