Daily Archives

ସରସ୍ଵତୀ ବିଦ୍ୟା ମନ୍ଦିରରେ ଦ୍ଵିତୀୟ ଚରଣ ବୃକ୍ଷ ରୋପଣ ଅବସରରେ ଲାଗିଲା ଶହେ ଚାରା

କୁଚିଣ୍ଡା : ଖଣ୍ଡକଟା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଦ୍ଵିତୀୟ ଚରଣ ବୃକ୍ଷ ରୋପଣ ହୋଇଯାଇଛି । ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଲୀଲୁ ପୃଷେଠ, ଆଚାର୍ଯ୍ୟା ପୁଷ୍ପାଞ୍ଜଳି ପଟେଲଙ୍କ ନେତୃତ୍ୱରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରକୃତି
Read More...

ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ବୃକ୍ଷ ରୋପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଲୋଇସିଂହା ବ୍ଲକ ହରିହର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୋଗୀସୁର୍ଡାଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୭୦ଟି ଚାରା ରୋପଣ କରାଯାଇଥିଲା । ଏଥିରେ ଅବସରପ୍ରାପ୍ତ ଗୋଇନଦା ବିଭାଗ ଏଏସ୍‌ଆଇ
Read More...

ଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ଅଫ ବରଗଡ (ଜାବ) ପକ୍ଷରୁ ଭଟଲି ବ୍ଲକ କୁଲିଆରି ଡ୍ୟାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ଅଫ ବରଗଡ (ଜାବ) ପକ୍ଷରୁ ଭଟଲି ବ୍ଲକ କୁଲିଆରି ଡ୍ୟାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ନୂଆଗଡ କ୍ରୀଡା ସଂସଦ ଓ ସରପଞ୍ଚଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୁଲିଆରି
Read More...

ବରଗଡ଼ ଜିଲ୍ଲାରେ ୬୮ ମିମି ବର୍ଷା ରେକର୍ଡ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଲଗାଣ ବର୍ଷା ଯୋଗୁଁ ବରଗଡ଼ ଜିଲ୍ଲାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଗତକାଲି ରାତିରୁ ଏ ପର୍ଯ୍ୟନ୍ତ ୬୮ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚିତ ଚଳିତ ମାସ ୨୪ ତାରିଖ ସୁଦ୍ଧା ୬୫୦ ମିଲିମିଟର
Read More...

ସ୍ୱାସ୍ଥ୍ୟ ଓ ଆନନ୍ଦ ପାଇଁ ପ୍ରେମ ଓ ସଂହତି ବିଷୟକୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱାସ୍ଥ୍ୟ ଓ ଆନନ୍ଦ ପାଇଁ ପ୍ରେମ ଓ ସଂହତି ବିଷୟ ବସ୍ତୁକୁ ଆଧାର କରି ଚିତ୍ରାଙ୍କନ ପ୍ରତିଯୋଗିତାରେ ସେକ୍ଟର ୫ସ୍ଥିତ ଶ୍ରୀଅରବିନ୍ଦ ସ୍କୁଲଠାରେ ରାଉରକେଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ସ୍କୁଲର ଅଧ୍ୟକ୍ଷ ଗୋଦାବରୀଶ
Read More...

ରାଜବୋଡାସମ୍ବର ସଂଗୀତ ସମିତି ତରଫରୁ ମୁହୁରୀ‌ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ରାମଜୀ ଟାଉନ୍‌ ହଲ‌ଠାରେ ସଂଗୀତ ସମିତି ପଦ୍ମପୁର ଆନୁକୂଲ୍ୟରେ ପ୍ରଥମ ରାଜବୋଡାସମ୍ବର ମୁହୁରୀ‌ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ‌ରେ ବିଭିନ୍ନ ଗ୍ରାମରୁ ଆସିଥିବା ଦଳ ଓ‌ ମୁହୁରୀ‌ ବାଦକାର‌ ଏବଂ ସାଥୀ କଳାକାର ଶହ ଶହ ସଂଖ୍ୟାରେ‌
Read More...

ଯୁବ ହଷ୍ଟେଲ ଓ କେୟାର ହସ୍ପିଟାଲ ତରଫରୁ ନିଃଶୁକ୍ଳ ସ୍ୱାସ୍ଥ୍ୟ ସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଶାଖା ଓ କେୟାର ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଯୁଵ ହଷ୍ଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । କରୋନା ଅନ୍ତରାଳରେ ସ୍ୱାସ୍ଥ୍ୟ ସମ୍ପନ୍ନ ରହିବା ପାଇଁ ସଚେତନତା ସୃଷ୍ଟି କରିବା ଏବଂ ବିଭିନ୍ନ
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୨୯ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୧୦ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ଓୟୁଡବ୍ଲୁଜେ ପକ୍ଷରୁ ରାଜ୍ୟସ୍ତରୀୟ ସାମ୍ବାଦିକ ମହାଧିବେଶନ ଓ ୭ମ ପ୍ଲାନେରୀ ସେସନ୍ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଇଓଡବ୍ଲୁଜେ ସହବନ୍ଧିତ ଓୟୁଡବ୍ଲୁଜେ ପକ୍ଷରୁ ରାଜ୍ୟସ୍ତରୀୟ ସାମ୍ବାଦିକ ମହାଧିବେଶନ ଓ ୭ମ ପ୍ଲାନେରୀ ସେସନ୍ ଗତ ୨୨ ତାରିଖ ଦିନ ଝାରସୁଗୁଡାର ହୋଟେଲ କିଙ୍ଗ୍ ପ୍ୟାଲେସ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ସୁସ୍ଥ ସମାଜ ଗଠନରେ
Read More...

ନୂଆ ଗୁଡେଶିରା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବଞ୍ଜେଁନବାହାଲ ବିଜୟୀ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଅନ୍ତର୍ଗତ ନୂଆ ଗୁଡେଶିରା ପଡିଆଠାରେ ଏକ ଫୁଟବଲ ପ୍ରତଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଚାରୋଟି ଦଳ ରେଙ୍ଗାଲପାଲି, ବଞ୍ଜେଁନବାହାଲ, ବିଶିପାଲି ଓ ଗୁଡେଶିରାମାନେ ଭାଗୀଦାରି ହୋଇଥିଲେ । ଏବଂ ବଞ୍ଜେଁନବାହାଲ ବିଜୟୀ ହୋଇଥିଲେ ।
Read More...