ଗୋପାଳପୁର ବେଳାଭୂମି ମହୋତ୍ସବର ୪ର୍ଥ ସନ୍ଧ୍ୟାରେ ଥିଲା ଅସମ୍ଭାଳ ଭିଡ଼
ପରିସ୍ଥିତି ଅଣାୟତ ହେବାରୁ ପୋଲିସକୁ ଲାଠି ଚାଳନା କରିବାକୁ ପଡ଼ିଥିଲା
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବେଳାଭୂମି ମହୋତ୍ସବର ୪ର୍ଥ ସନ୍ଧ୍ୟାରେ ୧ଲକ୍ଷ ୨୦ହଜାର ଦର୍ଶକଙ୍କ ସାମାଗମ ହୋଇଥିବା ବେ-ସରକାରୀ ଭାବେ କୁହାଯାଏ । ମଙ୍ଗଳବାର ସନ୍ଧ୍ୟା ଥିଲା ୪ର୍ଥ ସନ୍ଧ୍ୟା ।!-->!-->!-->…
Read More...
Read More...