Daily Archives

ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ

ଅଣଧାନ ଚାଷ ଓ କୃଷି ଉଦ୍ୟୋଗ ସ୍ଥାପନ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ଜିଲ୍ଲାପାଳ ଅଵୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ
Read More...

ଜିଲ୍ଲା ପରିଷଦ ଷ୍ଟାଣ୍ଡିଙ୍ଗ କମିଟି- ଡିର ବୈଠକ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ପୁଷ୍ପା ଭୋଇଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ଷ୍ଟାଣ୍ଡିଙ୍ଗ କମିଟି- ଡି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ
Read More...

ଭଗବାନ ମିଶ୍ର ସ୍ମୃତି ସମିତି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟଠାରେ ଆଜି ଭଗବାନ ମିଶ୍ର ସ୍ମୃତି ସମିତିର ସଭାପତି ସରଦାର ପ୍ରୀତମ ସିଂଙ୍କ ନେତୃତ୍ୱରେ 'ଵୃକ୍ଷ ରୋପଣ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରେଣୁ ଦାଶ ଶର୍ମା ମୁଖ୍ୟ
Read More...

୧୮ରୁ ୫୯ ବର୍ଷର ବ୍ୟକ୍ତିଙ୍କୁ ମାଗଣାରେ ବୁଷ୍ଟର ଡୋଜ ଟୀକା ପ୍ରଦାନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଦେଶରେ କରୋନା ସଂକ୍ରମଣ ପୁନଶ୍ଚ ବୃଦ୍ଧି ପାଉଥିବାରୁ ଅଦ୍ୟ ତା୧୫/୦୭/୨୨ଠାରୁ ୭୫ ଦିନିଆଁ ସ୍ୱତନ୍ତ୍ର ଅଭିଯାନରେ ଜିଲ୍ଲାର ସମସ୍ତ ସରକାରୀ ଟୀକାକରଣ କେନ୍ଦ୍ର ଗୁଡିକରେ ୧୮ରୁ ୫୯ ବର୍ଷର ବ୍ୟକ୍ତିଙ୍କୁ ମାଗଣାରେ କୋଭିଡ-୧୯ ବୁଷ୍ଟର ଡୋଜ ଟୀକା ପ୍ରଦାନ
Read More...

ବୁଲା କୁକୁର କାମୁଡିବାରୁ ଛାତ୍ରୀଙ୍କ ସମେତ ୮ ଜଣ ଆହତ, ଅଭିଯୋଗ ପରେ ମଧ୍ୟ ପ୍ରଶାସନ ନିରବ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଜି ସହରର ବିଭିନ୍ନ ସ୍ଥାନରେ ଜଣେ ସ୍କୁଲ ଛାତ୍ରୀଙ୍କ ସମେତ ୮ ଜଣଙ୍କୁ ବୁଲା କୁକୁର କାମୁଡିଥିବା ଜଣାପଡିଛି । ଏନେଇ ସଇଁତଲା ଡାକ୍ତରଖାନାରେ ଚିକିତ୍ସିତ
Read More...

ସଡ଼କ ଦୁର୍ଘଟଣା ଘଟି ୫ ଜଣ ଗୁରୁତର

ରାଉଲକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରୁ ବଣେଇ ଯାଉଥିବା ରାସ୍ତାରେ ଯାତ୍ରୀବାହୀ ବସ୍‌ ସହ କୋଇଲା ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣ ଗୁରୁତର ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ ଗୁରୁତରଙ୍କୁ ରାଉଲକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା
Read More...

ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ ଶିଳ୍ପ ତାଲିମ କେନ୍ଦ୍ରଠାରେ ବିଶ୍ଵ ଯୁବ ଦକ୍ଷତା ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଜିଲ୍ଲା ନିୟୋଜନ ଅଫିସ ଆନୁକୁଲ୍ୟରେ ନାଗେନ୍‌ପାଲି ଛକ ସ୍ଥିତ ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ ଶିଳ୍ପ ତାଲିମ କେନ୍ଦ୍ର, ବରଗଡ଼ଠାରେ ବିଶ୍ଵ ଯୁବ ଦକ୍ଷତା ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଛାତ୍ରମାନଙ୍କୁ ନେଇ ଏକ ରୋଡ ସୋ' ଅନୁଷ୍ଠିତ ହୋଇଥିଲା । ଏହି
Read More...

ବିନା ଅନୁମତିରେ ମାଟି ଚାଲାଣ ନିମନ୍ତେ ୧ ଲକ୍ଷ ଟଙ୍କା ଜୋରିମାନା

ସୁବର୍ଣ୍ଣପୁର, (କେପିଏନଏସ୍‌) : ଆଜି ଏକ ହାଇୱା ଉପଜିଲ୍ଲାପାଳଙ୍କ ବିନା ଅନୁମତିରେ ଜିଲ୍ଲାର ଖାରି ନିକଟରୁ ମାଟି ଚାଲାଣ କରୁଥିବା ସମୟରେ ସୋନପୁର ଉପଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଚଢ଼ାଉ କରି ହାଇୱାକୁ ୧ ଲକ୍ଷ ଟଙ୍କା ବେନିୟମ ମାଟି ଚାଲାଣ ନିମନ୍ତେ ଜୋରିମାନା କରିଥିବା
Read More...

କଳା ପଲ୍‌ସର୍‌ରେ ଆସି ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜିରେ ପୁଣି କଳା ପଲ୍‌ସର୍‌ ଆତଙ୍କ ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତିଙ୍କଠାରୁ ଦୁର୍ବୃତ୍ତମାନେ ୪୯ ହଜାର ଟଙ୍କା ଝାମ୍ପି ନେଇ କଳା ପଲ୍‌ସର୍‌ରେ ଫେରାର୍‌ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କଣ୍ଟାବାଞ୍ଜି ଥାନା ପଖନମୁଣ୍ଡା ଗାଁର ଦୟାନିଧି
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୨୨ଟି କେନ୍ଦ୍ରରେ ୧୮ରୁ ଅଧିକ ବୟସ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୧୨ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...