Daily Archives

ବନ ମହୋତ୍ସବରେ ବୃକ୍ଷ ରୋପଣ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗାଇସିଲେଟ ବ୍ଲକ ଅନ୍ତର୍ଗତ କମଲପଦର ଗ୍ରାମ୍ୟ ଜଙ୍ଗଲରେ ଆଜି ବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ରାଜ୍ୟ ସାରା ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟ
Read More...

ପ୍ରଥମେ ପ୍ରେମିକାଙ୍କୁ କୋଠରୀରେ ବନ୍ଦ କରିଦେଲେ, ତାପରେ ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ପ୍ରେମିକ

ନୋଏଡା : ନୋଏଡାର ସେକ୍ଟର-୪୯ର ଏକ ବଡ ଖବର ସାମ୍‌ନାକୁ ଆସିଛି । ଶନିବାର ସକାଳେ ବାରୋଲା ଗ୍ରାମରେ ଥିବା ଏକ ଘରୋଇ ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀର ଜଣେ କର୍ମଚାରୀ ନିଜ ଘର ପଂଖାରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । କୁହାଯାଇଛି ଯେ,
Read More...

ଯୁବ ସାମ୍ବାଦିକ ମନୋହର ଦାଶଙ୍କ ମାତୃ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡିଦର୍ହା ନିବାସୀ ଯୁବ ସାମ୍ବାଦିକ ମନୋହର ଦାଶଙ୍କ ମାତୃ ବିୟୋଗ ହୋଇଯାଇଛି । ୮୫ ବର୍ଷ ବୟସ୍କା ଦ୍ରୋପଦୀ ଦାଶ ହଠାତ୍‌ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ଚିକିତ୍ସା ପାଇଁ ଅନ୍ୟତ୍ର ନେବାକୁ ଉଦ୍ୟମ
Read More...

ସାଲେପାଲିରେ ତିନି ଠାକୁରଙ୍କ ବରାହ ବେଶ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ମାଉସୀ ମନ୍ଦିରରେ ରବିବାର ଦିନ ତିନି ଠାକୁରଙ୍କ ବରାହ ବେଶ କରାଯାଇଛି । ଏହି ବେଶକୁ ଗାଁ ତଥା ଆଖପାଖ ଗାଁର ଲୋକେ ଦର୍ଶନ କରିବାକୁ ସ୍ଥାନୀୟ ମାଉସୀ ମନ୍ଦିରକୁ ଆସିଥିଲେ ।
Read More...

ବଲାଙ୍ଗିର ନୂତନ ବସ ଟର୍ମିନାଲ କାର୍ଯ୍ୟକାରୀ ହେବା ପରେ ହଇରାଣ ହେବା ସହ ଖର୍ଚ୍ଚାନ୍ତରେ ପଡୁଛନ୍ତି ଦେଓଗାଁ, ସଇଁତଳା,…

ଦେଓଗାଁ, (ମନୀଷ କୁମାର ସାହୁ) : ବହୁ ପ୍ରତିକ୍ଷିତ ବଲାଙ୍ଗିର ନୂତନ ବସ ଟର୍ମିନାଲ ଆନୁ‌ଷ୍ଠାନିକ ଭାବେ ଗତ ମାସ ପୂର୍ବରୁ ଉଦ୍‌ଘାଟନ କରିଥିଲେ ମଧ୍ୟ ୨୪ ତାରିଖରୁ ସରକାରୀ ବସ ସେବା ଆରମ୍ଭ ହୋଇଛି । ହେଲେ ବିଭିନ୍ନ କାରଣରୁ ବେସରକାରୀ ବସ ସେବା ପବିତ୍ର ରଥଯାତ୍ରା ଦିନରୁ ଶୁଭାରମ୍ଭ କରି
Read More...

ଟଙ୍କା ପଇଠ କରି ବି ବିଦ୍ୟୁତ ବିଚ୍ଛିନ୍ନ ଅଭିଯୋଗ : ୫ଦିନ ହେଲା ଶୋଷରେ ୫୦ରୁ ଅଧିକ ଗାଁର ଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ସପ୍ତାହେରୁ ଅଧିକ ହେଲା ଦେଓଗାଁ ବ୍ଲକକୁ ବିଦ୍ୟୁତ ଯୋଗାଉଥିବା ଟାଟା କମ୍ପାନୀ ଉଗ୍ର ରୂପ ଧାରଣ କରିଛି । କେବଳ ଲକ୍ଷ ଲକ୍ଷ ଟଙ୍କା ଥିବା ସରକାରୀ ଅଫିସକୁ ନୁହେଁ ଟଙ୍କା ବୁଝାଇଥିବା କାର୍ଯ୍ୟାଳୟକୁ ମଧ୍ୟ ବିଦ୍ୟୁତ ବିଚ୍ଛିହ୍ନ କରାଯାଇଥିବାରୁ ଜଳ ଯୋଗାଣ
Read More...

ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବଡ଼ ଖବର ସଂପାଦକଙ୍କୁ ଅନ୍ୟାୟ ଗିରଫ ଘଟଣାର ନିନ୍ଦା

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବଡ ଖବରର ସଂପାଦକ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଆକ୍ରୋଶମୂଳକ ଭାବେ ଗିରଫକୁ କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ତିବ୍ର ନିନ୍ଦା କରାଯାଇଛି । ରାଜ୍ୟ ସରକାର ଇଓଡବ୍ଲୁ ଜରିଆରେ ଯେଉଁ ଭଳି ଉଦେଶ୍ୟମୂଳକ ଭାବରେ
Read More...

ଆଞ୍ଚଳିକ ସାଧନା କେନ୍ଦ୍ରସ୍ତରୀୟ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକମା ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ମହାଦେବ ବଡକାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଂପାଦକ ପ୍ରଦୀପ ଖମାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ ।
Read More...

ବଲାଙ୍ଗିର ଜିଲ୍ଲା ଷାଠିଏ ଘର ଡୁମାଲ ସମାଜର ସାଂଗଠାନିକ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଷାଠିଏ ଘର ଡୁମାଲ ସମାଜ ବଲାଙ୍ଗିର ଜିଲ୍ଲାର ଏକ ସାଂଗଠାନିକ ବୈଠକ ଜିଲ୍ଲା ସଭାପତି ଲମ୍ବୋଦର ମହାକୁରଙ୍କ ସଭାପତିତ୍ୱରେ ରାଣିପାଲି ମାହେଶ୍ୱରୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ବିଗତରେ ଗଠିତ ଅସ୍ଥାୟୀ କାର୍ଯ୍ୟକାରୀ କମିଟିର ପୁର୍ନଗଠନ କରାଯାଇ ଆଗାମୀ
Read More...

ମୁରସିଂରେ ବନ ମହୋତ୍ସବ ୨୦୨୨ ଅବସରରେ ଶତାଧିକ ବୃକ୍ଷରୋପଣ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ସଇଁତଲା ରେଞ୍ଜ କନ୍ଧକେଲ ଗାଁ ସେକସନ୍ ତଥା ଦେଓଗାଁ ବ୍ଲକ ଅନ୍ତର୍ଗତ ମୁରସିଂ ଗାଁରେ ବନ ମହୋତ୍ସବ ୨୦୨୨ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଫରେଷ୍ଟର ସୁଶିଲ ପୁଟା, ରେଞ୍ଜର, କୁତୁର୍ଲା ନାଏବ ସରପଞ୍ଚ ଜଳନ୍ଧର ଚନ୍ଦନ, ୱାର୍ଡ ମେମ୍ବର ପ୍ରଶାନ୍ତ
Read More...