Browsing Tag

pib news

ଆସନ୍ତା ୧୯ ତାରିଖ ଦିନ ବେଙ୍ଗାଲୁର ବୈଷୟିକ ଶିଖର ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୯ରେ ବେଙ୍ଗାଲୁର ବୈଷୟିକ ଶିଖର ସମ୍ମିଳନୀକୁ ଉଦଘାଟନ କରିବେ । ମଧ୍ୟାହ୍ନ ୧୨ ବେଳେ ଭିଡିଓ କନଫରେନ୍ସ ଜରିଆରେ ଏହି ବୈଠକ ଉଦଘାଟିତ ହେବ ।ବେଙ୍ଗାଲୁର ବୈଷୟିକ ଶିଖର ସମ୍ମିଳନୀ ଆସନ୍ତା ୧୯ ରୁ ୨୧ ତାରିଖ ମଧ୍ୟରେ…
Read More...

ଭାରତ-ଲକ୍ସେମବର୍ଗ ଭର୍ଚୁଆଲ ସମ୍ମିଳନୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଲକ୍ସେମବର୍ଗ ପ୍ରଧାନମନ୍ତ୍ରୀ ମହାମହିମ ଜାଭିୟର ବେଟେଲଙ୍କ ମଧ୍ୟରେ ଆସନ୍ତା ୧୯ ନଭେମ୍ବର ୨୦୨୦ରେ ଏକ ଭର୍ଚୁଆଲ ସମ୍ମିଳନୀ ଅନୁଷ୍ଠିତ ହେବ ।ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତ ଏବଂ ଲକ୍ସେମବର୍ଗ ମଧ୍ୟରେ ଏହା ପ୍ରଥମ…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବେଳେ ଓଡ଼ିଆଙ୍କ ସାଥୀରେ : ଧର୍ମେନ୍ଦ୍ର ପ୍ରଧାନ

• ଅତିରିକ୍ତ ୧୨୮.୨୩ କୋଟିର ସହାୟତା ଓଡିଶାକୁ ପ୍ରାକୃତିକ ବିପର୍ୟ୍ୟୟ ମୁକାବିଲା କରିବାରେସହାୟକ ହେବ• ଅମ୍ଫନ ବାତ୍ୟା ପାଇଁ ଓଡିଶାକୁ ମଇ ମାସରେ ଅଗ୍ରୀମ ୫୦୦ କୋଟି ଦେଇଥିଲେ ପ୍ରଧାନମନ୍ତ୍ରୀ• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ…
Read More...

ଆୟୁର୍ବେଦ ଦିବସରେ ପ୍ରଧାନମନ୍ତ୍ରୀ ଦୁଇଟି ଅତ୍ୟାଧୁନିକ ଆୟୁର୍ବେଦ ପ୍ରତିଷ୍ଠାନ ରାଷ୍ଟ୍ରକୁ କଲେ ଉତ୍ସର୍ଗ

• ପାରମ୍ପରିକ ଔଷଧପତ୍ରର ବୈଶ୍ୱିକ କେନ୍ଦ୍ରଭାବେ ଭାରତକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବାଛି ଥିବାରୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ• ଆନ୍ତର୍ଜାତିକ ମାନ ପୂରଣ କରୁଥିବା ଆୟୁର୍ବେଦ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ଆହ୍ୱାନ• ଆୟୁର୍ବେଦ କେବଳ ଏକ ବିକଳ୍ପ ନୁହେଁ, ଏହା ଦେଶର ସ୍ୱାସ୍ଥ୍ୟ…
Read More...

ଭାରତର ସକ୍ରିୟ କରୋନା ମାମଲା ୪.୮୫ ଲକ୍ଷ ତଳକୁ ଖସିଲା

• ଦୈନିକ ଆରୋଗ୍ୟ ମାମଲା ଲଗାତର ଭାବେ ଦୈନିକ ନୂଆ ଆକ୍ରାନ୍ତ ସଂଖ୍ୟାଠାରୁ ଅଧିକ ରହୁଛି ନୂଆଦିଲ୍ଲୀ, (ପିଆଇବି) : ଭାରତର ସକ୍ରିୟ କରୋନା ମାମଲା ଆଜି ୪,୮୪,୫୪୭ରେ ପହଞ୍ଚିଛି, ଯାହା କି ୫ ଲକ୍ଷ ଅଙ୍କଠାରୁ କମ । ଆଜିକୁ ମିଶାଇ ଲଗାତର ତୃତୀୟ ଦିନ ପାଇଁ ସକ୍ରିୟ କରୋନା ମାମଲା ୫ ଲକ୍ଷ ତଳେ…
Read More...

ଓଡ଼ିଶା ସମେତ ୬ଟି ରାଜ୍ୟକୁ ପ୍ରାକୃତିକ ବିପର୍ୟ୍ୟୟ କ୍ଷୟକ୍ଷତି ପାଇଁ ୪୩୮୧.୮୮ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ…

• ଅମ୍ଫନ ବାତ୍ୟା କ୍ଷୟକ୍ଷତି ବାବଦରେ ଓଡ଼ିଶାକୁ ମିଳିବ ଆଉ ୧୨୮.୨୩ କୋଟି ଟଙ୍କା, ପୂର୍ବରୁ ଅଗ୍ରୀମ ଆକାରରେ ମିଳିଥିଲା ୫୦୦ କୋଟି• ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟି ବୈଠକରେ ଏହି ଅତିରିକ୍ତ କେନ୍ଦ୍ରୀୟ ସହାୟତା ପ୍ରସ୍ତାବ ଅନୁମୋଦନ ନୂଆଦିଲ୍ଲୀ,…
Read More...

ଆତ୍ମନିର୍ଭର ଭାରତ ୩.୦ ପାଇଁ ଅର୍ଥମନ୍ତ୍ରୀଙ୍କ ବିଭିନ୍ନ ଆର୍ଥିକ ପ୍ରୋତ୍ସାହନ ପଦକ୍ଷେପ ଘୋଷଣା

• ଏମ୍‌ଏସ୍‌ଏମ୍‌ଇ, ବ୍ୟବସାୟ, ମୁଦ୍ରା ଋଣକାରୀ ତଥା ବ୍ୟକ୍ତିବିଶେଷଙ୍କ ପାଇଁ ଇସିଏଲ୍‌ଜି ସ୍କିମ୍‌ର ମିଆଦ ୨୦୨୧ ମାର୍ଚ୍ଚ ୩୧ ପର୍ୟ୍ୟନ୍ତ ବଢିଲା; ଏମାନଙ୍କ ପାଇଁ ଅତିରିକ୍ତ ୨୦ ଶତାଂଶ ଋଣ ଯୋଗାଣ ବ୍ୟବସ୍ଥା• ଚାମ୍ପିଅନ କ୍ଷେତ୍ର ପାଇଁ ୧.୪୬ ଲକ୍ଷ କୋଟି ଟଙ୍କାର ଉତ୍ପାଦନଭିତ୍ତିକ…
Read More...

କ୍ରମାଗତ ପଞ୍ଚମ ଦିନରେ ଭାରତରେ ୫୦ ହଜାରରୁ କମ୍ ନୂତନ ମାମଲା

● ଦେଶରେ ସକ୍ରିୟ କରୋନା ମାମଲା ୪.୯ ଲକ୍ଷରୁ କମ, ମୋଟ ପଜିଟିଭ୍ ମାମଲା ୫.୬୩%କୁ ହ୍ରାସ ନୂଆଦିଲ୍ଲୀ, (ପିଆଇବି) : କ୍ରମାଗତ ପଞ୍ଚମ ଦିନ ପାଇଁ ଦେଶରେ ଗତ କାଲି ୨୪ ଘଣ୍ଟାରେ ନୂଆ କରୋନା ମାମଲା ୫୦ ହଜାରକୁ ଅତିକ୍ରମ କରିନାହିଁ । ଗତ କାଲି ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୭,୯୦୫ ଜଣ…
Read More...

୧୦ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପିଏଲ୍‌ଆଇ ସ୍କିମ୍‌ କାର୍ୟ୍ୟକାରୀ କରିବା ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

• ଏହାଦ୍ୱାରା ଭାରତର ଉତ୍ପାଦନ ଦକ୍ଷତା ଓ ରପ୍ତାନୀ ବଢିବ ଏବଂ ଏହା ଆତ୍ମନିର୍ଭର ଭାରତ ଗଠନରେ ସହାୟକ ହେବ ନୂଆଦିଲ୍ଲୀ, (ପିଆଇବି) : ଆତ୍ମନିର୍ଭର ଭାରତ କାର୍ୟ୍ୟକ୍ରମକୁ ସଫଳ କରିବା ପାଇଁ ଦେଶର ୧୦ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲ୍‌ଆଇ…
Read More...

ଆତଙ୍କରାଜ ଶେଷ ହୋଇ ଦେଶର ଟିକସ ବ୍ୟବସ୍ଥା ସ୍ୱଚ୍ଛ ଓ ପାରଦର୍ଶୀ ହୋଇଛି: ପ୍ରଧାନମନ୍ତ୍ରୀ

• ସଚ୍ଚୋଟ ଟିକସଦାତାଙ୍କ ସମ୍ମାନ ପ୍ରତି ଗୁରୁତ୍ୱାରୋପ କରିବା ସବୁଠୁ ବଡ଼ ସଂସ୍କାର• ଆୟକର ଟିକସ ଆପିଲେଟ ଟ୍ରିବ୍ୟୁନାଲର କଟକ ବେଞ୍ଚ କାର୍ୟ୍ୟାଳୟ ତଥା ଆବାସିକ ପରିସରକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ…
Read More...