Browsing Tag

bramhapur news

ପଥଭ୍ରଷ୍ଟ ମହିଳାଙ୍କ ପରିଚୟ ମିଳୁନି

ତାଙ୍କ ଘର ଲୋକ ଆସି ନେଇ ଯିବାକୁ ବ୍ରହ୍ମପୁର ମେଡିକାଲ କର୍ତ୍ତୃପକ୍ଷଙ୍କ ଅନୁରୋଧ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜଣେ ବୟସ୍କ ମହିଳା ପଥଭ୍ରଷ୍ଟ ହୋଇ ଚାଲିଆସିଛନ୍ତି । ବର୍ତ୍ତମାନ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ହସ୍ପିଟାଲ ସୁପରିଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟରେ
Read More...

ୟୁରୋ ସ୍କୁଲର ତୃତୀୟ ବାର୍ଷିକ କ୍ରୀଡା ସାମାରୋହରେ କୃତି କୁନି ଖେଳାଳିମାନେ ଗଞ୍ଜାମ ଏସ୍‌ପିଙ୍କ ଦ୍ୱାରା ପୁରସ୍କୃତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁରୋ-ସ୍କୁଲର ଦୁଇ ଦିନିଆ କ୍ରୀଡା ସାମାରୋହ ଛତ୍ରପୁର ଷ୍ଟାଡିୟମ ପରିସରରେ ଆୟୋଜିତ ହୋଇଯାଇଛି । ମଙ୍ଗଳବାର ତୃତୀୟ ବାର୍ଷିକ କ୍ରୀଡାର ଉଦ୍‌ଘାଟନୀ ସାମାରୋହରେ ଦି-ନ୍ୟୁଉ ଏଇଜ୍ ୟୁରୋ ସ୍କୁଲର ମୁଖ୍ୟ ପୃଷ୍ଠପୋଷକ
Read More...

ବଡ଼ଦାସୁଡୁ ସତ୍ୟମଙ୍କ ସମେତ ଛତ୍ରପୁର ତିନିଜଣ ହାଇଦ୍ରାବାଦରେ ଜାତୀୟ ସମ୍ମାନରେ ସମ୍ମାନିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଆଇଆରଇ ଛକ ଘଡ଼ଘଡାପଲ୍ଲୀ ଠାରେ ଥିବା ଏକ ଆଧ୍ୟାତ୍ମିକ ଓ ଭକ୍ତିବାଦ ସୂତ୍ରର ସଂଗଠନ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମିନୀ ଦାସୁଡୁ ସେବା ନୃତ୍ୟ କଳାକେନ୍ଦ୍ରର (ଭଗବତ ଗାଦୀ) ବଡ଼ଦାସୁଡୁ ଗୁରୁ ଆର. ସତ୍ୟମ ରେଡ୍ଡୀଙ୍କ ସମେତ ଉକ୍ତ ଏହି
Read More...

କୂଅ ଖୋଳିବା ବେଳେ ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ

ବ୍ରହ୍ମପୁର : କୂଅ ଖୋଳୁଥିବା ବେଳେ ମାଟି ଅତଡା ଖସିଯିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବ୍ରହ୍ମପୁର ସହର ଶ୍ରୀରାମନଗର ମଶାଣି ସାହି ପାର୍କ ନିକଟରେ ମଙ୍ଗଳବାର ଅପରାହ୍ନରେ ଏହି ଘଟଣା ଘଟିଛି । ମୃତ ଯୁବକ ଜଣକ ହେଲେ ସଦର ଥାନା ଅନ୍ତର୍ଗତ ଜଗଦଳପୁରର ସନ୍ତୋଷ ସେଠୀ(୩୬) ।
Read More...

ବ୍ରହ୍ମପୁର ଟାଉନ ହଲ୍‌ରେ ଦୁଇଦିନିଆ ଲୋକକଳା ମହୋତ୍ସବ ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଲୋକକଳା ମଞ୍ଚ ଆନୁକୂଲ୍ୟରେ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ମହାନଗରରେ ଟାଟା ଷ୍ଟିଲ ଫାଉଣ୍ଡେସନ ଗୋପାଳପୁରର ସହଭାଗିତାରେ ଦୁଇଦିନିଆ ଲୋକକଳା ମହୋତ୍ସବ-୨୦୨୨ ଉଦ୍‌ଯାପିତ ହୋଇଯାଇଛି । ବ୍ରହ୍ମପୁର ଟାଉନ ହଲ୍ ଡାଇମଣ୍ଡ ଜୁବୁଲି
Read More...

ଆନ୍ତଃ-ଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍‌ରେ ଦିଗପହଣ୍ଡିକୁ ହରାଇ ବ୍ରହ୍ମପୁର ପାୱାର ସିକ୍ସ ବିଜୟୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଜେଲରୋଡ଼ ନିକଟରେ ଗତ ୧୧ ତାରିଖରେ ଆରମ୍ଭ ହୋଇଥିବା ଆନ୍ତଃ-ଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି । ରାଇଜିଙ୍ଗ ଷ୍ଟାର ଭଲିବଲ୍ ଆସୋସିଏସନ୍ ଆନୁକୂଲ୍ୟରେ ସମାଜସେବୀ ସ୍ୱର୍ଗତ ତାରା ପଣ୍ଡା ସ୍ମାରକୀ
Read More...

ଛତ୍ରପୁର ସରସ୍ୱତୀ ଶିଶୁ ମନ୍ଦିର ଆନୁକୂଲ୍ୟରେ ସଂକୁଳସ୍ତରୀୟ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଷ୍ଟାଡିୟମ ପରିସରରେ ଛତ୍ରପୁର ସରସ୍ୱତୀ ଶିଶୁ ମନ୍ଦିର ଆନୁକୂଲ୍ୟରେ ସଂକୁଳସ୍ତରୀୟ ବାର୍ଷିକ କ୍ରୀଡ଼ା ସାମାରୋହ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ସଙ୍କୁଳସ୍ତରୀୟ ଅର୍ଥାତ ଗୋପାଳପୁର, ରମ୍ଭା, ଛତ୍ରପୁର, ଗଞ୍ଜାମ, ନରେନ୍ଦ୍ରପୁର ଓ
Read More...

କେଏମପି ସ୍ପୋର୍ଟସ୍‌ ଏକାଡେମୀର ୨୭ତମ କଲର ବେଲ୍ଟ ପ୍ରତିଯୋଗିତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ କ୍ରୀଡା ଅନୁଷ୍ଠାନ କେଏମପି ସ୍ପୋର୍ଟସ୍‌ ଏକାଡେମୀ ପକ୍ଷରୁ ୨୭ତମ କଲର ବେଲ୍ଟ ପ୍ରତିଯୋଗିତା ଛତ୍ରପୁରସ୍ଥ ଲକ୍ଷ୍ମଣ ଭବନ ପରିସରରେ ଥିବା ଏହି ଅନୁଷ୍ଠାନର ଏକାଡେମୀର ତାଲିମ କେନ୍ଦ୍ରରେ ଆୟୋଜିତ ହୋଇଯାଇଛି । ଏକାଡେମୀର ମୁଖ୍ୟ
Read More...

ଏସ୍‌ବିଆଇରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବୀ କଲା ଏଚ୍‌ଏମ୍‌ଏସ୍‌

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏକ ହଜାରରୁ ଅଧିକ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ)ର ଶାଖା ରହିଛି । ସାଧାରଣ ଜନତା ଅନ୍ୟାନ୍ୟ ବ୍ୟାଙ୍କ ଅପେକ୍ଷା ଏସବିଆଇ ଉପରେ ଅଧିକ ନିର୍ଭର ଓ ଭରସା କରିଥାନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ଷ୍ଟେଟ ବ୍ୟାଙ୍କ
Read More...

ବ୍ରହ୍ମପୁରରେ ପ୍ରତିଷ୍ଠା ହେବ ଦେଶର ଦ୍ୱିତୀୟ ବୃହତ୍ତମ ଅଶୋକସ୍ତମ୍ଭ

ଗୋପାଳପୁର ଗୋଳାବନ୍ଧ ସ୍ଥିତ ଆର୍ମି ଏୟାର ଡ଼ିଫେନ୍ସି କଲେଜରେ ସ୍ଥାପନା ହେବଏହାକୁ ରାଷ୍ଟ୍ରପତି ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଂସଦ ଭବନରେ ୨୦ଫୁଟ ଉଚ୍ଚତାରେ ସ୍ଥାପିତ ହୋଇଛି, ଦେଶର ସର୍ବବୃହତ ଅଶୋକ ସ୍ତମ୍ଭ । ହେଲେ ଏହାର ଆଉ ଏକ ଅନୁରୂପ
Read More...