Browsing Tag

rourakela news

୧୯୮ ବୋତଲ ମଦ ଜବତ ସହ ଜଣେ ଗିରଫ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଥାନା ଅନ୍ତର୍ଗତ ଗଜପତି ମାର୍କେଟର ବି-୨୭୨ ନମ୍ବର ଦୋକାନରୁ ବେଆଇନ ଭାବେ ଗଚ୍ଛିତ ଥିବା ୧୯୮ଟି ବିଭିନ୍ନ ବ୍ରାଣ୍ଡର ମଦକୁ ସେକ୍ଟର ୧୯ଥାନା ପକ୍ଷରୁ ଜବତ କରାଯାଇଛି । ଥାନାଧିକାରୀ ମାନସ ସ୍ବାଇଁଙ୍କ ନିର୍ଦ୍ଦେଶରେ ସବ ଇନ୍ସପେକ୍ଟର ରଞ୍ଜିତ କୁଲୁ…
Read More...

ଗ୍ରୀଷ୍ମକାଳୀନ କରାଟେ ଶିବିର ଉଦ୍‌ଯାପିତ ଓ ପ୍ରମାଣ ପତ୍ର ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ସିତୋ-ରିଓ କରାଟେ ଡୋ ଆସୋସିଏସନ୍ ତରଫରୁ ଗତ ମେ ମାସ ୨୦ତାରିଖରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଗ୍ରୀଷ୍ମକାଳୀନ ଶିବିର ଉଦ୍‌ଯାପିତ ହୋଇ ଏଥିରେ ପ୍ରଶିକ୍ଷଣ ଲାଭ କରିଥିବା ଶିକ୍ଷାର୍ଥୀଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା । ସେକ୍ଟର ୧୮…
Read More...

ସୁନ୍ଦରଗଡ ଜିଲ୍ଲା ଲେଖକ ସାମୁଖ୍ୟ ରାଉରକେଲାର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ମଧୁସୂଦନ ପାଠାଗାରଠାରେ ସୁନ୍ଦରଗଡ ଜିଲ୍ଲା ଲେଖକ ସାମୁଖ୍ୟ ରାଉରକେଲାର ମାସିକ ସାହିତ୍ୟ ଆସର, ଶିଶୁ ସାହିତ୍ୟ ଆଲୋଚନା ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲେଖକ ସାମୁଖ୍ୟର ସଭାପତି ଅଭୟ କୁମାର ଦାସଙ୍କ ସଭାପତିତ୍ୱ ଓ…
Read More...

କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ପାଳିତ

ସମଗ୍ର ଭାରତ ବର୍ଷରେ କବିସମ୍ରାଟଙ୍କ କେହି ତୁଳନୀୟ ନୁହଁନ୍ତି : ଡ. ଷଡଙ୍ଗୀ ରାଉରକେଲା, (ସସ୍ମିତା ପ୍ରଧାନ) : ବୈଦେହୀଶ ବିଳାସ ନୈତିକ ସାମାଜିକ ଓ ପାରିବାରିକ ମୂଲ୍ୟବୋଧର ଆଦର୍ଶ ରତ୍ନାକର । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଯେପରି ରାମସୀତାଙ୍କ ଆଦର୍ଶ ଦାମ୍ପତ୍ୟ ଜୀବନ ବର୍ଣ୍ଣନା…
Read More...

କମ୍ରେଡ ବନମାଳୀ ଧୁପାଳଙ୍କ ପ୍ରଥମ ସ୍ମୃତିଚାରଣ ସଭା

ଖଟିଖିଆ ଓ ମେହନତୀ ଶ୍ରମିକଙ୍କ ସ୍ୱର ଥିଲେ କମ୍ରେଡ ବନମାଳୀ ରାଉରକେଲା, (ସସ୍ମିତା ପ୍ରଧାନ) : ଖଟିଖିଆ ଓ ମେହନତୀ ଶ୍ରମିକଙ୍କ ସ୍ୱର ଥିଲେ କମ୍ରେଡ ବନମାଳୀ ଧୁପାଳ । ସେ ଥିଲେ ସେମାନଙ୍କର ତ୍ରାଣକର୍ତା । ସେ ଶ୍ରମିକଙ୍କ ପ୍ରତ୍ୟେକ ସମସ୍ୟା ସହ ଅଙ୍ଗାଅଙ୍ଗୀ ଭାବେ ଜଡିତ ଥିଲେ ବୋଲି…
Read More...

ବଜାର ଜରିଆରେ ସମୃଦ୍ଧି ସୃଷ୍ଟି ସଂପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତ ପ୍ରଧାନ) : ଭାରତର ସ୍ଵାଧୀନତା ୭୫ବର୍ଷ ଆଜାଦ କି ଅମୃତ ମହୋତ୍ସବ ସମ୍ମିଳନୀ ପାଳନ ଅବସରରେ ବଜାର ଜରିଆରେ ସମୃଦ୍ଧି ସୃଷ୍ଟି ସଂପର୍କରେ ଆଲୋଚନାଚକ୍ର ଏନ୍‌ଆଇଟି ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ନିବେଶ ଏବଂ ସର୍ବସାଧାରଣଙ୍କ ସଂପତ୍ତିର…
Read More...

କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ଆସନ୍ତା ୧୨ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଆଦର୍ଶ ପାଠାଗାର ଓ ଭଞ୍ଜ ସାଂସ୍କୃତିକ ନ୍ୟାସର ମିଳିତ ଆନୁକୂଲ୍ୟରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ଆସନ୍ତା ୧୨ ତାରିଖ ରବିବାର ଦିନ ସାଢେ ୧୦ଟା ବେଳେ ଭଞ୍ଜଭବନ ସ୍ଥିତ ଭଞ୍ଜ ପ୍ରେକ୍ଷାଳୟରେ ପାଳନ…
Read More...

ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲରେ ବିଶ୍ୱ ପରିବେଶ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ଜଳଧର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ରା ବ୍ଲକ ସହ ଶିକ୍ଷାଧିକାରୀ ସତ୍ୟଭାମା ବେହେରା ମୁଖ୍ୟଅତିଥି,…
Read More...

ଯୁବ ହଷ୍ଟେଲସର ବିଶ୍ୱ ପରିବେଶ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଯୁବ ହଷ୍ଟେଲସ ରାଉରକେଲା ଶାଖା ଆନୁକୂଲ୍ୟରେ ତଥା ଭାରତ ସ୍କାଉଟ ଓ ଗାଇଡ ରାଉରକେଲା ଜିଲ୍ଲାର ସହଯୋଗରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଏକ ସାମୁହିକ ପଦଯାତ୍ରା ଆମ୍ବାଗାନ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ…
Read More...

ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଯୁବକବି ଅଶୋକ କୁମାର ରାଉତ ସମ୍ବର୍ଦ୍ଧିତ

ରାଉରକେଲା, (ସସ୍ମିତା ପ୍ରଧାନ) : 'ସ୍ୱାଧୀନତାର ଅମୃତ ମହୋତ୍ସବ' ଅବସରରେ ରାଜଭବନର ଅଭିଷେକ ହଲରେ କବିତାପାଠ ମହାସମାରୋହରେ ଆୟୋଜିତ ହୋଇଯାଇଛି । ଏହି ସମାରୋହରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡଃ ହୃଷୀକେଶ ମଲ୍ଲିକ ଯୋଗ ଦେଇ…
Read More...