csstore

ସାନିଟାଇଜ୍‌ ହେଲା ପଦ୍ମପୁର ସହର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଉଦ୍ୟମ କ୍ରମେ ପଦ୍ମପୁର ସହରର ବିଭିନ୍ନ ଅଞ୍ଚଳକୁ ସାନିଟାଇଜ୍ କରାଯାଇଛି, କଚେରି, ଏନ୍‌ଏସି ଅଫିସ, ପଦ୍ମପୁର ଉପଖଣ୍ଡ ଡ଼ାକ୍ତରଖାନା, ପଦ୍ମପୁର ଥାନାକୁ ପ୍ରମୁଖ ଭାବେ ସାନିଟାଇଜ୍ କରାଯାଇଛି, ସାନିଟାଇଜେସନ୍ ସମୟରେ ସାଂସଦ ପ୍ରତିନିଧି ଚିନ୍ମୟ କୁମାର ପଣ୍ଡା, ବିଜେପି ନଗର ସଭାପତି ସୁନିଲ୍ କୁମାର୍ ଅଗ୍ରୱାଲ, ସାଧାରଣ ସମ୍ପାଦକ ଅଶୋକ ମିଶ୍ର, ବରିଷ୍ଠ ନେତା ଡାକ୍ତର ନାରାୟଣ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.