ଭି.କେ ପାଣ୍ଡିଆନ୍‌ଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର : ଅବସର ପରେ ଭି.କେ ପାଣ୍ଡିଆନ୍‌ଙ୍କୁ ମିଳିଲା ନୂଆ ଦାୟିତ୍ୱ । ରାଜ୍ୟ ସରକାରଙ୍କ ତରଫରୁ ଭି.କେ ପାଣ୍ଡିଆନ୍‌ଙ୍କୁ ମିଳିଛି କ୍ୟାବିନେଟ୍‌ ମନ୍ତ୍ରୀ ପାହ୍ୟା । ୫-ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକ । ଏଠାରେ ସୂଚନାଯୋଗ୍ୟ ଯେ, ସୋମବାର ଦିନ ପ୍ରଶାସନିକ ସେବାରୁ ସ୍ୱେଚ୍ଛାକୃତ ଭାବେ ଅବସର ନେଇଥିଲେ ଭି.କେ ପାଣ୍ଡିଆନ୍‌ ।

Leave A Reply

Your email address will not be published.

13 + 1 =