୨ ବାଇକ୍ ଚୋର ଗିରଫ୍ : ୫ ମଟର ସାଇକେଲ ଉଦ୍ଧାର କଲା ବଲାଙ୍ଗିର ଟାଉନ୍ ପୋଲିସ
ବଲାଙ୍ଗିର, (କେପିଏନ୍ଏସ୍) : ଚୋରି ହୋଇଥିବା ୫ ମଟର ସାଇକେଲ ଉଦ୍ଧାର କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରିଛି ବଲାଙ୍ଗିର ଟାଉନ୍ ପୋଲିସ । ଏ ସଂପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍ଡ଼ିପିଓ ତୋଫାନ୍ ବାଗ । ସୂଚନା ଅନୁସାରେ ଗତ ୨୮ ତାରିଖ ଦିନ!-->…
Read More...
Read More...