ଭୀମଭୋଇ ମେଡିକାଲରୁ ଶବ ବୋହିଲେ ସ୍ତ୍ରୀ ଓ ପୁଅ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୀମଭୋଇ ମେଡିକାଲରୁ ଶବ ବୋହିଲେ ସ୍ତ୍ରୀ ଓ ପୁଅ । ଆଜି ଭୀମଭୋଇ ମେଡିକାଲରେ ପୁଣି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲ ପକ୍ଷରୁ ଶବ ବ୍ୟବଚ୍ଛେଦ କରିବା ପାଇଁ କୁହାଯାଇଥିଲା । କୌଣସି ହସ୍ପିଟାଲ!-->…
Read More...
Read More...