ଚାଷ ଜମିରେ ପଡିଛି ଅଚିହ୍ନା ବ୍ୟକ୍ତିଙ୍କ ଶବ : ହତ୍ୟା ସନ୍ଦେହ

ବାଲେଶ୍ୱର : ଧାନ କ୍ଷେତରେ ଅଚିହ୍ନା ବ୍ୟାକ୍ତିଙ୍କ ଶବ ପଡିଥିବାି ଖବର ମିଳିଛି । ବାଲେଶ୍ୱର ଜିଲ୍ଲା ଖଇରା ବ୍ଳକ ଅନ୍ତର୍ଗତ ନୟାଖଣ୍ଡି ଆମ୍ବହୋତା କେନାଲର ବାମ ପାଶ୍ୱର୍ରେ ଥିବା ଏକ ଚାଷ ଜମିରେ ପଡିଛି ଅଚିହ୍ନା ବ୍ୟାକ୍ତିଙ୍କ ଶବ । ବ୍ୟାକ୍ତିଙ୍କ ବେକକୁ କୌଣସି ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରି ବ୍ୟକ୍ତିର ଶବକୁ ୩୦ ଫୁଟ୍‌ ତଳେ ଥିବା ଚାଷ ଜମିକୁ ଫିଙ୍ଗି ଦିଆଯାଇଛି ବୋଲି ସନ୍ଦେହ କରାଯାଇଛି । ବ୍ୟକ୍ତିଙ୍କ ସାଇକେଲ୍‌ ଓ ଜୋତା ମିଳିଛି । ଘଟଣା ସ୍ଥଳରେ ପୁଲିସ ପହଚିଂ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

one + 18 =