Browsing Tag

titilagarh news

ଗ୍ଲାମ ଷ୍ଟୁଡିଓ ସାଲୋନ ପକ୍ଷରୁ ମହିଳା ଆତ୍ମନିର୍ଭର କର୍ମଶାଳା ଆୟୋଜିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଦେଶରେ ପ୍ରଚଳିତ ମହାମାରୀ ଯୋଗୁଁ ସମସ୍ତ ବ୍ୟବସାୟିକ କ୍ଷେତ୍ର ପ୍ରଭାବିତ ହୋଇ ଜୀବନ ଜୀବିକାରେ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହି ପରିପ୍ରେକ୍ଷୀରେ ଆଜିକାର ସମାଜରେ ବିଶେଷ ଚାହିଦା ଥିବା ଯୁବତୀ ଓ ମହିଳାଙ୍କ ସୋନ୍ଦର୍ଯ୍ୟକରଣ ତଥା ପ୍ରସାଧନ କଳାକୁ ନେଇ
Read More...

ନିମୁର୍ଲା ଗାଁରେ ଶାନ୍ତି ପ୍ରତିଷ୍ଠା ପାଇଁ ମହାସଭା

ଟିଟିଲାଗଡ଼, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଦିଗଶିରା ପଞ୍ଚାୟତ ଅଧିନସ୍ଥ ନିମୁର୍ଲା ଗାଁରେ ଏକ ପରିବାର ଗୁଣୀ ଗାରେଡି କରି ଗ୍ରାମର ଲୋକଙ୍କୁ ଭୟଭୀତ କରୁଥିବା ନେଇ ଗାଁରେ ଜୁଲାଇ ପହିଲାରୁ ଅଶାନ୍ତିର ବାତାବରଣ ଲାଗି ରହିଥିଲା । ଗ୍ରାମବାସୀ ଏବଂ ବ୍ରଜ ଭୋଇ ପରିବାର
Read More...

ନିର୍ମାଣାଧିନ ପାଇଖାନା ଟାଙ୍କିରେ ଯୁବକଙ୍କ ମୃତ୍ୟୁ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ସହରର ହିନ୍ଦୀ ହାଇସ୍କୁଲ ଛକ ନିକଟରେ ନିର୍ମାଣାଧିନ ପାଇଖାନା ଟାଙ୍କିରେ ପଶି ଶ୍ୱାସରୁଦ୍ଧ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଯୁବକ ଗୁରୁତର ହୋଇ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସୂଚନାମତେ ସ୍ଥାନୀୟ ହିନ୍ଦୀ ହାଇ ସ୍କୁଲ
Read More...

ଟିଟିଲାଗଡ଼-ବେଲଗାଁ ରାସ୍ତାରେ ବାଇକ ଦୁର୍ଘଟଣା ଘଟି ଯୁବକଙ୍କ ମୃତ୍ୟୁ

ଟିଟିଲାଗଡ, ( ଗୌରବ ଦର୍ଜୀ) : ଟିଟିଲାଗଡ ବେଲଗାଁ ରାସ୍ତାରେ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପଞ୍ଚାୟତ ତୁକଲା ଗ୍ରାମର ରାଜେଶ କୁମାର ଦାସ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଯୁବକ ପଡ଼ିଥିବା ଦେଖି ସେହି ରାସ୍ତା ଦେଇ ଯାଉଥିବା ଲୋକେ
Read More...

ଆଡ଼ମିଶନ ଫିି ଛାଡ ଓ ମେଡିକାଲ କଲେଜରେ ୨୨.୫ ପ୍ରତିଶତ ସିଟ ସଂରକ୍ଷଣ ଦାବୀରେ ଜିଲ୍ଲା ଆଦିବାସୀ ସଂଘର ଜରୁରୀକାଳୀନ ବୈଠକ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ସ୍ଥାନୀୟ ଆଦିବାସୀ ଭବନଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ ସଂଘର ବ୍ଲକ ସଭାପତି ପଦ୍ମନ୍ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆଦିବାସୀ ଛାତ୍ରଛାତ୍ରୀ ମାନଂକ +୨ରୁ ଉର୍ଦ୍ଧ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଆଡ଼ମିଶନ
Read More...

‘କୋଶଳ ପ୍ରବାହ’ର ପ୍ରଭାବ : କାଠ ପୋଲ ନିର୍ମାଣ ଘଟଣା, ମନ୍ତ୍ରୀଙ୍କ ସହିତ ବିଭାଗୀୟ ଅଧିକାରୀ ପହଞ୍ଚିଲେ…

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ ବ୍ଲକ ମହୁଳପଡ଼ା ପଞ୍ଚାୟତର କୁଟୁରାକେନ୍ଦ ଗ୍ରାମରେ ପ୍ରଶାସନ ପାଖରୁ ନିରାଶ ହୋଇ ଗ୍ରାମବାସୀ ଶ୍ରମଦାନ କରି ନିର୍ମାଣ କରିଛନ୍ତି ଏକ କାଠ ପୋଲ । ଏହି ଖବର 'କୋଶଳ ପ୍ରବାହ' ସମେତ ବିଭିନ୍ନ ଗଣମାଧ୍ୟମରେ ପ୍ରସାର ହେବା ପରେ ଆଜି ଟିଟିଲାଗଡ଼ ବିଧାୟିକା
Read More...

ଆପାଚି ଗ୍ୟାଙ୍ଗ ପୁଣି ଥରେ ମାତିଲେ : ଲୁଟି ନେଲେ ୨ ଲକ୍ଷ

ଟିଟିଲାଗଡ, (ଗୌରବ ଦର୍ଜୀ) : ଦିନକୁ ଦିନ ଟିଟିଲାଗଡ ସହରରେ ବଢ଼ିବାକୁ ଲାଗିଛି ଲୁଟ୍‌ ଓ ରାହାଜାନୀ । ଦିନ ଦ୍ବିପହରରେ ଲୁଟି ନେଉଛନ୍ତି ଲୁଟେରା ଓ ପୋଲିସ ଆଖିରେ ଧୂଳି ଦେଇ ଫେରାର ମାରୁଛନ୍ତି । ଗତ ଚାରି ଦିନ ମଧ୍ୟରେ ଆଜି ଦ୍ଵିତୀୟ ଥର ଲୁଟ୍‌ ହୋଇଛି ଟିଟିଲାଗଡ ସହରରେ । ଆଜି ଠିକାଦାରପଡ଼ା
Read More...

ରୁଷା ଦେଲା ଅନୁଦାନ, ରାଜ୍ୟ ସରକାର ସାଉଁଟିଲେ ପ୍ରଶଂସା : ଅଭିଯୋଗ ଆଣିଲା ବିଜେପି

ସୂଚନା ଫଳକରେ ସାଂସଦଙ୍କ ନାମ ନଥିବାରୁ ଅସନ୍ତୋଷ ପ୍ରକାଶ କଲା ଯୁବ ମୋର୍ଚ୍ଚା ଟିଟିଲାଗଡ଼, (ଗୌରବ ଦର୍ଜୀ) : କେନ୍ଦ୍ର ସରକାର ବିଭିନ୍ନ ଯୋଜନା ଅନୁଯାୟୀ ରାଜ୍ୟ ସରକାରଙ୍କୁ ଅନୁଦାନ ଯୋଗାଇ ଦେଉଛନ୍ତି । ଲୋକମାନଙ୍କର ସର୍ବନିମ୍ନ ମୌଳିକ ସମସ୍ୟା ହେଉ ବା ସ୍ୱାସ୍ଥ୍ୟ କି ଗମନା ଗମନ ପାଇଁ
Read More...

ଟ୍ରିକଲ୍ ଆପ୍ ଏବଂ ନିଧି ଦ୍ଵାରା ସ୍ମାର୍ଟ୍ ସଖୀଙ୍କ କ୍ଷମତା ବର୍ଦ୍ଧନ କର୍ମଶାଳାର ଆୟୋଜନ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଅଗ୍ରଣୀ ସ୍ୱେଚ୍ଛସେବୀ ସଂଗଠନ ନିଧି ଏବଂ ଟ୍ରିକଲ ଅପ୍ ଦ୍ଵାରା ଲେବଡା ପଞ୍ଚାୟତ ଭବନରେ ମୁରିବାହଲ୍ ବ୍ଲକରେ ବିଭିନ୍ନ ପଞ୍ଚାୟତ ଏମ୍‌ ପାୱାର ପ୍ରକଳ୍ପରେ କାମ କରୁଥିବା ସ୍ମାର୍ଟ୍ ସଖୀ ମାନଙ୍କୁ ଜୈବିକ କୃଷି, ପଶୁ ପାଳନ ଏବଂ କ୍ଷୁଦ୍ର ବ୍ୟବସାୟ ଉପରେ କ୍ଷମତା
Read More...

ସାଉଣ୍ଡ ଓ ଲାଇଟ ଆସୋସିଏସନ ତରଫରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର

ଟିଟିଲାଗଡ, (ଗୌରବ ଦର୍ଜୀ) : ସାଉଣ୍ଡ ଓ ଲାଇଟ ଆସୋସିଏସନର ସମସ୍ତ କାର୍ଯ୍ୟକର୍ତା ମାନେ ଆକାରରେ ଟିଟିଲାଗଡ ଉପଜିଲ୍ଲାପାଳଙ୍କୁ ଜଣାଇଛନ୍ତି ଯେ, ବିଗତ ବର୍ଷ ୨୦୨୦ ମାର୍ଚ୍ଚ ମାସଠାରୁ ଆଜି ପର୍ଯ୍ୟନ୍ତ ସାରା ବିଶ୍ୱରେ ମହାମାରୀ ହୋଇଥିବା ଯୋଗୁଁ ସରକାରଙ୍କ (ଉଙଠଓଊ - ୧୯) ସମସ୍ତ ନିୟମ ମାନି ଆମ
Read More...