Browsing Tag

balangir news

କବି ଗଣେଶ ବାରିକଙ୍କ ଅନୁବାଦ କବିତା ସଂକଳନ ‘ସାଁପ୍ ଡେରନାର ଖେଲ୍’ ଲୋକାର୍ପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବଲାଙ୍ଗିର ସାମ୍ବାଦିକ ଭବନ ଠାରେ କବି ଗଣେଶ ବାରିକଙ୍କ ଅନୁବାଦ କବିତା ସଂକଳନ 'ସାଁପ୍ ଡେରନାର ଖେଲ୍' ଲୋକାର୍ପିତ ହୋଇଯାଇଛି । କବି ସୁଶାନ୍ତ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ କବି ତଥା ଅନୁବାଦକ ଭାଗିରଥି ମିଶ୍ର,
Read More...

ଏସ୍‌ବିଆଇର ରିଜନାଲ କନ୍‌ଫରେନ୍ସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ତିଆ ଷ୍ଟାଫ୍ ଏସୋସିଏସନ୍‌ର ରିଜନାଲ କନ୍‌ଫରେନ୍ସ ସ୍ଥାନୀୟ ଟାଉନ୍ ଗାର୍ଲସ୍‌ ହାଇସ୍କୁଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଷ୍ଟାଫ୍ ଏସୋସିଏସନ୍ ଭୁବନେଶ୍ୱର ସାର୍କିଲ୍‌ର ପ୍ରେସିଡେଣ୍ଟ କମ୍ରେଡ୍ ତପନ କୁମାର ପାଲ, ଜେନେରାଲ
Read More...

ଅଜଣା ସ୍କୁଟି ଧକ୍କାରେ ଜଣେ ମୃତ : ରାସ୍ତା ଅବରୋଧ କଲେ ପରିବାର ବର୍ଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସହରରେ ଦିନକୁ ଦିନ ସ୍ପିଡ ବାଇକିଂ ବଢ଼ି ବଢ଼ି ଚାଲିଛି । ସ୍ପିଡ୍ ବାଇକର ଉଭୟ ବାମ ଓ ଡାହାଣ ପଟୁ ଓଭର୍ ଟେକ୍ କରୁଛନ୍ତି । ଫଳରେ ସାଧାରଣ ଯାତ୍ରୀ ପ୍ରତିଦିନ ଦୁର୍ଘଟଣାର ଶିକାର ହେଉଛନ୍ତି । ସମାନ ଘଟଣାରେ ଆଉ ଏକ ପ୍ରାଣ ହାନି ଘଟିଛି । ଶନିବାର ସନ୍ଧ୍ୟାରେ
Read More...

ଜୀବନ ବୀମା ନିଗମ ପରିଚାଳନା ନିର୍ଦ୍ଦେଶକଙ୍କ ବଲାଙ୍ଗିର ଗସ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ଜୀବନ ବୀମା ନିଗମ ପରିଚାଳନା ନିର୍ଦ୍ଦେଶକ ରତ୍ନାକର ପଟ୍ଟନାୟକଙ୍କ ଆଗାମୀ ଫେବୃୟାରୀ ୨୩ ତାରିଖରେ ବଲାଙ୍ଗିର ଗସ୍ତ କାର୍ଯ୍ୟକ୍ରମ ରହିଛି । ଶ୍ରୀ ପଟ୍ଟନାୟକଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ନିଗମର ବଲାଙ୍ଗିର ଶାଖା ପ୍ରବନ୍ଧନ ପକ୍ଷରୁ
Read More...

ବିଶ୍ୱ ମାତୃଭାଷା ଦିବସ ପାଳିତ

ତରଭା, (କେପିଏନ୍‌ଏସ୍‌) : ସ୍ଥାନୀୟ ନୀଲକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ କୋଶଳ ସାହିତ୍ୟ ଏକାଡେମୀ ଏବଂ ତହଁକ୍ କୁଟୁମ୍ ତରଫରୁ ରାଜେଶ ଦଣ୍ଡସେନାଙ୍କ ସଭାପତିତ୍ୱରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କବି ବନବାସ ମେହେର ମୁଖ୍ୟ ଅତିଥି, ସାମ୍ବାଦିକ ଅନ୍ତର୍ଯ୍ୟାମୀ
Read More...

କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟ ଘେରାଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ୧୭ ଦଫା ଦାବିରେ ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅଧିକାରୀଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କେନ୍ଦୁପତ୍ର କର୍ମଚାରୀଙ୍କ ଏହି ଦାବି
Read More...

ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ୭୦ ବର୍ଷର ବୃଦ୍ଧା ଚିତ୍ରା ସା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଆଗଲପୁର ବ୍ଲକ୍ ଅନ୍ତର୍ଗତ କୁଟାସିଂହା ଗ୍ରାମ ପଞ୍ଚାୟତର କୁଟାସିଂହା ଗ୍ରାମର ପଡାଗ୍ରାମ କଣ୍ଟାପାଳିରେ ଅବସ୍ଥିତ ଥିବା ମୂଳ ବାସିନ୍ଦା ଚିତ୍ରା ସା ଆଜକୁ ୧ ବର୍ଷ ୪ ମାସ ବିଗତ ତା .୨୦/୧୦/୨୦୨୪ ରେ ଏସ ଏସ ଈ ପି ଡି ବିଭାଗରେ ଅନଲାଇନ
Read More...

ସମିତି ସଭ୍ୟାଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁନାମୁଦି ଗ୍ରାମ ପଂଚାୟତର ପୂର୍ବତନ ସମିତି ସଭ୍ୟା ଶ୍ରୀମତୀ ଜୟନ୍ତୀ ସାହୁଙ୍କ ୬୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ହେଉଛନ୍ତି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ବରିଷ୍ଠ ରାଜନୈତିଜ୍ଞ ଶ୍ରୀଯୁକ୍ତ ଜୟରାମ ସାହୁଙ୍କ ଧର୍ମପତ୍ନୀ ଶ୍ରୀମତୀ ସାହୁ ଦୀର୍ଘ
Read More...

ବଲାଙ୍ଗିରରେ ସାହିତ୍ୟ ଅନୁଷ୍ଠାନ ଏକକ ସମ୍ପର୍କ ଅଭିଯାନକୁ ସ୍ୱାଗତ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଯୁଗଯାତ୍ରୀ ସାହିତ୍ୟ ସଂସଦ ପକ୍ଷରୁ ସମ୍ପାଦକ ହେମନ୍ତ ସାହୁଙ୍କ ନିଜ ଉଦ୍ୟମରେ ଆରମ୍ଭ ହୋଇଥିବା ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ: ଏକକ ସମ୍ପର୍କ ଅଭିଯାନର ଚତୁର୍ଥ ଦିବସ ବଲାଙ୍ଗିର ଜିଲ୍ଲାରେ ଅନୁଷ୍ଠିତ ହୋଇଛି । ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସାହିତ୍ୟ
Read More...

ପୁଇଁତଲା କଂଗ୍ରେସର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ବୁବେଲ ପଂଚାୟତ ବେଲବାହାଲି ଗ୍ରାମ ଅନ୍ତର୍ଗତ ଲକ୍ଷ୍ମୀନଗରରେ ଏକ ପ୍ରସ୍ତୁତି ବୈଠକ ପୂର୍ବତନ ବ୍ଲକ ସଭାପତି ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଓ ସାନନ୍ଦ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଆଗାମୀ ପଂଚାୟତ ନିର୍ବାଚନକୁ ଆଖି ଆଗରେ
Read More...