Browsing Tag

kalimela news

କାଲିମେଳା ଦୟାଲତୁଙ୍ଗ ଜଙ୍ଗଲରୁ ବିପୁଳ ପରିମାଣରେ ବିସ୍ଫୋରକ ଜବତ

କାଲିମେଳା : ନିର୍ବାଚନ ପୂର୍ବରୁ ମାଲକାନଗିରି ପୁଲିସ୍‌କୁ ବଡ଼ ସଫଳତା । ଆନ୍ଧ୍ରପ୍ରଦେଶ ଓଡିଶା ସୀମା ଜଙ୍ଗଲରୁ ବିପୁଳ ପରିମାଣରେ ବିସ୍ଫୋରକ ଜବତ ହୋଇଥିବା ଖବର ମିଳିଛି । କାଲିମେଳା ଥାନା ଅନ୍ତର୍ଗତ ଦୟାଲତୁଙ୍ଗ ଜଙ୍ଗଲରୁ ପୁଲିସ୍‌ ଏହି ବିସ୍ଫୋରକ ଜବତ କରିଥିବା ଜଣା ପଡିଛି । ଜବତ
Read More...

୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କାଲିମେଳା : କାଲିମେଳା ପୋଲିସକୁ ବଡ ସଫଳତା । ୫୦୦ ଗ୍ରାମ ଗଞ୍ଜେଇ ସହ ଏକ ଧଳା ରଙ୍ଗର ପିକ୍‌ଅପ୍ ଭ୍ୟାନ୍ ଜବତ ହୋଇଥିବା ଖବର ମିଳିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୫ ଲକ୍ଷରୁ ଅଧିକ ହେବ ବୋଲି କୁହାଯାଇଛି । ଖବର ଅନୁଯାୟୀ, ଏକ ପିକ୍‌ଅପ୍ ଗାଡିରେ ତରଭୁଜ ତଳେ ଗଞ୍ଜେଇ ରଖି ପଡୋଶୀ
Read More...

ବାଇକ୍‌ ଆରୋହୀଙ୍କୁ ମୁହାଁମୁହିଁ ଧକ୍କା ଦେଲା କୁକୁଡ଼ା ବୋଝେଇ ଗାଡି

କାଲିମେଳା : ବାଇକ୍‌ ଆରୋହୀଙ୍କୁ ମୁହାଁମୁହିଁ ଧକ୍କା ଦେଲା କୁକୁଡ଼ା ବୋଝେଇ ଗାଡ଼ି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଆହତ ଥିବା ସୂଚନା ମିଳିଛି । ମାଲକାନଗିରି ଏମଭି ୧୨୬ ଘାଟିରେ ରବିବାର ଦିନ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଏହି ଦୁର୍ଘଟଣାରେ ୨ ଜଣ ବାଇକ
Read More...

ମର୍ମନ୍ତୁଦ ଦୁର୍ଘଟଣା : ୨ ମୃତ

କାଲିମେଳା : କାଲିମେଳା ଏମ୍‌ଭି-୯୬ ପୋଲ ନିକଟରେ ଗୋଟିଏ ବାଇକକୁ ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତ ୨ଜଣ ବ୍ୟକ୍ତି ପିଣ୍ଡିକୋଣ୍ଡା ଗାଁର ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ପିଣ୍ଡିକୋଣ୍ଡା ଗାଁର ଦୁଇଜଣ ବ୍ୟକ୍ତି ବାଇକ୍ ଯୋଗେ ନିଜ ଗାଁକୁ
Read More...

ବ୍ୟାପକ ପରିମାଣର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ

ମାଲକାନଗିରି/କାଲିମେଳା : ମାଲକାନଗିରି ଜିଲ୍ଲାର ବିଭିନ୍ନ ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ବ୍ୟାପକ ପରିମାଣର ବେଆଇନ ଗଞ୍ଜେଇ ଚାଷ ହୋଇଥିବାରୁ ଏହି ଚାଷକୁ ନଷ୍ଟ କରିବା ପାଇଁ ଏସ୍‌ପି ନିତେଶ ୱାଧନୀଙ୍କ ନିର୍ଦ୍ଦେଶ କ୍ରମେ ଅପରେସନ ସବୁଜ ଜହର ବିଭିନ୍ନ ଥାନା ପକ୍ଷରୁ ଆରମ୍ଭ ହୋଇଯାଇଛି । କାଲିମେଳା
Read More...

ଭାସିଗଲେ ପୋଟେରୁ ନଦୀରେ ଛାତ୍ର

କାଲିମେଲା : ପୋଟେରୁ ନଦୀରେ ଜଣେ ଛାତ୍ର ଭାସି ଯାଇ ମିଳୁ ନଥିବା ଖବର ମିଳିଛି । ସୂଚନା ଅନୁସାରେ କାଲିମେଲା ବ୍ଲକର ରାଜେଶ ମଣ୍ଡଳଙ୍କ ପୁଅ ରାକେଶ ମଣ୍ଡଳ ତାଙ୍କ ସାଙ୍ଗମାନଙ୍କ ସହିତ କାଲିମେଲାର ପୋଟେରୁ ନଦୀକୂଳକୁ ଭୋଜି କରିବା ପାଇଁ ଯାଇଥିଲେ । ହେଲେ ତାଙ୍କ ସହିତ ଯାଇଥିବା ସମସ୍ତ
Read More...