Browsing Tag

rourakela news

ଖଡ୍ଗ ଭବନର ସୌନ୍ଦର୍ଯ୍ୟିକରଣ ପାଇଁ ବିଧାୟକଙ୍କ ପ୍ରତିଶୃତି

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୩ ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା, ଇସ୍ପାତ ନଗର କମିଟି ଆନୁକୂଲ୍ୟରେ ମହାସଭା ପରିସରରେ ଆୟୋଜିତ ଖଡ୍ଗ ପୂଜା ସଂନ୍ଧ୍ୟା ଆରତୀ ସମୟରେ ରଘୁନାଥପାଲିର ବିଧାୟକ ସୁବ୍ରତ ତରାଇ ଉପସ୍ଥିତ ରହି ପୁଜାର୍ଚ୍ଚନା କରିଥିଲେ । ମହାସଭାର ଉପଦେଷ୍ଟା…
Read More...

ଇସ୍ପାତ କଳା ପରିଷଦର ୪୪ତମ ବାର୍ଷିକୋତ୍ସବ ସଂପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଇସ୍ପାତ କଳା ପରିଷଦର ୪୪ତମ ବାର୍ଷିକୋତ୍ସବ ସଂପନ୍ନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିନ ସେକ୍ଟର ୨୦ସ୍ଥିତ ରାଉରକେଲା କ୍ଲବଠାରେ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର…
Read More...

ମିନାକ୍ଷୀ ଧରଙ୍କ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ

ମିନାକ୍ଷୀ ଥିଲେ ମହିଳା ସଶକ୍ତିକରଣର ପ୍ରତୀକ : ସୌମ୍ୟରଂଜନ ରାଉରକେଲା, (କେପିଏନ୍‌ଏସ୍‌) : ମିନାକ୍ଷୀ ଧର ଫାଉଣ୍ଡେସନ ଓ ୱାଇଏମ୍‌ଏଫ୍‌ଆଇର ମିଳିତ ଆନୁକୂଲ୍ୟରେ ସ୍ୱର୍ଗତା ମିନାକ୍ଷୀଙ୍କ ପ୍ରଥମ ସ୍ମୃତିଚାରଣ ସଭା ସ୍ଥାନୀୟ ସିଭିକ ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର…
Read More...

ଓଡିଶା ଅବସରପ୍ରାପ୍ତ ଆରକ୍ଷୀ ପଦାଧିକାରୀ କଲ୍ୟାଣ ସମିତି ତରଫରୁ ଡଃ ସୁମନ ଦତ୍ତ ସମ୍ବର୍ଦ୍ଧିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭୁବନେଶ୍ୱର କମିଶନରଙ୍କ ସମ୍ମିଳନୀ କକ୍ଷରେ ଓଡିଶା ଅବସରପ୍ରାପ୍ତ ଆରକ୍ଷୀ ପଦାଧିକାରୀ କଲ୍ୟାଣ ସମିତିର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଓଡିଶା ପୋଲିସର ମହାନିର୍ଦେଶକ ସୁନୀଲ କୁମାର ବଂଶଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଶା ପୋଲିସର ମହନୀୟତା ଏବଂ…
Read More...

ସାହିତ୍ୟ ଘର ସହରର ଚରିତ୍ର ସହ ସଂପର୍କର ସେତୁ

ଅନୁଭବ ନଥିଲେ ସାହିତ୍ୟ ଲେଖା ହୋଇପାରିବ ନାହିଁ : ସୌମ୍ୟରଂଜନ ରାଉରକେଲା, (ସସ୍ମିତା ପ୍ରଧାନ) : ଅନୁଭବ ନଥିଲେ ସାହିତ୍ୟ ଲେଖା ହୋଇପାରିବ ନାହିଁ । ସମ୍ବାଦ ସାହିତ୍ୟ ଘର ସହରର ଚରିତ୍ର ସହ ସଂପର୍କର ସେତୁ ରୂପେ କାର୍ଯ୍ୟ କରୁଛି ବୋଲି ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି । ସମ୍ବାଦ…
Read More...

ଗୋପବନ୍ଧୁପାଲିରେ କପଡା ବଣ୍ଟନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଲ ଇଣ୍ଡିଆ କପଡା ବ୍ୟାଙ୍କ, ରାଉରକେଲା ଶାଖା ତରଫରୁ ୩୩ ନମ୍ବର ୱାର୍ଡ ଗୋପବନ୍ଧୁପାଲିର ଲୋହରପଡାଠାରେ କପଡା ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା । କପଡା ବ୍ୟାଙ୍କର ସଭାପତି ସରିତା ସିଂହଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ତଥା…
Read More...

ସମାଜସେବୀଙ୍କୁ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଅଂଚଳର ଜଣାଶୁଣା ସମାଜସେବୀ ବେନଡିକ ଲାକ୍ରା ଓ ଆଲେକ୍ସିଆ ମାଝୀଙ୍କ ପ୍ରଥମ ସ୍ମୃତିଚାରଣ ସଭା ହମିରପୁରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ହମିରପୁର ଉନ୍ନୟନ ପରିଷଦର ସଭାପତି ଡଃ ସୁମନ ଦତ୍ତଙ୍କ ଆବାହକତ୍ୱରେ ଆୟୋଜିତ ଏହି ଶୋକସଭାରେ…
Read More...

ୱାଇଏମ୍‌ଏଫ୍‌ଆଇ ଓ ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ‘ସ୍ମୃତିରେ ସ୍ମୃତିରେ’ କାର୍ଯ୍ୟକ୍ରମ ଆସନ୍ତା ୨୧ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ତଥା ଓଡିଶାର ଜଣାଶୁଣା ଉଦ୍‌ଘୋଷିକା, କଣ୍ଠଶିଳ୍ପୀ, ସଂଗଠିକା ତଥା ସମାଜସେବୀ ସ୍ୱର୍ଗତା ମିନାକ୍ଷୀ ଧରଙ୍କ ପ୍ରଥମ ତିରୋଧନ ଦିବସ ଉପଲକ୍ଷେ ଆସନ୍ତା ୨୧ ତାରିଖ ଦିନ ସଂଧ୍ୟା ୬ ଘଟିକା ସମୟରେ ଏକ ସାମୁହିକ ଶ୍ରଦ୍ଧାଞ୍ଜଳି ସଭା 'ସ୍ମୃତିରେ…
Read More...

୪ ଡକାୟତ ଗିରଫ : ବନ୍ଧୁକ ଓ ବୋମା ଜବତ

ରାଉରକେଲା, (ସସ୍ମିତା ପ୍ରଧାନ) : ୪ ଜଣ ଡକାୟତଙ୍କୁ ରାଉରକେଲା ପ୍ଲାଣ୍ଟ ସାଇଡ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣା ସ୍ଥଳରୁ ଦୁଇଜଣ ଫେରାର ହୋଇଯାଇଥିବା ଖବର ମିଳିଛି । ଗିରଫ ୪ ଡକାୟତଙ୍କଠାରୁ ଗୋଟିଏ କାର, ୪ ଦେଶୀ ପିସ୍ତଲ ଓ ଦୁଇ ଦେଶୀ ବୋମା ପୋଲିସ ଜବତ କରିଛି । ଏଥିସହ…
Read More...

ବିମଳାଗଡ-ତାଳଚେର ରେଳପଥ ଶୁଣାଣି ଆସନ୍ତା ଅଗଷ୍ଟ ୮ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସଚେତନ ନାଗରିକ ମଞ୍ଚ ତରଫରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ବିମଳାଗଡ ତାଳଚେର ରେଳପଥକୁ ଯଥା ଶୀଘ୍ର ପୂର୍ଣ୍ଣାଙ୍ଗ କରାଯିବା ପାଇଁ ଦିଆଯାଇଥିବା ଜନସ୍ୱାର୍ଥ ମାମଲାର ଶେଷ ଶୁଣାଣି ଆସନ୍ତା ଅଗଷ୍ଟ ମାସ ୮ତାରିଖକୁ ଧାର୍ଯ୍ୟ କରାଯାଇଛି ବୋଲି ମଂଚର…
Read More...