Browsing Tag

balangir news

ଜିଲ୍ଲା ବରିଷ୍ଠ ନାଗରିକ ସଂଘର ମହାତ୍ମାଗାନ୍ଧୀଙ୍କ ବଳିଦାନ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତିର ପିତା ମହାତ୍ମାଗାନ୍ଧୀଙ୍କ ବଳିଦାନ ଦିବସ ଉପଲକ୍ଷେ ବଲାଙ୍ଗିର ଗାନ୍ଧୀ ପାଠାଗାର ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଉପଦେଷ୍ଟା ବିକ୍ରମାନନ୍ଦ ବହିଦାର ସଂଘର ସଭ୍ୟମାନଙ୍କ ଉପସ୍ଥିତିରେ ପ୍ରଦୀପ
Read More...

ରାଜେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାରର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଙ୍ଗଳବାର ଦିନ ରାଜେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାରର ଉଦ୍‌ଯାପନୀ ଉତ୍ସବ ମହାସମାରୋହରେ ଆୟୋଜିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ଅଧ୍ୟକ୍ଷା ରଶ୍ମି ସାହୁ ଅଧ୍ୟକ୍ଷତା କରିଥଲେ ।
Read More...

ସ୍ୱର୍ଗତ ଲକ୍ଷ୍ମୀନାରାୟଣ ମଲ୍ଲିକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ରେନ୍‌ବୋ ମେରେଜ୍‌ ପେଲେସ୍‌ଠାରେ ଗତକାଲି ସ୍ୱର୍ଗତ ଲକ୍ଷ୍ମୀନାରାୟଣ ମଲ୍ଲିକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରାଦ୍ଧ ବାର୍ଷିକୀରେ ବଲାଙ୍ଗିର ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତଥା ତାଙ୍କ
Read More...

ତହଁକ୍ କୁଟୁମ୍‌କୁ ଶ୍ରେଷ୍ଠ ଆୟୋଜକ ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର କୋଶଲି ଭାଷାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ତହଁକ୍ ସାହିତ୍ୟ କୁଟୁମ୍‌କୁ ରାଜ୍ୟସ୍ତରୀୟ ଶ୍ରେଷ୍ଠ ଆୟୋଜକ ସମ୍ମାନରେ ସମ୍ମାନିତ କରାଯାଇଛି । ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବିରାଡିଆଠାରେ ବିଶିଷ୍ଟ କବି, ସଂଗଠକ ପଣ୍ଡିତ ମନୋରଞ୍ଜନ
Read More...

ନଗର ଉନ୍ନୟନ ଗୃହ କମିଟି ବୈଠକରେ ନିର୍ଦ୍ଦେଶ ଦେଲେ ଅଧ୍ୟକ୍ଷ ନରସିଂହ

ମହାରାଣୀ ସାଗର, ଇନ୍ଦିରାନଗର ଓ ଲକ୍ଷ୍ମୀଯୋର କଡରେ ରହୁଥିବା ଲୋକଙ୍କୁ ଜମିପଟ୍ଟା ପ୍ରଦାନର ହେବ ବ୍ୟବସ୍ଥା : ନରସିଂହଉପସ୍ଥିତ ବିଭାଗୀୟ ଅଧିକାରୀଙ୍କ ସହମତି, ଜମି ଜବରଦଖଲକାରୀ ପାଇବେ ଜମି ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ବିଧାନସଭା ପରିସର ସଭାଗୃହ ନଗର ଉନ୍ନୟନ ବିଭାଗ ଗୃହ
Read More...

ଅନୁସୂଚିତ ବର୍ଗ ସମ୍ମିଳନୀରେ ଯୋଗ ଦେଲେ ସମରେନ୍ଦ୍ର

ଅନୁସୂଚିତ ବର୍ଗର ସାମଗ୍ରିକ ବିକାଶ ପାଇଁ ଆମକୁ ଏକତାବଦ୍ଧ ହେବାକୁ ପଡିବ : ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅନୁସୂଚିତ ବର୍ଗ ସମ୍ମିଳନୀରେ ଯୋଗ ଦେଲେ ସମରେନ୍ଦ୍ର । ଏହି ଅବସରରେ ସେ କହିଛନ୍ତି ଯେ, ଦେଶରେ ଏକ ସନ୍ତୁଳିତ ବିକାଶ କରିବା ପାଇଁ କଂଗ୍ରେସ ସବୁବେଳେ ଚେଷ୍ଟା
Read More...

୫-ଟି ସ୍କୁଲରେ ବିଦ୍ୟୁତ ସେବା ବନ୍ଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ଖୁଜେନପାଲି ହାଇସ୍କୁଲକୁ ବିଦ୍ୟୁତ ବିଭାଗ ତରଫରୁ ବିଦ୍ୟୁତ କାଟ କରାଯାଇ ଥିବା ଅଭିଯୋଗ ହେଉଛି । ବିଶେଷ ସୁତ୍ରରୁ ପ୍ରାପ୍ତ ଖବର ଅନୁଯାୟୀ, ଭଗବାନ ବିଦ୍ୟା ମନ୍ଦିର, ଖୁଜେନପାଲି ତୃତୀୟ ପର୍ଯ୍ୟାୟରେ ୫-ଟିରେ ସାମିଲ ହୋଇଛି । ସ୍କୁଲ
Read More...

ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅଧିନସ୍ଥ ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ପ୍ରଶିକ୍ଷଣ ଶିବିର ଅଧ୍ୟକ୍ଷ ସୁଦାମ ଚରଣ ଖମାରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଅଧ୍ୟାପିକା ପଦ୍ମାଳୟା ତ୍ରିପାଠୀ ଆତ୍ମସୁରକ୍ଷା ତାଲିମ
Read More...

ଗାନ୍ଧୀ ସ୍ମୃତି କମିଟି ପକ୍ଷରୁ ଗାନ୍ଧୀ ତିରୋଧାନ ଦିବସ ପାଳିତ

ଗାନ୍ଧୀ ବିଚାର ଅମର, ଏହା ଯୁଗ ଯୁଗ ଧରି ରହିବ : ସ୍ମୃତି କମିଟି ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଯାଇ ପାରେ କିନ୍ତୁ ଗାନ୍ଧୀ ବିଚାରକୁ ନୁହେଁ । ଗାନ୍ଧୀ ବିଚାର ଚିର ଅମର ଓ ଏହା ଆଗାମୀ ଯୁଗ ଯୁଗ ଧରି ଜନମାନସରେ ରହିବ ବୋଲି ଆଜି ସ୍ଥାନୀୟ
Read More...

ଭୀମଭୋଇ ମେଡିକାଲରୁ ଶବ ବୋହିଲେ ସ୍ତ୍ରୀ ଓ ପୁଅ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୀମଭୋଇ ମେଡିକାଲରୁ ଶବ ବୋହିଲେ ସ୍ତ୍ରୀ ଓ ପୁଅ । ଆଜି ଭୀମଭୋଇ ମେଡିକାଲରେ ପୁଣି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲ ପକ୍ଷରୁ ଶବ ବ୍ୟବଚ୍ଛେଦ କରିବା ପାଇଁ କୁହାଯାଇଥିଲା । କୌଣସି ହସ୍‌ପିଟାଲ
Read More...