pakka

ଧାରାବାହିକ ‘ଶ୍ରୀମନ୍ଦିର’ରେ ମୁଖ୍ୟ ଭୂମିକାରେ ରହିଛନ୍ତି ବଲାଙ୍ଗିର ମାଟିର ଝିଅ ଜାଗୃତି

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାର ଗଜପତି ମହରାଜା ଓ କାଞ୍ଚି ରାଜଜମା ପଦ୍ମାବତୀଙ୍କୁ ନେଇ ଆଜି ଠାରୁ ପ୍ରତି ସମୋବାରରୁ ଶୁକ୍ରବାର ରାତି ୯:୩୦ରେ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହେବାକୁ ଯାଉଛି ‘ଶ୍ରୀମନ୍ଦିର’ ଧାରାବାହିକ । ତେବେ ଏହି ‘ଶ୍ରୀମନ୍ଦିର’ ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ବଲାଙ୍ଗିର ମାଟିିର ସୁମାନଧନ୍ୟ କଣ୍ଠଶିଳ୍ପୀ ଅଶୋକ ରଥଙ୍କ ଝିଅ ଜାଗୃତି ରଥ । ସେ ଏଥିରେ କାଞ୍ଚି ରାଜଜମା ପଦ୍ମାବତୀ ଭୂମିକାରେ ଅଭିନୟ କରୁଥିବା ବେଳେ ଓଡିଶାର ଗଜପତି ମହରାଜା ଭୂମିକାରେ ଅଭିନୟ କରିଛନ୍ତି ଓଡିଶାର ଜଣେ ଆଗଧାଡି ତଥା ଲୋକପ୍ରିୟ ଚେହେରା ବୁଦ୍ଧାଦିତ୍ୟ ମହାନ୍ତି ।

jay balangir
Leave A Reply

Your email address will not be published.

fourteen − 1 =