Browsing Tag

rourakela news

ଶିକ୍ଷୟିତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୬ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ 'କ'ର ପ୍ରଧାନ ଶିକ୍ଷୟିତ୍ରୀ କବିତା ପତିଙ୍କ ଅଧ୍ୟକ୍ଷତାରେ ଶିକ୍ଷୟିତ୍ରୀ ଲୀଳାବତୀ ଚୌଧୁରୀଙ୍କ ଅବସର ଉଦ୍ଦେଶ୍ୟରେ ଏକ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଯାଇଛି । ଆର୍‌ପିଏଲ୍ କ୍ଲଷ୍ଟରର ସିଆର୍‌ସିସି ଦୀପକ…
Read More...

ସହରରେ ଲଜ୍ଜ୍ୟା : ବୃଦ୍ଧା ମହିଳାଙ୍କୁ ବଳାତ୍କାର କଲା ଯୁବକ, ଥାନାରେ ଅଭିଯୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ମହାନଗର ରାଉରକେଲାରେ ପୁଣି ଲଜ୍ଜାର ଘଟଣା । ପ୍ଲାଣ୍ଟ ସାଇଟ୍ ଥାନା ଅନ୍ତର୍ଗତ ଗୋପବନ୍ଧୁପଲ୍ଲୀ ବସ୍ତି ଅଞ୍ଚଳରେ ନିଜ ଘରେ ଏକା ଥିବା ବେଳେ ବୃଦ୍ଧାଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ଆସିଛି ପ୍ଲାଣ୍ଟ ସାଇଟ ଥାନାକୁ । ପୋଲିସ ବୃଦ୍ଧା ମହିଳାଙ୍କୁ ଉଦ୍ଧାର…
Read More...

ଗରିମା ରଜର ରାଜକୁମାରୀ ଆସନ୍ତା ଜୁନ୍ ୧୬ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସାଂସ୍କୃତିକ ପରିଷଦ, ଗରିମା ରଜର ରାଜକୁମାରୀ ଆସନ୍ତା ଜୁନ୍ ୧୬ତାରିଖ ଶେଷ ରଜ ଦିନ ଇସ୍ପାତ ମାର୍କେଟ ସ୍ଥିତ ସରୋବର କୋର୍ଟରେ ହେବ ବୋଲି ଜଣାପଡ଼ିଛି । ଏ ନେଇ ସରୋବର କୋର୍ଟରେ ଆୟୋଜିତ ଏକ ପ୍ରସ୍ତୁତି ବୈଠକରେ ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ କୟାଲ,…
Read More...

କାଳାନ୍ତର କାବ୍ୟପୁରୁଷ ସଚ୍ଚି ରାଉତରାୟଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କାଳାନ୍ତର କାବ୍ୟପୁରୁଷ ସଚ୍ଚି ରାଉତରାୟଙ୍କ ଜୟନ୍ତୀ କଲଚରାଲ ଏକାଡେମୀଠାରେ ପାଳିତ ହୋଇଯାଇଛି । ମଂଚର ସଭାପତି ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ୱ ଓ ସାଧାରଣ…
Read More...

ଅନ୍ୱେଷାର ସାମୁହିକ ଜନ୍ମ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅନ୍ୱେଷା ଓ ହାପି ମୋମେନ୍ଟସ୍ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ୭୭ତମ ସାମୁହିକ ଜନ୍ମ ଦିବସ ଜଗଦା ସ୍ଥିତ ମାନବ ସେବା ସଦନଠାରେ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତା ଓ ଅନ୍ୱେଷାର ସାଧାରଣ ସଂପାଦିକା…
Read More...

ସମ୍ବାଦ ସାହିତ୍ୟ ଘର, ରାଉରକେଲାର ୨୦୨୨ -୨୦୨୪ ପାଇଁ କର୍ମକର୍ତ୍ତା ଚୟନ

ରାଉରକେଲା, (ସସ୍ମିତା ପ୍ରଧାନ) : ସମ୍ବାଦ ସାହିତ୍ୟଘର, ରାଉରକେଲାର ଆଗାମୀ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଓ କର୍ମକର୍ତ୍ତା ଚୟନ କୋଏଲନଗର ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । ଆଲୋକ ରଂଜନ ମଲ୍ଲିକଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ପ୍ରଶାନ୍ତ ଦାସଙ୍କ ଆବାହକତ୍ୱରେ…
Read More...

କବି ବିଶ୍ୱନାଥ ବଳଙ୍କ ‘ଭେଜା ଭେଜାଲ କରନା’ ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବାମବାଦୀ ଦର୍ଶନରେ ବିଶ୍ୱସ ରଖିଥିବା କବି ବିଶ୍ୱନାଥ ବଳଙ୍କ ତୃତୀୟ କବିତା ସଂକଳନ 'ଭେଜା ଭେଜାଲ କରନା' ସେକ୍ଟର ୫ କଲଚରାଲ ଏକାଡେମୀଠାରେ ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରମିକ ନେତା ସତ୍ୟପ୍ରୀୟ ମହାନ୍ତି ସଭାପତିତ୍ୱ କରିଥିବା ବେଳେ…
Read More...

ମୋଗଲ ଅତ୍ୟାଚାରର ଶିକାର ହୋଇଥିବା ମନ୍ଦିର ଗୁଡିକର ପୁନଃରୁଦ୍ଧାର ହେଉ – କୁସୁମ

ରାଉରକେଲା, (ସସ୍ମିତା ପ୍ରଧାନ) : କାଶୀର ଜ୍ଞାନବାପୀ ମସଜିଦ ତଳେ ଏକ ମନ୍ଦିର ଥିବା ଦାବୀକୁ ନେଇ ଏବେ ବିବାଦ ଚାଲିଥିବା ବେଳେ ସେଇ ବିବାଦ ନିଆଁରେ ଘିଅ ଢ଼ାଲିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା ଶାନ୍ତନୁ କୁସୁମ । ଭିଏଚ୍‌ପି ନେତା ଶ୍ରୀ କୁସୁମ ମୋଗଲ ଶାସକମାନଙ୍କ ଅତ୍ୟାଚାରର…
Read More...

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ପାଠାଗାରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରାଙ୍କ ସଭପତିତ୍ୱ ଓ ସାଧାରଣ ସଂପାଦକ ବିକ୍ରମ ଚନ୍ଦ୍ର…
Read More...

ଦାବୀ ହାସଲ ପାଇଁ ଐକ୍ୟବଦ୍ଧ ସଂଗ୍ରାମର ଆବଶ୍ୟକତା ରହିଛି : ବିଷ୍ଣୁ ମହାନ୍ତି

ରାଉରକେଲା, (ସସ୍ମିତା ପ୍ରଧାନ) : ଦାବୀ ହାସଲ ପାଇଁ ଐକ୍ୟବଦ୍ଧ ସଂଗ୍ରାମର ଆବଶ୍ୟକତା ରହିଛି । ହକର ମାନେ ସମ୍ମାନର ଅଧିକାରୀ । ଖବରକାଗଜ ଓ ପାଠକଙ୍କ ମଧ୍ୟରେ ହକର ଭାଇ ସେତୁ ସଦୃଶ୍ୟ ବୋଲି ଆନ୍ତର୍ଜାତୀୟ ହକର ଦିବସ ପାଳନ ଅବସରରେ ଅତିଥିମାନେ ମତ ପ୍ରକାଶ କରିଥିଲେ । ସେକ୍ଟର ୧୬ ଶ୍ରମିକ…
Read More...