Yearly Archives

2021

ଜନ୍ମାଷ୍ଟମୀରେ ରମ୍ଭା ଗାୟତ୍ରୀ ଶକ୍ତିପୀଠ ତରଫରୁ ବୃକ୍ଷ ରୋପଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ହରିଦ୍ୱାରର ଆହ୍ୱାନ କ୍ରମେ ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରତିଷ୍ଠିତ ଗାୟତ୍ରୀ ଶକ୍ତିପୀଠ ରମ୍ଭା ତରଫରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ପରିସର, ଗାୟତ୍ରୀ ଶକ୍ତିପୀଠ ପରିସର ଏବଂ ପ୍ରାଣୀ ଚିକିତ୍ସାଳୟ ପରିସରରେ ଦୁଇ…
Read More...

କୋଭିଡ କଟକଣା ମଧ୍ୟରେ ବରଗଡ଼ରେ ଜନ୍ମାଷ୍ଟମୀ ମହୋତ୍ସବ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କୋଭିଡ କଟକଣା ମଧ୍ୟରେ ବରଗଡ଼ର ବିଭିନ୍ନ ସ୍ଥାନରେ ପବିତ୍ର ଜନ୍ମାଷ୍ଟମୀ ମହୋତ୍ସବ ପାଳିତ ହୋଇଯାଇଛି । ଗୌରପଡା, ଅମ୍ବାପାଲି ସ୍ଥିତ ବେଣୁବାବା ମଠ, କଲେଜ ରୋଡ଼ ରାଧାକୃଷ୍ଣ ମନ୍ଦିର, ହାଟପଦା ରାଧାକୃଷ୍ଣ ମନ୍ଦିର ଠାରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ…
Read More...

ଶିକ୍ଷାବିତ ସୁଦର୍ଶନ ନନ୍ଦଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକର ଚୁଡାପାଲି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ସୁଦର୍ଶନ ନନ୍ଦଙ୍କ ଗତକାଲି ନିଜ ପୈତୃକ ବାସଭବନ ଢୁଲୁଶରରେ ପରଲୋକ ଘଟିଯାଇଛି । ସୂଚନା ମତେ ୧୮ ତାରିଖ ଦିନ ନିମୋନିଆ ଜନିତ ଅସୁସ୍ଥତା ଅନୁଭବ କରି ବରଗଡ ବିକାଶ…
Read More...

ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ୬୦ତମ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ୬୦ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ଭବନଠାରେ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି । ସଂଘର ସଭାପତି ହରିନାରାୟଣ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ ଅବସରରେ ବଲାଙ୍ଗିର ଅତିରିକ୍ତ…
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତା ଅଭିଯୋଗ : ଆମରଣ ଅନଶନରେ ବସିବେ ହିତାଧିକାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୦୨୦ ସୁଦ୍ଧା ଦେଶର ସମସ୍ତ ଗରିବ ଲୋକଙ୍କୁ ପକ୍କାଘର ଯୋଗାଇ ଦେବା ଲକ୍ଷ୍ୟରେ ଗରିବ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ଘର ଯୋଗାଇ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଇକମାଲ ବ୍ଲକରେ ବ୍ୟାପକ ଅନିୟମିତତା…
Read More...

ଟୋକିଓ ପାରାଲିମ୍ପିକ୍ସ ସୁଟିଂରେ ସୁଟର ଅବନୀ ଲେଖରା ଜିତିଲେ ସ୍ୱର୍ଣ୍ଣ

ଟୋକିଓ : ଟୋକିଓ ପାରାଲିମ୍ପିକ୍ସ ସୁଟିଂରେ ସୁଟର ଅବନୀ ଲେଖରା ଜିତିଛନ୍ତି ସ୍ୱର୍ଣ୍ଣ । ସେ ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ମୋଟ୍ ୨୪୯.୬ ପଏଣ୍ଟ ହାସଲ କରିଛନ୍ତି । ଯାହାକି ପାରାଲିମ୍ପିକ୍ସରେ ଏକ ରେକର୍ଡ । ଏଥିସହ ଓ୍ୱାଲର୍ଡ ରେକର୍ଡ ସମକକ୍ଷ ବି ହୋଇଛନ୍ତି ଅବନୀ…
Read More...

୨୪ ଘଣ୍ଟା ମଧ୍ୟରେ ଦେଶରେ ୪୨,୯୦୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ମୃତ୍ୟୁସଂଖ୍ୟା ୩୮୦

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୨,୯୦୯ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୨୭,୩୭,୯୩୯ ଓ ମୃତ୍ୟୁସଂଖ୍ୟା ୪,୩୮,୨୧୦ରେ ପହଞ୍ଚିଛି । ସେହିଭଳି, ଗତ ୨୪…
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୭ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୯୦୧ ଜଣକୁ ବୃଦ୍ଧି ପାଇଛି । କଟକ ଜିଲ୍ଲାରୁ ସର୍ବାଧିକ ୨୦ଜଣ, ଅନୁଗୁଳ ଓ ଜଗତସିଂହପୁର ଜିଲ୍ଲାରୁ ୯ଜଣ ଲେଖାଏଁ,…
Read More...

ଧାରାବାହିକ ‘ଶ୍ରୀମନ୍ଦିର’ରେ ମୁଖ୍ୟ ଭୂମିକାରେ ରହିଛନ୍ତି ବଲାଙ୍ଗିର ମାଟିର ଝିଅ ଜାଗୃତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାର ଗଜପତି ମହରାଜା ଓ କାଞ୍ଚି ରାଜଜମା ପଦ୍ମାବତୀଙ୍କୁ ନେଇ ଆଜି ଠାରୁ ପ୍ରତି ସମୋବାରରୁ ଶୁକ୍ରବାର ରାତି ୯:୩୦ରେ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହେବାକୁ ଯାଉଛି ‘ଶ୍ରୀମନ୍ଦିର’ ଧାରାବାହିକ । ତେବେ ଏହି ‘ଶ୍ରୀମନ୍ଦିର’ ଧାରାବାହିକରେ ମୁଖ୍ୟ ଭୂମିକାରେ…
Read More...

ଛତ୍ରପୁରଠାରେ ଦିନିକିଆ ବନ୍ଧୁତ୍ୱପୂର୍ଣ୍ଣ ହକି ମ୍ୟାଚ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ କ୍ରୀଡା ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ଷ୍ଟାଡିୟମଠାରେ ଆଞ୍ଚଳିକ ହକି ସଂଘ ପକ୍ଷରୁ ଏକ ବନ୍ଧୁତ୍ୱପୂର୍ଣ୍ଣ ହକି ମ୍ୟାଚ୍ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଟୋକିଓ ଅଲମ୍ପିକ୍‌ରେ ଅଂଶ ଗ୍ରହଣ କରି ବ୍ରୋଞ୍ଜ୍ ପଦକ ହାସଲ…
Read More...