Browsing Tag

pib news

୨୦୨୧-୨୨ରୁ ୨୦୨୫-୨୬ ପର୍ୟ୍ୟନ୍ତ ରିପୋର୍ଟ ରାଷ୍ଟ୍ରପତିଙ୍କୁ ପ୍ରଦାନ କଲେ ପଞ୍ଚଦଶ ଅର୍ଥ ଆୟୋଗ

ନୂଆଦିଲ୍ଲୀ, (ପିଆଇବି) : ପଞ୍ଚଦଶ ଅର୍ଥ ଆୟୋଗଙ୍କ ପକ୍ଷରୁ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କୁ ଗତକାଲି ୨୦୨୧-୨୨ରୁ ୨୦୨୫-୨୬ ପର୍ୟ୍ୟନ୍ତ ୫ବର୍ଷ ଅବଧିର ରିପୋର୍ଟ ପ୍ରଦାନ କରାଯାଇଛି । ଆୟୋଗର ଅଧ୍ୟକ୍ଷ ଶ୍ରୀ ଏନ୍‌.କେ. ସିଂହ, ଏହାର ସଦସ୍ୟ ଶ୍ରୀ ଅଜୟ ନାରାଣୟ ଝା, ପ୍ରଫେସର ଅନୁପ…
Read More...

ଆୟକର ଆପିଲେଟ ଟ୍ରିବ୍ୟୁନାଲ କଟକ ବେଞ୍ଚ କାର୍ୟ୍ୟାଳୟ ତଥା ଆବାସିକ ପରିସରକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

• ୧.୬୦ ଏକର ଜମିରେ ନିର୍ମିତ କାର୍ୟ୍ୟାଳୟରେ ରହିଛି ଅତ୍ୟାଧୁନିକ ସୁବିଧା ସୁଯୋଗ• ଉଦଘାଟନୀ ସମାରୋହରେ ଯୋଗ ଦେବେ କେନ୍ଦ୍ର ଆଇନ ମନ୍ତ୍ରୀ, ପେଟ୍ରୋଲିୟମ ମନ୍ତ୍ରୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ଓ ସମସ୍ତ ବିଚାରପତି ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଟକରେ…
Read More...

ବାରାଣସୀରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ

• ଦୀପାବଳି ପାଇଁ ସ୍ଥାନୀୟ ସାମଗ୍ରୀ କିଣିବାକୁ ଜନତାଙ୍କୁ ଆହ୍ୱାନ• ବାରାଣସୀର ସଂଯୋଗ ବ୍ୟବସ୍ଥା ଉପରେ ସରକାର ସର୍ବଦା ଅଗ୍ରାଧିକାର ଦେଉଛନ୍ତି : ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଏକ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ…
Read More...

୩୭ ଦିନ ଧରି ଭାରତରେ ନୂଆ କରୋନା ମାମଲାକୁ ପଛରେ ପକାଇ ଚାଲିଛି ଆରୋଗ୍ୟ ସଂଖ୍ୟା

• ପଜିଟିଭିଟି ହାର ଏବଂ ଦୈନିକ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ଖସିବାରେ ଲାଗିଛି ନୂଆଦିଲ୍ଲୀ, (ପିଆଇବି) : ଦ୍ୱିତୀୟ ଦିନ ପାଇଁ ଭାରତରେ ନୂଆ କରୋନା ମାମଲା ଗତକାଲି ୨୪ ଘଣ୍ଟାରେ ୫୦,୦୦୦ ଡେଇଁ ନାହିଁ । ଗତକାଲି ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୫,୯୦୩ ଲୋକ କୋଭିଡ-୧୯ ପଜିଟିଭ ଚିହ୍ନଟ…
Read More...

ବିମୁଦ୍ରୀକରଣ କଳା ଟଙ୍କା ହ୍ରାସ, ଟିକସ ବୃଦ୍ଧି ଏବଂ ଦୁର୍ନୀତିକୁ ରୋକିବା ଦିଗରେ ସହାୟକ ହୋଇଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ବିମୁଦ୍ରୀକରଣ କଳା ଟଙ୍କା ହ୍ରାସ କରିବାରେ, ଟିକସ ବୃଦ୍ଧିରେ ସହାୟକ ହେବା ସହିତ ଦୁର୍ନୀତିକୁ ମଧ୍ୟ ରୋକିପାରିଛି ।ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଫଳାଫଳ ଜାତୀୟ ପ୍ରଗତି ପାଇଁ ବହୁତ…
Read More...

ଏଲ୍‌ଏନ୍‌ଜି ବ୍ୟବହାର ବଢିଲେ ଯାନବାହାନ ପ୍ରଦୂଷଣକୁ ହ୍ରାସ କରାଯାଇପାରିବ : ଧର୍ମେନ୍ଦ୍ର ପ୍ରଧାନ

• ଦେଶରେ ଏଲ୍‌ଏନ୍‌ଜି ବଜାରର ସମ୍ପ୍ରସାରଣ କରିବା ପାଇଁ ନିଦ୍ଦିଷ୍ଟ କ୍ଷେତ୍ରକୁ ଚିହ୍ନଟ କରାଯାଉ• ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ଉପରେ ଗୁରୁତ୍ୱ• ୨୦୩୦ ସୁଦ୍ଧା ପ୍ରାକୃତିକ ଗ୍ୟାସ ଭାଗକୁ ୬.୩% ରୁ ୧୫% କରିବା ଲକ୍ଷ୍ୟ ନୂଆଦିଲ୍ଲୀ/ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରାୟତ…
Read More...

କ୍ରମାଗତ ଭାବେ ବିଗତ ୫ ସପ୍ତାହରେ ସୁସ୍ଥଙ୍କ ସଂଖ୍ୟା ନୂତନ ମାମଲାଠାରୁ ଅଧିକ

● କରୋନା ସକ୍ରିୟ ମାମଲା ନିମ୍ନମୁଖୀ, ଆଜି ଏହା ୫.୨ ଲକ୍ଷରେ ପହଞ୍ଚିଛି ନୂଆଦିଲ୍ଲୀ, (ପିଆଇବି) : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦ ହଜାରରୁ କମ୍ ନୂଆ ପଜିଟିଭ୍ ମାମଲା ଆସିଥିବା ବେଳେ ନୂଆ ସୁସ୍ଥଙ୍କ ସଂଖ୍ୟା ୫୪ ହଜାରକୁ ଅତିକ୍ରମ କରିଛି । ଗତ ୫ ସପ୍ତାହ ଧରି ଦେଶରେ ପ୍ରତିଦିନ ସୁସ୍ଥ…
Read More...

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ପ୍ରକୃତ ହିତାଧିକାରୀ ଚିହ୍ନଟ କରି ୨୦୧୩ରୁ ୪.୩୯ କୋଟି ନକଲି ରାସନ କାର୍ଡ ହୋଇଛି…

● ରଦ୍ଦ ରାସନ କାର୍ଡ ବଦଳରେ ପ୍ରକୃତ ଓ ଯୋଗ୍ୟ ହିତାଧିକାରୀ/ପରିବାରକୁ ନିୟମିତ ଭାବେ ନୂଆ କାର୍ଡ ପ୍ରଦାନ କରାଯାଇଛି ନୂଆଦିଲ୍ଲୀ, (ପିଆଇବି) : ପ୍ରଯୁକ୍ତି ସମ୍ବଳିତ ପିଡିଏସ ସଂସ୍କାର ଆଣିବାକୁ ଆରମ୍ଭ ହୋଇଥିବା ଅଭିଯାନ ଅନୁଯାୟୀ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଲାଗୁ ପାଇଁ…
Read More...

ଗ୍ରହ ନକ୍ଷତ୍ର ବିଜ୍ଞାନ କ୍ଷେତ୍ରରେ ବିଜ୍ଞାନ ଓ ବୈଷୟିକ ସହଯୋଗ ପାଇଁ ଭାରତ-ସ୍ପେନ ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରକୁ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତୀୟ ଗ୍ରହ ନକ୍ଷତ୍ର ଭୌତିକ ବିଜ୍ଞାନ ପ୍ରତିଷ୍ଠାନ (ଆଇଆଇଏ) ବେଙ୍ଗାଲୁରୁ ଓ ସ୍ପେନର ଭୌତିକ ବିଜ୍ଞାନ ଇନଷ୍ଟିଚ୍ୟୁଟ ଡା ଆଷ୍ଟ୍ରୋଫିଜିସିଆ ଡା କାନାରିଆନ…
Read More...

୧୮୧୦ କୋଟି ଟଙ୍କା ବ୍ୟୟରେ ୨୧୦ ମେଗାୱାଟ ଯୁକ୍ତ ଲୁହରି ପ୍ରଥମ ପର୍ୟ୍ୟାୟ ଜଳବିଦ୍ୟୁତ ପ୍ରକଳ୍ପକୁ କ୍ୟାବିନେଟର ମଞ୍ଜୁରି

ନୂଆଦିଲ୍ଲୀ, (ପିଆଇବି) : ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ସତଲେଜ ନଦୀର ୨୧୦ ମେଗାୱାଟ କ୍ଷମତା ସମ୍ପନ୍ନ ଲୁହରି ଜଳବିଦ୍ୟୁତ ପ୍ରକଳ୍ପ ପ୍ରଥମ ପର୍ୟ୍ୟାୟକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ସଂକ୍ରାନ୍ତ ଆର୍ଥିକ ବ୍ୟାପାର କମିଟି…
Read More...