Browsing Tag

balangir news

ଶତାୟୁ ମହିଳାଙ୍କ ବିୟୋଗ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ପଞ୍ଚାୟତ ଅନ୍ତର୍ଗତ ବଘଲା ଗ୍ରାମର ଶତାୟୁ ମହିଳା ଦୁଲନା ପଧାନଙ୍କର ଆଜି ଅପରାହ୍ନ ୨ଟା ବେଳେ ପରଲୋକ ହୋଇଯାଇଛି । ତାଙ୍କୁ ମୃତ୍ୟୁ ବେଳକୁ ୧୦୦ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁ ବେଳେ ପୁଅ, ଝିଅ, ନାତି, ନାତୁଣୀ ସହ ପଣ ନାତି, ପଣ ନାତୁଣୀ
Read More...

ନରସିଂହଙ୍କ ଭଡ଼ାଟିଆ ଶବ୍ଦ ବ୍ୟବହାର ମହିଳାଙ୍କ ସମ୍ମାନହାନୀ କରିଥିବା ଅଭିଯୋଗ କଲେ ବିଜେଡ଼ି ନେତ୍ରୀ ଓ ସଭ୍ୟା ବୃନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୩ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋୟର୍‌ ସୁକ୍‌ତେଲ୍‌ ଜଳସେଚନ ପ୍ରକଳ୍ପ ଉଦ୍‌ଘାଟନ କରିଥିବା ବେଳେ ମଂଚାସିନ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ଅଭିଭାଷଣରେ ଭଡ଼ାଟିଆ ଭଳି ଶବ୍ଦ ବ୍ୟବହାର କରି ମା’ ଭଉଣୀଙ୍କୁ ଆକ୍ଷେପ କରିଥିଲେ ବୋଲି
Read More...

ଚିଲ୍‌ଡ୍ରେନ୍‌ ପାର୍କ ମର୍ଣ୍ଣିଂୱାକ୍‌ ଟିମ୍‌ର ନୂତନ ବର୍ଷର ବନ୍ଧୁ ମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାସ୍ଥ୍ୟ ହିଁ ସମ୍ପଦ । ନିଜ ନିଜ ସ୍ୱାସ୍ଥ୍ୟକୁ ସୁସ୍ଥ ଓ ସୁନ୍ଦର ରଖିବାକୁ ପ୍ରତ୍ୟହ ଶତାଧିକ ଲୋକ ବଲାଙ୍ଗିର ସହରର ବିଭିନ୍ନ ପାର୍କରେ ପ୍ରାତଃ ଭ୍ରମଣ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବିଜୁ ପଟ୍ଟନାୟକ ଶିଶୁ
Read More...

ମାହଶ୍ୱରୀ ସଂଗଠନର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଚଟିଆପାଲି ସ୍ଥିତ ରାଧାରମଣ ଆଶ୍ରମ ପରିସରରେ ମାହେଶ୍ୱରୀ ସଂଗଠନର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ ପାଣ୍ଡିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବ୍ଲକ
Read More...

ଚଣ୍ଡାଳ ଡ୍ୟାମ୍‌ ଵା ଏମ୍‌ଆଇପି ଜଳାଶୟ ପ୍ରକଳ୍ପକୁ ଦୃଷ୍ଟି ପଡ଼ିବ କେବେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଳକ କୁଟାସିଂହା ପଂଚାୟତ ଡୁଙ୍ଗୁରିପାଲି ଗାଁ ନିକଟରେ ରହିଛି ଚଣ୍ଡାଳ ଡ୍ୟାମ୍‌ ଵା ଏମ୍‌ଆଇପି ଜଳାଶୟ ପ୍ରକଳ୍ପ । ବଣ ପାହାଡ଼ ଘେରା ପ୍ରାକୃତିକ ପରିବେଶରେ ଭରପୁର ଏହି ମନୋରମ ସ୍ଥାନ ଦୃଷ୍ଟି ଆଢୁଆଳରେ ରହି ଯାଇଥିବା ଅଭିଯୋଗ କରିଛନ୍ତି
Read More...

କୋଶଲୀ ସର୍ଟ ଫିଲ୍ମ ବିଧିର୍‌ ବିଧାନ୍‌ର ଦ୍ୱିତୀୟ ଭାଗ ‘ବଦ୍‌ଲା’ର ଶୁଭ ମୁହୁରତ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏମ୍‌.ଏମ୍‌. ପ୍ରଡକ୍ସନ ପ୍ରୟୋଜିତ କୋଶଲୀ ସର୍ଟ ଫିଲ୍ମ ବିଧିର୍‌ ବିଧାନ୍‌ର ଦ୍ୱିତୀୟ ଭାଗ ‘ବଦ୍‌ଲା’ର ଶୁଭ ମୁହୁରତ୍‌ ମା’ ସମଲେଶ୍ୱରୀ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । ଏହା ଏକ ସସ୍‌ପେନ୍‌ସ୍‌ ଥ୍ରିଲର୍‌ ଫିଲ୍ମ ବୋଲି କୁହାଯାଇଛି । ବିଶିଷ୍ଠ ସିନେ
Read More...

ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତାଙ୍କ ୯୦ତମ ଜନ୍ମଦିନ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ ସାରସ୍ୱତ ସାଧକ, କବି ଓ କଥାକାର ପଦ୍ମଶ୍ରୀ ବିଦ୍ୟାବାଚସ୍ପତି ଡ. ଶ୍ରୀନିବାସ ଉଦ୍‌ଗାତାଙ୍କ ଶନିବାର ୯୦ତମ ଜୟନ୍ତୀ ରାଧାରାଣୀପଡା ସ୍ଥିତ କବି କୁଟୀରଠାରେ ପାଳନ କରାଯାଇଥିଲା । ବହୁ ବିଶିଷ୍ଟ ବ୍ୟକ୍ତି, କବି ଓ ଲେଖକ, ସାହିତ୍ୟପ୍ରେମୀ ତାଙ୍କ
Read More...

କଂଗ୍ରେସ କର୍ମୀ ସମ୍ମିଳନୀରେ ଗର୍ଜିଲେ ସମରେନ୍ଦ୍ର

ବିକାଶ ବାଧକଙ୍କୁ ପୁଣି ହରାଇବା ପାଇଁ ଏକଜୁଟ ହୁଅନ୍ତୁ କଂଗ୍ରେସ କର୍ମୀ : ସମରେନ୍ଦ୍ର୨୦୧୪ ପର ର ବିକାଶ କୁ ଘରେ ଘରେ ପହଞ୍ଚାନ୍ତୁ କଂଗ୍ରେସ କର୍ମୀ : ସମରେନ୍ଦ୍ରରାଜତନ୍ତ୍ର ହାରିଲେ ବଲାଙ୍ଗିରର ଦୃତ ବିକାଶ ହୁଏ : ନରସିଂହ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବ୍ଲକ
Read More...

ବଲାଙ୍ଗିରରେ ସହରରେ ପେଟ୍ରୋଲ ଅଭାବ ଦେଖାଦେଲାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି ଡ୍ରାଇଭର୍‌ଙ୍କ ଷ୍ଟିୟରିଂ ଛାଡ଼୍‌ ଆନ୍ଦୋଳନ । କେନ୍ଦ୍ର ସରକାରଙ୍କ ନୂଆ ହିଟ୍‌ ଆଣ୍ଡ ରନ୍‌ ଆଇନ୍‌କୁ ବିରୋଧ କରି ସାରା ଦେଶରେ ଡ୍ରାଇଭରମାନେ ଷ୍ଟିୟରିଂ ଛାଡ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଯାତ୍ରୀମାନଙ୍କ ଗମନାଗମନ ସହ ମାଲ
Read More...

ନିଜେ ଡ୍ରେନ ସଫେଇ ସହ ରାସ୍ତା ନିର୍ମାଣ କରୁଛନ୍ତି ଲୋକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରପାଳିକା ଅଞ୍ଚଳରେ ରାଜ୍ୟ ସରକାର କୋଟି କୋଟି ଟଙ୍କାର ଅନୁଦାନ ଦେଇ ରାସ୍ତା ଓ ଡ୍ରେନ ନିର୍ମାଣ କରାଉଛନ୍ତି । କିନ୍ତୁ ଦୁର୍ନୀତିଖୋର ଅଧିକାରୀମାନଙ୍କ ଯୋଗୁଁ କାମ ଗୁଡିକ ନିମ୍ନମାନର ହେଉଥିବା ବେଳେ କମ୍‌ଦିନରେ ରାସ୍ତାର ଡ୍ରେନ ଭୁଷୁଡି ପଡୁଛି ।
Read More...