pakka

ଭାସିଗଲେ ପୋଟେରୁ ନଦୀରେ ଛାତ୍ର

bbehera

କାଲିମେଲା : ପୋଟେରୁ ନଦୀରେ ଜଣେ ଛାତ୍ର ଭାସି ଯାଇ ମିଳୁ ନଥିବା ଖବର ମିଳିଛି । ସୂଚନା ଅନୁସାରେ କାଲିମେଲା ବ୍ଲକର ରାଜେଶ ମଣ୍ଡଳଙ୍କ ପୁଅ ରାକେଶ ମଣ୍ଡଳ ତାଙ୍କ ସାଙ୍ଗମାନଙ୍କ ସହିତ କାଲିମେଲାର ପୋଟେରୁ ନଦୀକୂଳକୁ ଭୋଜି କରିବା ପାଇଁ ଯାଇଥିଲେ । ହେଲେ ତାଙ୍କ ସହିତ ଯାଇଥିବା ସମସ୍ତ ସାଙ୍ଗମାନେ ଘରକୁ ଫେରିଲେ, କିନ୍ତୁ ରାକେଶ ଫେରି ନଥିଲେ । ତେବେ ରାକେଶ ନଦୀ ପହଁରା ଜାଣି ନଥିଲେ । ସେଥିପାଇଁ ନଦୀରେ ଭାସି ଯାଇଛନ୍ତି ବୋଲି ଅନୁମାନ କରାଯାଉଛି । ସେପଟେ ରାକେଶ ତାଙ୍କ ପରିବାର ଗୋଟିଏ ବୋଲି ପୁଅ ଥିଲେ । ଗତକାଲି ଠାରୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଂଚି ତାଙ୍କୁ ଖୋଜାଖୋଜି କରୁଛନ୍ତି ।

jay balangir
Leave A Reply

Your email address will not be published.

four × 3 =