Browsing Tag

pib news

୨୦୨୦-୨୧ ଆର୍ଥିକ ବର୍ଷର ଅକ୍ଟୋବର, ୨୦୨୦ ମାସ ସୁଦ୍ଧା ଭାରତ ସରକାରଙ୍କ ଖାତାର ମାସିକ ସମୀକ୍ଷା

ନୂଆଦିଲ୍ଲୀ, (ପିଆଇବି) : ୨୦୨୦-୨୧ ଆର୍ଥିକ ବର୍ଷର ଅକ୍ଟୋବର, ୨୦୨୦ ମାସ ପର୍ୟ୍ୟନ୍ତ ଭାରତ ସରକାରଙ୍କର ମାସିକ ଖାତାକୁ ସମ୍ମିଶ୍ରଣ କରାଯାଇଛି ଏବଂ ଏହାର ରିପୋର୍ଟ ପ୍ରକାଶିତ ହୋଇଛି। ଯାହାର ପ୍ରମୁଖ ଦିଗଗୁଡ଼ିକ ନିମ୍ନରେ ଦିଆଗଲା:-୨୦୨୦-୨୧ ଆର୍ଥିକ ବର୍ଷର ଅକ୍ଟୋବର, ୨୦୨୦ ମାସ ସୁଦ୍ଧା ଭାରତ…
Read More...

ଭାରତରେ କରୋନା ସକ୍ରିୟ ମାମଲା ମୋଟ ମାମଲାର ୫% ତଳେ ରହିଛି

● ସୁସ୍ଥତା ହାର ୯୩%ରୁ ଅଧିକ ରହିଛି● କ୍ରମାଗତ ୧୬ ଦିନ ଧରି ଦୈନିକ ନୂଆ ମାମଲା ୫୦ ହଜାରରୁ ତଳେ ରହିଛିନୂଆଦିଲ୍ଲୀ, (ପିଆଇବି) : ଭାରତରେ ଗତ କାଲି କରୋନା ସକ୍ରିୟ ମାମଲା(୪,୪୩,୪୮୬) ମୋଟ ପଜିଟିଭ୍ ମାମଲାର ୪.୮୫% ରହିଛି, ଯାହାକି ୫%ରୁ ତଳେ ।ଗତ କାଲି ପର୍ୟ୍ୟନ୍ତ ସୁସ୍ଥତା ହାର ୯୩ %…
Read More...

ଭିଡିଓ କନଫରେନ୍ସିଂ ଜରିଆରେ ସାଂସଦଙ୍କ ପାଇଁ ବହୁତଳ ଫ୍ଲାଟ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ନୂଆଦିଲ୍ଲୀ, (ପିଆଇବି) :ନମସ୍କାର, ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲା ଜୀ, ମୋର କ୍ୟାବିନେଟ ସହଯୋଗୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଜୀ, ଶ୍ରୀ ହରଦୀପ ସିଂ ପୁରୀ ଜୀ, ଏହି ସମିତିର ଅଧ୍ୟକ୍ଷ ଶ୍ରୀ ସି.ଆର. ପାଟିଲ ଜୀ, ସାଂସଦ, ଭାଇ ଓ ଭଉଣୀମାନେ!! ଦିଲ୍ଲୀରେ ଜନ ପ୍ରତିନିଧିମାନଙ୍କ ପାଇଁ ଏହି ନୂଆ…
Read More...

ଓଡ଼ିଶାରେ ୫୭ ହଜାର ୩୭୯ କୋଟି ବ୍ୟୟରେ କାର୍ଯ୍ୟକାରୀ ହେଉଥିବା ୪୬ଟି ସାଗରମାଳା ପ୍ରକଳ୍ପର ସମୀକ୍ଷା କଲେ…

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ମନସୁଖ ଲାଲମାଣ୍ଡଭିୟଙ୍କୁ ଧନ୍ୟବାଦ ଜଣାଇଲେ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଏବଂ ପାରାଦୀପ ବନ୍ଦରର ଅଧ୍ୟକ୍ଷଙ୍କ ସହସମୀକ୍ଷା ୪୬ଟି ସାଗରମାଳା ପ୍ରକଳ୍ପ ମଧ୍ୟରୁ ୫ ହଜାର ୬ କୋଟି ମୂଲ୍ୟର ୧୪ଟି…
Read More...

ଜଣେ ସଫଳ ବ୍ୟକ୍ତିତ୍ୱ ଓ ରାଷ୍ଟ୍ରବାଦୀ ବିଚାରଧାରାର ପୃଷ୍ଠପୋଷକ ଥିଲେ ଡା. ମହତାବ : ଧର୍ମେନ୍ଦ୍ର ପ୍ରଧାନ

 ‘ସାମାଜିକ ପରିବନ ପାଇଁ ସମ୍ବାଦ’ ଶୀର୍ଷକ ଉପରେ ଆଲୋଚନା ଡା. ମହତାବ ହେଉଛନ୍ତି ଓଡ଼ିଆ ଲୋକଙ୍କ ପରିଚୟ ତାଙ୍କର କୁଶଳୀ ନୀତି ଯୋଗୁଁ ଗଡ଼ଜାତ ମିଶ୍ରଣରେ ନୀଳଗିରି ଓଡ଼ିଶାରେ ମିଶି ପାରିଥିଲା ରାଷ୍ଟ୍ରୀୟ ସ୍ତରରେ ଓଡିଶାର ନେତୃତ୍ୱକୁ ସ୍ଥାପିତ କରିବାରେ ଅଗ୍ରଣୀ ଭୂମିକା ନେଇଥିଲେ …
Read More...

ଗୁଜରାଟ ଗାନ୍ଧୀନଗରସ୍ଥିତ ପଣ୍ଡିତ ଦୀନ ଦୟାଲ ପେଟ୍ରୋଲିୟମ ବିଶ୍ଵବିଦ୍ୟାଳୟର ଅଷ୍ଟମ ସମାବର୍ତ୍ତନ ସମାରୋହରେ…

● ବିଶ୍ଵବିଦ୍ୟାଳୟ ପାଇଁ ଅନେକ ସୁବିଧା ସୁଯୋଗର ଉନ୍ମୋଚନ● ଦେଶର କାର୍ବନ ଫୁଟପ୍ରିଣ୍ଟ ଶତକଡା ୩୦ ରୁ ୩୫ ହ୍ରାସ କରି ପ୍ରାକୃତିକ ବାଷ୍ପ ବ୍ୟବହାର ୪ଗୁଣ ବୃଦ୍ଧି କରିବା ଆମର ଲକ୍ଷ୍ୟ: ପ୍ରଧାନମନ୍ତ୍ରୀ● ଏକବିଂଶ ଶତାବ୍ଦୀର ଯୁବପିଢି ଉନ୍ମୁକ୍ତ ଚିନ୍ତାଧାରା ସହ ଆଗେଇବାକୁ ଆହ୍ଵାନ ଦେଲେ…
Read More...

ସଂସଦ ସଦସ୍ୟମାନଙ୍କ ପାଇଁ ଆସନ୍ତା ୨୩ ତାରିଖ ଦିନ ବହୁତଳ ବିଶିଷ୍ଟ କୋଠା ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୩ ତାରିଖ ଦିନ ସଂସଦ ସଦସ୍ୟମାନଙ୍କ ପାଇଁ ନିର୍ମିତ ବହୁତଳ କୋଠାର ଉଦଘାଟନ କରିବେ । ଭିଡିଓ କନଫରେନ୍ସ ଜରିଆରେ ପୂର୍ବାହ୍ନ ୧୧ଟା ବେଳେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲା…
Read More...

୧୩ କୋଟିରୁ ଅଧିକ କରୋନା ନମୁନା ପରୀକ୍ଷା କରି ଭାରତ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ଅତିକ୍ରମ କରିଛି

● ଅଧିକରୁ ଅଧିକ ନମୁନା ପରୀକ୍ଷା ହେଉଥିବାରୁ ପଜିଟିଭ୍ ହାର ହ୍ରାସ ପାଉଛି● କରୋନା ସକ୍ରିୟ ମାମଲା ଏବେ ମୋଟ ମାମଲାର ୪.୮୬%କୁ ହ୍ରାସ ପାଇଛିନୂଆଦିଲ୍ଲୀ, (ପିଆଇବି) : ବିଶ୍ୱ ମହାମାରୀ କରୋନା ସହ ଲଢ଼େଇରେ ଭାରତ ପୁଣି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ପ୍ରତିଦିନ ୧୦ ଲକ୍ଷରୁ ଅଧିକ ନମୁନା…
Read More...

ପ୍ରଧାନମନ୍ତ୍ରୀଙ୍କ ‘ଭୋକାଲ ଫର ଲୋକାଲ’ ଆହ୍ୱାନକୁ ଆଧ୍ୟାତ୍ମିକ ଗୁରୁମାନଙ୍କର ସମର୍ଥନ

• ଆତ୍ମନିର୍ଭର ଭାରତ ଆନ୍ଦୋଳନକୁ ମିଳିଲା ସନ୍ଥ ସମାଜର ଆଶୀର୍ବାଦ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ଆତ୍ମନିର୍ଭରଶୀଳ କରିବା ଲାଗି ‘ଭୋକାଲ ଫର ଲୋକାଲ’ ପାଇଁ କରିଥିବା ଅପିଲକୁ ଆଧ୍ୟାତ୍ମିକ ଗୁରୁମାନେ ବହୁମାତ୍ରାରେ ସମର୍ଥନ କରିଛନ୍ତି। ସନ୍ଥ…
Read More...

ଆସନ୍ତା ୧୯ ତାରିଖ ଦିନ ବେଙ୍ଗାଲୁର ବୈଷୟିକ ଶିଖର ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୯ରେ ବେଙ୍ଗାଲୁର ବୈଷୟିକ ଶିଖର ସମ୍ମିଳନୀକୁ ଉଦଘାଟନ କରିବେ । ମଧ୍ୟାହ୍ନ ୧୨ ବେଳେ ଭିଡିଓ କନଫରେନ୍ସ ଜରିଆରେ ଏହି ବୈଠକ ଉଦଘାଟିତ ହେବ ।ବେଙ୍ଗାଲୁର ବୈଷୟିକ ଶିଖର ସମ୍ମିଳନୀ ଆସନ୍ତା ୧୯ ରୁ ୨୧ ତାରିଖ ମଧ୍ୟରେ…
Read More...