Browsing Tag

bramhapur news

ଗୋପାଳପୁର ବନ୍ଦର ପକ୍ଷରୁ ସପ୍ତାହବ୍ୟାପୀ ‘ଦାନ ଉତ୍ସବ’ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତ ପାର୍ବଣ ଋତୁରେ ସମାଜକୁ କିଛି ଫେରାଇବାର ମହତ ଉଦ୍ଦେଶ୍ୟ ରଖି ଗୋପାଳପୁର ବନ୍ଦର ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) ବ୍ୟାନରରେ ଜିପିଏଲ୍ ପରିସରରେ ସପ୍ତାହବ୍ୟାପୀ ‘ଦାନ ଉତ୍ସବ’ ପାଳନ କରିଛି । ଗତ ୨ ତାରିଖରୁ ଆରମ୍ଭ
Read More...

ଗଞ୍ଜାମ ଜିଲ୍ଲା ଆଧ୍ୟାତ୍ମିକ ଜନଜାଗରଣ ମହାଯଜ୍ଞ ପକ୍ଷରୁ ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରସ୍ଥ ବ୍ରହ୍ମାନଗର ହନୁମାନ ମନ୍ଦିର ପରିସରରେ ଗଞ୍ଜାମ ଜନଜାଗରଣ ମହାଯଜ୍ଞ ତରଫରୁ ଏକ ବୈଠକ କ୍ରାନ୍ତି ବାବା ସ୍ୱାମୀ ସ୍ୱରୂପା ନନ୍ଦ ଗିରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗୋ-ସୁରକ୍ଷା ଓ ହିନ୍ଦୁ ଜାଗରଣକୁ ନେଇ ଆସନ୍ତା ନଭେମ୍ବର
Read More...

ଗଞ୍ଜାମ ଜିଲ୍ଲା ଗ୍ରାହକ ସୁରକ୍ଷା ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ

• ତିନିବର୍ଷ ପରେ ଗୋପାଳପୁର ବିଧାୟକ ଡ଼.ପ୍ରଦୀପ ପାଣିଗ୍ରାହୀଙ୍କ ଯୋଗଦାନ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଗ୍ରାହକ ସୁରକ୍ଷା ପରିଷଦର ପ୍ରଥମ ବୈଠକ ଜିଲ୍ଲାପାଳ ତଥା ଗ୍ରାହକ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଦିବ୍ୟ ଜ୍ୟୋତି
Read More...

ଉପସ୍ୱାସ୍ଥ୍ୟକେନ୍ଦ୍ରକୁ ଆଇଏସ୍‌ଓ ମାନ୍ୟତା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ଆର୍‌.ଦାମୋଦରପଲ୍ଳୀ ଉପସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରକୁ ଆଇଏଏସ୍‌ଓ ମାନ୍ୟତା ମିଳିଛି । ଏନେଇ ଜିଲା ସ୍ୱାସ୍ଥ୍ୟ ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଲୋକମାନଙ୍କୁ
Read More...

ଆଜିଠୁ ଖୋଲିବ ଓଟି କମ୍ପ୍ଲେକ୍ସ

ବ୍ରହ୍ମପୁର : ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲ ଅଧିକ୍ଷକଙ୍କ ଚାମ୍ବରରେ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏମକେସିଜି ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର ଓ ଡ଼ିନ ଡା. ଅବନୀକାନ୍ତ ମିଶ୍ର ଅଧ୍ୟକ୍ଷତା କରିଥିଲେ । ସେହିପରି ବିଭିନ୍ନ ବିଭାଗୀୟ
Read More...

ବିଦ୍ୟୁତ କମ୍ପାନୀକୁ ଛାଡ଼, ଗ୍ରାହକ ମୁଣ୍ଡରେ ଅଠା ବୋଳିବେ ରାଜ୍ୟ ସରକାର : ସଭାପତି ରମେଶ ଶତପଥୀ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଏକ ଜନକଲ୍ୟାଣ ରାଜ୍ୟରେ ସାଧାରଣ ଜନତାଙ୍କୁ ସୁବିଧା ସୁଯୋଗ ଦେବା ସରକାର ପ୍ରାଥମିକ ଦେବା ଉଚିତ । କିନ୍ତୁ ରାଜ୍ୟ ସରକାର ନିଜର ଅପାରଗତା ଏବଂ ବେପରୁଆ ମନୋଭାବ ଯୋଗୁଁ ଗତ ୧୦ ବର୍ଷରେ ଗ୍ରୀଡ଼କୋର କ୍ଷତି ହୋଇଥିବା ୭୭୮୮ କୋଟି ଟଙ୍କା ବିଦ୍ୟୁତ ଦର
Read More...

ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଟାଙ୍ଗଣାପଲ୍ଲୀ ଗ୍ରାମର ଶୁଭାଶିଷଙ୍କ ସଫଳତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ସ୍ଥିତ କୃଷ୍ଣଚନ୍ଦ୍ର ନଗରଢ଼ିହ ଗ୍ରାମର ଶୁଭାଶିଷ ଶତପଥୀଙ୍କ ସଫଳତା ଲାଭ ନେଇ ଉକ୍ତ ଗ୍ରାମବାସିନ୍ଦା ଖୁବ ଖୁସିବ୍ୟକ୍ତ କରିଛନ୍ତି ଏବଂ ତାଙ୍କ ପରିବାରରେ ଖୁସିର ଲହରୀ
Read More...

ଛତ୍ରପୁର ସାହିତ୍ୟ ସଂସଦ ଆନୁକୂଲ୍ୟରେ ଶାରଦୀୟ ସାରସ୍ଵତ ସମାରୋହ -୨୦୨୨ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସାହିତ୍ୟ ସଂସଦ ଆନୁକୂଲ୍ୟରେ ଶାରଦୀୟ ସାହିତ୍ୟ ସମାରୋହ- ୨୦୨୨ ଅନୁଷ୍ଠିତ ହୋଇଯାଇଛି । ସଭାପତି ବ୍ରଜମୋହନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଆସରରେ ବହୁ
Read More...

କୃଷ୍ଣଚନ୍ଦ୍ରନଗରତିହରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ସତସଙ୍ଗ ସମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ପଞ୍ଚାୟତ ଅଧୀନସ୍ଥ କୃଷ୍ଣଚନ୍ଦ୍ରନଗରଢ଼ିହ ରାଜନଗର ସାହିରେ ଠାକୁର ଶ୍ରୀ ଶ୍ରୀ ଅନୂକୁଳଚନ୍ଦ୍ରଙ୍କ ସତସଙ୍ଗ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ସତସଙ୍ଗ କେନ୍ଦ୍ର ଆନୁକୂଲ୍ୟରେ ଗୁରୁବାର ସନ୍ଧ୍ୟା
Read More...

କିଷାନ କଂଗ୍ରେସର ବ୍ଲକସ୍ତରୀୟ କିଷାନ ଚିନ୍ତନ ଶିବିର

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ହିଞ୍ଜିଳି ବ୍ଲକ ଗଣ୍ଡଳା ଗ୍ରାମ କାଳୁଆ ମନ୍ଦିରଠାରେ କିଷାନ କଂଗ୍ରେସ ତରଫରୁ ବ୍ଲକସ୍ତରୀୟ କିଷାନ ଚିନ୍ତନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା
Read More...