କ୍ରାଇମ ବ୍ରାଚଂ ଏସ୍‌ଟିଏଫ୍‌କୁ ମିଳିଲା ସଫଳତା

କୋରାପୁଟ : କୋରାପୁଟ ଜିଲ୍ଳାରେ କ୍ରାଇମ୍‌ ବ୍ରାଂଚ ଏସ୍‌ଟିଏଫ୍‌ ନକଲି ନୋଟ୍‌ ଜବତ କରିଥିବା ଖବର ମିଳିଛି । ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ସୁନାବେଡା ବସ୍‌ଷ୍ଟାଣ୍ଡରୁ ଜଣେ ଯୁବକଙ୍କ ଠାରୁ ୩ଲକ୍ଷ ୨୮ ହଜାର ୩ ଶହ ଟଙ୍କାର ନକଲି ନୋଟ ଜବତ କରବା ସହ ଯୁବକକୁ ମଧ୍ୟ ଗିରଫ କରିଛି କ୍ରାଇମ୍‌ ବ୍ରାଚଂ ଏସ୍‌ଟିଏଫ୍‌ । ଯୁବକର ନାମ ହେଉଛି ଅନାମ ଖିଲୋ । ସେ ନନ୍ଦପୁରର ବୋଲି ଜଣାପଡିଛି । ଏହାକୁ ନେଇ ସୁନାବେଡା ଥାନାରେ ଏକ ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.

one × 3 =