Daily Archives

ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ରାସ୍ତା ସମସ୍ୟାର ସମାଧାନ ନେଇ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍ଏସ୍‌) : ଆଜି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ରାସ୍ତା ସମସ୍ୟାର ସମାଧାନ ନେଇ ଦାବୀପତ୍ର ପ୍ରଦାନ କରାଯାଇଛି । ବଲାଙ୍ଗିର ସହରର ପାଟଣା ହୋଟେଲ ଛକରୁ କଚେରି ଛକ ମଧ୍ୟ ଦେଇ ଯାଇଥିବା ରାସ୍ତାରେ ନୂତନ ଭାବରେ ନିର୍ମିତ
Read More...

ଶାନ୍ତିପଡାକୁ ପରିଦର୍ଶନ କଲେ ପୌରଅଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍ଏସ୍‌) : ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ ୨ର ଶାନ୍ତିପଡ଼ାକୁ ପରିଦର୍ଶନ କରିଛନ୍ତି ପୌରଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ପଡ଼ାରେ ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ସ୍ଥାନୀୟ ବାସିନ୍ଦା ପୌରଧ୍ୟକ୍ଷା ଶ୍ରୀମତୀ ସାହୁଙ୍କୁ ଅବଗତ କରାଇଥିବା ବେଳେ ସମସ୍ୟାର
Read More...

ପଲସାଗୋରାଠାରେ ବର୍ଜ୍ୟବସ୍ତୁ ସଂଗ୍ରହ ଗାଡିର ଶୁଭାରମ୍ଭ କଲେ ଜିଲ୍ଲାପାଳ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ପଲସାଗୋରା ଗ୍ରାମ ପଞ୍ଚାୟତଠାରେ ଆଜି ବର୍ଜ୍ୟବସ୍ତୁ ସଂଗ୍ରହ ଗାଡିର ଶୁଭାରମ୍ଭ ହୋଇଯାଇଛି । ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ ମେହେର, ଗୋଷ୍ଠୀ ଉନ୍ନୟନ ଅଧିକାରୀ କଳାକୃଷ୍ଣ ପ୍ରଧାନ, ସରପଞ୍ଚ
Read More...

ବଡ଼ମାଲ ଫାଣ୍ଡିରୁ ଅଭିଯୁକ୍ତ ଫେରାର ଘଟଣାରେ ଜଣେ ମହିଳାଙ୍କ ସମେତ ୪ ଜଣ ଅଭିଯୁକ୍ତ ଗିରଫ : ନଗଦ ୩୦ ହଜାର ଟଙ୍କା, ୨…

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବିନ୍ଦନବାହାଲି ମଦଭାଟି ମେନେଜର ଓ ସେଲ୍ସମ୍ୟାନଙ୍କୁ  ଦୁର୍ବୁତ୍ତମାନେ ନିସ୍ତୁକ ମାଡ଼ ମାରି ମେନେଜରଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ଲକ୍ଷାଧିକ ଟଙ୍କା ଲୁଟ କରିବା ସହ ମୋବାଇଲ ଫୋନ ମଧ୍ୟ ଲୁଟ କରି ନେଇଥିବା
Read More...

ଅନ୍ଧକବି ସୁରେଶ ନାଏକଙ୍କ ରଚିତ ପୁସ୍ତକ ‘ଶ୍ରୀ ଜଳେଶ୍ୱର ବାବା ଓ ଜଗନ୍ନାଥ ଜଣାଣ’ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ସୁପରିଚିତ ଅନ୍ଧକବି ଆଗଲପୁର ବ୍ଲକ ସାନଟୀକା ଗ୍ରାମ ବାସିନ୍ଦା ସୁରେଶ ନାଏକଙ୍କ ଦ୍ୱାରା ରଚିତ ଓ ପ୍ରକାଶିତ ପୁସ୍ତିକା 'ଶ୍ରୀ ଜଳେଶ୍ୱର ବାବା ଓ ଜଗନ୍ନାଥ ଜଣାଣ' ଆଜି ଶୁଭ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ପ୍ରସିଦ୍ଧ ଶୈବପୀଠ ସାନଟୀକା
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୦୧ଟି କେନ୍ଦ୍ରରେ ୧୮ରୁ ଅଧିକ ବର୍ଷ ବୟସର ନାଗରିକଙ୍କୁ…

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୨ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର
Read More...

ଲୋଇସିଂହା ଏନ୍‌ଏସି ଗଠନ ନେଇ ତଥ୍ୟ ପ୍ରଦାନ କରାଯାଇ ସାରିଛି : ବଲାଙ୍ଗିର ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ଏନ୍‌ଏସି ଗଠନ ନେଇ ତଥ୍ୟ ପ୍ରଦାନ କରାଯାଇ ସାରିଥିବା ବିଷୟରେ ବଲାଙ୍ଗିର ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ବଲାଙ୍ଗିର ଜିଲ୍ଲା ଲୋଇସିଂହାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ବା ଏନ୍‌ଏସି ମାନ୍ୟତା ପ୍ରସଙ୍ଗ କେତେ ଦୂର ଅଗ୍ରଗତି କଲା, ସେ ସମ୍ପର୍କରେ
Read More...

ଫସଲ ବୀମା ଦାବୀରେ ରାଜବୋଡାସମ୍ବର କୃଷକ ସଂଗଠନ ତରଫରୁ ବନ୍ଦ ଡାକରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର କୃଷକ ସଙ୍ଗଠନ ତରଫରୁ ପାଇକମାଲଠାରେ ଫସଲ ବୀମା ଦାବୀରେ ବନ୍ଦ ଡାକରା ଦିଆଯାଇଥିଲା ଏବଂ ସଫଳ ମଧ୍ୟ ହୋଇଥିଲା । ପଦ୍ମପୁର ଉପଖଣ୍ଡ ପଦ୍ମପୁର, ପାଇକମାଲ, ଝାରବନ୍ଧ ଆଦି ସ୍ଥାନରେ ମଧ୍ୟ ବନ୍ଦ ଡ଼ାକରା ଦିଆଯାଇଥିଲା । ଚାଷୀମାନେ ୨୦୨୧ ମସିହା
Read More...

କବି ଅନିଲ ଚନ୍ଦ୍ର ଦାଶଙ୍କୁ ଶ୍ରଦ୍ଧାଞ୍ଜଳି

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସ୍ଥାନୀୟ ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ନିର୍ଝରିଣୀ ପକ୍ଷରୁ କବି ଅନିଲ ଚନ୍ଦ୍ର ଦାଶଙ୍କ ଅମର ଆତ୍ମାର ସଦଗତି ପାଇଁ ଆଭାସୀ ଜରିଆରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ନିର୍ଝରିଣୀର ସମ୍ପାଦକ କବି ବିରଂଚି ନାରାୟଣ ଦାଶଙ୍କ ସଂଜୋଜନାରେ ଓଡ଼ିଶାର
Read More...

ପୂଜ୍ୟପୂଜା ସେବା ସଂଗଠନର କର୍ମକର୍ତ୍ତା ନିର୍ବାଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପୂଜ୍ୟପୂଜା ସେବା ସଂଗଠନର ଦୁଇ ବାର୍ଷିକ କର୍ମକର୍ତ୍ତା ନିର୍ବାଚନ ଟିକ୍ରାପଡା ସ୍ଥିତ ଦଧିବାମନ ମନ୍ଦିରଠାରେ ଶିକ୍ଷାବିତ୍‌ କପିଳ ପତିଙ୍କ ଅଧ୍ୟକ୍ଷତାରେ ତଥା ଉପଦେଷ୍ଟା ରଘୁନାଥ ମିଶ୍ର ଓ ଧର୍ମବ୍ରତ ରଥଙ୍କ
Read More...