pakka

ଚୀନ୍ ସହିତ ଭାରତର ସମ୍ପର୍କ ଅତ୍ୟନ୍ତ କଷ୍ଟଦାୟକ ପର୍ଯ୍ୟାୟ ଦେଇ ଗତି କରୁଛି : ଏସ୍‌ ଜୟଶଙ୍କର

bbehera

ମ୍ୟୁନିଖ୍‌ (ଜର୍ମାନୀ) : ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଶନିବାର ଦିନ କହିଛନ୍ତି ଯେ, ସୀମା ଚୁକ୍ତିନାମାକୁ ଉଲ୍ଲଂଘନ କରିବା ପରେ ଚୀନ୍ ସହ ଭାରତର ସମ୍ପର୍କ ଅତ୍ୟନ୍ତ କଷ୍ଟସାଧ୍ୟ ପର୍ଯ୍ୟାୟ ଦେଇ ଗତି କରୁଛି । ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ୧୯୭୫ ପରଠାରୁ ୪୫ ବର୍ଷ ଧରି ସୀମାରେ ଶାନ୍ତି ରହିଥିଲା, ସୀମା ପରିଚାଳନା ସ୍ଥିର ରହିଥିଲା, କୌଣସି ସୈନିକଙ୍କ ମୃତ୍ୟୁ ହୋଇନଥିଲା । ବର୍ତ୍ତମାନ ଏହି ସ୍ଥିତି ବଦଳି ଯାଇଛି । ସୀମାରେ ସାମରିକ ବାହିନୀକୁ ନିୟୋଜିତ ନକରିବା ପାଇଁ ଚୀନ୍ ସହିତ ଆମର ଚୁକ୍ତି ହୋଇଥିଲା, କିନ୍ତୁ ଚୀନ୍ ସେହି ଚୁକ୍ତିନାମାକୁ ଖଣ୍ଡନ କରିଛି ।

jay balangir
Leave A Reply

Your email address will not be published.

2 × two =

error: Content is protected !!