Browsing Tag

rourakela news

ଅର୍ବାନ ବ୍ୟାଙ୍କ ନିର୍ବାଚନରେ ମାଠିଆ ବିଜୟୀ ନଡିଆ ଗଛ ଧରାଶାୟୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଅର୍ବାନ ବ୍ୟାଙ୍କ ନିର୍ବାଚନରେ ମାଠିଆ ଚିହ୍ନ ନଡିଆ ଗଛ ଚିହ୍ନକୁ ୧୩ -୨ରେ ହରାଇ ଦେଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲିପ ରାୟଙ୍କ ରାଜେଶ ମହାପାତ୍ର ପ୍ୟାନେଲର ମାଠିଆ ଚିହ୍ନରେ ୧୩ଜଣ ନିର୍ଦ୍ଦେଶକ ପଦ ହାତେଇ ଥିବା ବେଳେ ବିଧାୟକ ସାରଦା ପ୍ରସାଦ…
Read More...

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନାରାୟଣ ଦାସଙ୍କର ପରଲୋକ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ନାରାୟଣ ଦାସଙ୍କର ଗତକାଲି ଭୁବନେଶ୍ୱରରେ ପରଲୋକ ହୋଇଯାଇଛି । ରାଉରକେଲାର ନିବାସୀ ତଥା ଭୁବନେଶ୍ୱରରେ ଚିକିତ୍ସତ ହେଉଥିଲେ ସେ । ତାଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ…
Read More...

ସ୍ପନ୍ଦନ ଆୟୋଜିତ ସର୍ବଭାରତୀୟ ଆଦିବାସୀ ଥିଏଟର ଓ ନୃତ୍ୟ ମହୋତ୍ସବ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ସ୍ପନ୍ଦନ ଆୟୋଜିତ ଷଷ୍ଠ ସର୍ବ ଭାରତୀୟ ଆଦିବାସୀ ଥିଏଟର ଓ ନୃତ୍ୟ ମହୋତ୍ସବ ସିଭିକ ସେଣ୍ଟରଠାରେ ଉଦ୍‌ଘାଟିତ ହୋଇଯାଇଛି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବକୁ ମୁଖ୍ୟ ଅତିଥି…
Read More...

କଳିଙ୍ଗ କଳା ପରିଷଦ ତରଫରୁ ନାଟକ ‘ହାଇୱେ କୀଳା’ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଅଗ୍ରଣୀ ନାଟ୍ୟାନୁଷ୍ଠାନ କଳିଙ୍ଗ କଳା ପରିଷଦର ମନୋରଞ୍ଜନ ଧର୍ମୀ ନାଟକ ହାଇୱେ କୀଳା ପରିଷଦର ମୁକ୍ତ ମଂଚରେ ମଞ୍ଚସ୍ଥ ହୋଇଯାଇଛି । ଉମାକାନ୍ତ ବିଶୋଇଙ୍କ ପରିକଳ୍ପିତ ନାଟ୍ୟକାର ପ୍ରାଧ୍ୟାପକ ଡଃ ସଂଜୟ ହାତୀଙ୍କ ରଚିତ ତଥା ଉମାଶଙ୍କର ପଣ୍ଡା…
Read More...

ଗରିମା ପାଳିଲା ରଜ ମହୋତ୍ସବ ୨୦୨୨ ଓ ଗରିମା ରାଜକୁମାରୀ

ସଂଘମିତ୍ରା ହେଲେ ଗରିମା ରାଜକୁମାରୀ ଓ ତନୁଶ୍ରୀ ପ୍ରଥମ ରନର୍ସ ଅପ୍‌ ରାଉରକେଲା, (ସସ୍ମିତା ପ୍ରଡଧାନ) : ଉତ୍କଳ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଗରିମା ରାଜକୁମାରୀ ୨୦୨୨ ମହା ଆନନ୍ଦ ଉଲ୍ଲାସରେ ସେକ୍ଟର ୨ ସେହେନାଇ ମଣ୍ଡପଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ…
Read More...

ଅର୍ବାନ ବ୍ୟାଙ୍କ ନିର୍ବାଚନରେ ମିଳିତ ମଂଚର ପଲ୍ଲାଭାରୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଉ ମାତ୍ର ଦୁଇଟା ଦିନପରେ ରାଉରକେଲା ଅର୍ବାନ ବ୍ୟାଙ୍କ ନିର୍ବାଚନ । ଏହି ନିର୍ବାଚନରେ ବିଜେଡି ବିଭକ୍ତ ହୋଇଥିବା ବେଳେ ମିଳିତ ମଂଚ ପ୍ୟାନେଲର ପଲ୍ଲା ଭାରି ଥିବା ଆକଳନ କରାଯାଇଛି । ନିର୍ବାଚନ ପ୍ରକ୍ରିୟାରେ ଗୋଟିଏ ପ୍ୟାନେଲରେ ଆଦିତ୍ୟ ମହାପାତ୍ର ସଭାପତି…
Read More...

ଇସ୍ପାତ ଫିଟନେସ୍‌ ପାଥ୍‌ରେ ରଜ ଉତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଦାନ) : ସେକ୍ଟର ୧୯ସ୍ଥିତ ଇସ୍ପାତ ଫିଟ୍‌ନେସ୍‌ ପାଥ୍‌ଠାରେ ଇସ୍ପାତ ଫିଟ୍‌ନେସ୍‌ ଏଲାଇଟ୍‌ ଗୃପ୍‌ ତରଫରୁ ରଜ ମହୋତ୍ସବ ପାଳନ କରାଯାଇଛି । ଏଲାଇଟ୍‌ ଗୃପର ବରିଷ୍ଠ ସଦସ୍ୟ ଡଃ ସୁମନ ଦତ୍ତଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯକ୍ରମରେ ରାଉରକେଲା ଇସ୍ପାତ କାରଖାନାର…
Read More...

ସମ୍ବାଦ ସାହିତ୍ୟ ଘର ରାଉରକେଲା ତରଫରୁ ଶ୍ରଦ୍ଧାଠାରେ ରଜ ମହୋତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସମ୍ବାଦ ସାହିତ୍ୟ ଘର ରାଉରକେଲା ତରଫରୁ ସେକ୍ଟର ୧୬ ସ୍ଥିତ ସାମାଜିକ ଅନୁଷ୍ଠାନ ଶ୍ରଦ୍ଧାଠାରେ ରଜ ମହୋତ୍ସବ ପାଳନ କରାଯାଉଛି । ସାହିତ୍ୟ ଘର କେବଳ ସାହିତ୍ୟ ଭିତରେ ସିମୀତ ନରହି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରି ନିଜ ସାମାଜିକ ପ୍ରତିବଦ୍ଧତାର ପରିଚୟ…
Read More...

କର୍ମଚାରୀ ରାଜ୍ୟ ବୀମା ନିଗମର ପଶ୍ଚିମ ଓଡ଼ିଶା ଓ ଇଏସ୍‌ଆଇସି ମଡେଲ୍ ହସପିଟାଲ, ରାଉରକେଲା ପ୍ରତି ଉଦ୍ଦେଶ୍ୟମୂଳକ…

ରାଉରକେଲା, (ସସ୍ମିତା ପ୍ରଧାନ) : ହିନ୍ଦ୍ ମଜଦୂର ସଭା ସହବନ୍ଧିତ ସୁନ୍ଦରଗଡ ଜିଲ୍ଲା ଶିଳ୍ପାଞ୍ଚଳ ଶ୍ରମିକ ସଭା ଆୟୋଜନ କ୍ରମେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କାରଣ ଗତ ୧୯ ବର୍ଷ ପୂର୍ବେ ଅର୍ଥାତ୍ ତା ୧.୫.୨୦୦୩ ମସିହାରେ ସାରା ଦେଶରେ ଇଏସ୍‌ଆଇସି ମଡେଲ୍ ହସପିଟାଲ ସମସ୍ତ…
Read More...

ଲାଠିକଟା ବ୍ଲକ ପାଇଁ ଫିଲ୍ଡ ଏକଜ୍ୟୁକିଟିଭଙ୍କ ନିଯୁକ୍ତି ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଲାଠିକଟା ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ଜନ ସାଧାରଣଙ୍କୁ ସେବା ଯୋଗାଇ ଦେବା ପାଇଁ ଫିଲ୍ଡ ଏକ୍‌ଜିକ୍ୟୁଟିଭଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଏସ୍‌ସି, ଏସ୍‌ଟି ଫ୍ରେଣ୍ଡସ ଅରଗାନାଇଜେସନ୍‌ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଅଧ୍ୟକ୍ଷ ହେମନ୍ତ କୁମାର…
Read More...