Daily Archives

ପଶ୍ଚିମ ଓଡିଶାର ଲୋକକଳା ଓ କଳାକାର ଅବହେଳାର ଶୀକାର : ହେମନ୍ତ ପଣ୍ଡା

ମୁଖ୍ୟମନ୍ତ୍ରୀଙ୍କୁ ଭୂଖା ଚଳଚ୍ଚିତ୍ର ଦେଖିବାକୁ ଅନୁରୋଧ କଲେ ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶାର ଲୋକକଳା ସର୍ବଜନ ବିଦିତ । ଲୋକକଳା ଓ ଏହାର ମୌଳିକତାକୁ ବଞ୍ଚାଇ ରଖିବା ପାଇଁ ପଶ୍ଚିମ ଓଡିଶାର ଗ୍ରାମାଞ୍ଚଳରେ କଳାକାର ମାନେ ନିଜ ଜୀବନ ଜଞ୍ଜାଳକୁ ଉତ୍ସର୍ଗ କରି ଜୀବନବ୍ୟାପୀ
Read More...

କଣ୍ଟାମାଲରେ ଏବିଇଓଙ୍କୁ ସମ୍ବର୍ଦ୍ଧନା : ଶତାଧିକ ଶିକ୍ଷକଙ୍କ ଯୋଗଦାନ

କଣ୍ଟାମାଲ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କଣ୍ଟାମାଲ କଲ୍ୟାଣ ମଣ୍ଡପଠାରେ ଏବିଇଓ ଫାଲ୍ଗୁନୀ ମାଝୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଉକ୍ତ ସମ୍ବର୍ଦ୍ଧନା ସଭାରେ ସଂଘର ସଭାପତି ନୀଳାଚଳ ଭୋଇ ଅଧ୍ୟକ୍ଷତା କରିଥିବା
Read More...

ଶହେ ଘଣ୍ଟା ପରେ ଉଠିଲା ବାଳିକାର ମୃତଦେହ, ବଳାତ୍କାର କରିବାକୁ ଉଦ୍ୟମ କରି ହତ୍ୟା କଲା ଅଭିଯୁକ୍ତ

ଡୁଙ୍ଗରପୁର : ପାଞ୍ଚ ଦିନ ପୂର୍ବେ ରାଜସ୍ଥାନର ଆଦିବାସୀ ପ୍ରାଧାନ୍ୟ ଡୁଙ୍ଗରପୁର ଜିଲ୍ଲାରେ ଜଣେ ୧୦ ବର୍ଷର ବାଳିକାକୁ ହତ୍ୟା ପଛର ରହସ୍ୟ ଉନ୍ମୋଚିତ ହୋଇଛି । ଏହି ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ରାତିରେ ଘର ପ୍ରାଙ୍ଗଣରେ ଅନ୍ଧାରରେ ଶୋଇଥିବା କୁନି ଝିଅଟିକୁ ମଦ୍ୟପାନ କରିଥିବା
Read More...

ସାପ କାମୁଡାରେ ଜଣେ ଗୁରୁତର, ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ପୁଟି ଗ୍ରାମର ଯୋଗବନ୍ଧୁ ସାହୁ ନିଜ କ୍ଷେତରେ କାମ କରୁଥିବା ବେଳେ ଏକ ଅଜଣା ସାପ ତାଙ୍କ ହାତରେ କାମୁଡି ଦେଇଥିବା ସେ ଜାଣିବାକୁ ପାଇଥିଲେ । ପରେ ହାତଟି ଫୁଲିବାରେ ଲାଗିଥିଲା ଏହା ପରେ ସେ କର୍ଲାମୁଣ୍ଡା ହସ୍‌ପିଟାଲକୁ ଯାଇ ପ୍ରାଥମିକ
Read More...

ଯୋଖିପାଲି ଗ୍ରାମର ରଥଯାତ୍ରା ଏକ ନିଆରା ପରମ୍ପରା : ଦଶଦିନ ପାଳନ ହୁଏ ରଥଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ! ପ୍ରଭୂ ଜଗନ୍ନାଥଙ୍କ ଲୀଳା ସବୁଠାରୁ ନିଆରା । ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟା ଦିନ ପ୍ରଭୁ ଜଗନ୍ନାଥ ତାଙ୍କ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ଶ୍ରୀଗୁଣ୍ଡିଚାକୁ ରଥରେ ଯାଇଥାନ୍ତି । ପୁରୀ ରଥଯାତ୍ରା
Read More...

ଗାନ୍ଧୀବାଦୀ ନେତା ନାରାୟଣ ଦାସଙ୍କ ସ୍ମୃତିଚାରଣ ସଭା

ଗାନ୍ଧୀବାଦୀ ନାରାୟଣ ଦାସଙ୍କ ବ୍ୟକ୍ତିତ୍ୱ ଅମ୍ଳାନ ଓ ଚିରସ୍ମରଣୀୟ ରାଉରକେଲା, (ସସ୍ମିତା ପ୍ରଧାନ) : ଗାନ୍ଧୀବାଦୀ ନେତା ନାରାୟଣ ଦାସଙ୍କ ବ୍ୟକ୍ତିତ୍ୱ ଅମ୍ଳାନ ଓ ଚିରସ୍ମରଣୀୟ । ଗାନ୍ଧୀ ବିଚାରର ଅନନ୍ୟ ସିପାହୀ ଓ ରାଉରକେଲାର ଶେଷ ଗାନ୍ଧୀବାଦୀ ନେତା ବୋଲି ବକ୍ତାମାନେ ତାଙ୍କ
Read More...

ରାଜନୀତିରେ ପାରିବାରବାଦର ଅନ୍ତ ନିଶ୍ଚିତ, ତେଲେଙ୍ଗାନା-ପଶ୍ଚିମବଙ୍ଗରେ ଖୁବ ଶୀଘ୍ର ବିଜେପି ସରକାର : ଗୃହମନ୍ତ୍ରୀ ଅମିତ…

ହାଇଦ୍ରାବାଦ : ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପାରିବାରବାଦ, ଜାତିବାଦ ଏବଂ ତୁଷ୍ଟିକରଣ ରାଜନୀତି ଉପରେ ଘନଘୋର ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ, ଏଭଳି ରାଜନୀତି ସବୁଠାରୁ ବଡ ପାପ ଏବଂ ଦେଶ ବର୍ଷ ବର୍ଷ ଧରି ଏହା ଭୋଗୁଛି । କିନ୍ତୁ
Read More...

ବ୍ଲକସ୍ତରୀୟ ଏସ୍ ସି ମୋର୍ଚ୍ଚା ସାଂଗଠନିକ ବୈଠକ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅନ୍ତର୍ଗତ ଅତାବିରା ନିର୍ବାଚନ ମଣ୍ଡଳ, ଭେଡେନ ବ୍ଲକ ସଂକିର୍ଡା ମଣ୍ଡଳର ଥୁଆପାଲି ଆମ ହରିଜନପଡାଠାରେ ବିଜେପି ଏସ୍ ସି ମୋର୍ଚ୍ଚାର ସଭାପତି ଗୌର ନାଗଙ୍କ ନେତୃତ୍ୱରେ ବ୍ଲକସ୍ତରୀୟ ଏସ୍ ସି ମୋର୍ଚ୍ଚା ସଭାପତି ତଥା ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ
Read More...

ଅନୁସୂଚିତ ଜାତି ଓ ଜନଜାତି ବ୍ୟକ୍ତିଙ୍କ ପାଇଁ ଆଇନ ପରାମର୍ଶଦାତା ନିଯୁକ୍ତ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅନୁସୂଚିତ ଜାତି ଓ ଜନଜାତି ବ୍ୟକ୍ତିଙ୍କ ପାଇଁ ମାଗଣାରେ ଆଇନ ସହାୟତା ଯୋଗାଇ ଦିଆଯିବା ଲକ୍ଷ୍ୟରେ ଜିଲ୍ଲାରେ ମୋଟ ୩୬ ଜଣ ଆଇନ ପରାମର୍ଶଦାତାଙ୍କୁ ନିଯୁକ୍ତି ଦିଆଯାଇଛି । ଏହି କ୍ରମରେ ଲୋଇସିଂହା ବ୍ଲକ ପାଇଁ
Read More...

ଜୁନିଅର ରେଡକ୍ରସ ତରଫରୁ ବନ ମହୋତ୍ସବ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଡୁଙ୍ଗୁରିପାଲ ବ୍ଲକ ଅନ୍ତର୍ଗତ ମାୟାବର୍ହା ପଂଚାୟତ ଉଚ୍ଚ ବିଦ୍ୟାଳୟର ଜୁନିଅର ରେଡକ୍ରସ ୟୁନିଟ ତରଫରୁ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ କୁମାର ପୂଜାରୀଙ୍କ ସଭାପତିତ୍ୱରେ ପାଳିତ ହୋଇଥିବା କାର୍ଯ୍ୟକ୍ରମରେ
Read More...