ସିରଜ୍ ଚୋରୀ ଘଟଣାର ପର୍ଦ୍ଦାଫାଶ : ୭ ଗିରଫ

ଯାଜପୁର : ଯାଜପୁର ଟାଉନ୍ ପୋଲିସର ବଡ଼ ସଫଳତା । ସହରରେ ସିରଜ୍ ଚୋରୀ ଘଟଣାର ପର୍ଦ୍ଦାଫାଶ କରିଛି ଟାଉନ୍ ଥାନା ପୋଲିସ । ବିଭିନ୍ନ ଚୋରୀ ଘଟଣାରେ ୬ ଜଣ ଚୋର ଏବଂ ଜଣେ ସହଯୋଗୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ସେମାନଙ୍କ ନିକଟରୁ ୪ ଲକ୍ଷ ନଗଦ ଟଙ୍କା ସହିତ ବିଭିନ୍ନ ମାରଣାସ୍ତ୍ର ଓ…
Read More...

ଆଡ଼ି ବନ୍ଧରୁ ଲୁହା ଚାନେଲ ଗେଟ୍ ଚୋରି ଅଭିଯୋଗରେ ୨ଜଣ ଗିରଫ

ଆଠଗଡ଼ : ଆଡ଼ି ବନ୍ଧ ଲୁହା ଚାନେଲ ଗେଟ୍ ଚୋରି କରି ନେଇଥିଲେ ଦୁର୍ବୃତ୍ତ । ଏହି ମାମଲାରେ ୨ ଜଣଙ୍କ ଗିରଫ କରି କୋର୍ଟ ଚାଲାଣ କରିଛି ଗୁରୁଡିଝାଟିଆ ଥାନା ପୋଲିସ । ସୂଚନା ଅନୁଗତେ, ଚାଷ ଜମିକୁ ପାଣି ମାଡିବା ପାଇଁ ଜଳସେଚନ ବିଭାଗ ପକ୍ଷରୁ ଆଡ଼ି ବନ୍ଧ କରି ଲୁହା ଚାନେଲ ଗେଟ୍ ଲଗାଇ…
Read More...

ହାତୀ ଆକ୍ରମଣରେ ଯୁବକ ମୃତ

ସୁନ୍ଦରଗଡ : ଘଉଡ଼ାଇବା ବେଳେ ଯୁବକଙ୍କୁ କଚାଡ଼ି ମାରିଦେଲା ହାତୀ । ବିଳମ୍ବିତ ରାତିରେ ବନବିଭାଗ ସହ ହାତୀ ଘଉଡ଼ାଇବା ବେଳେ ଘଟିଛି ଏହି ଅଘଟଣ । ହାତୀ ଆକ୍ରମଣରେ ସୁନ୍ଦରଗଡ ଜିଲ୍ଲା ବଣାଇ ରେଞ୍ଜ ଅନ୍ତର୍ଗତ କୁଲୁକୁଟା ମୁଣ୍ଡାସାହିର ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ…
Read More...

ରାଜ୍ୟରେ ପ୍ରବଳ ବର୍ଷା : ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମବଙ୍ଗ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିଛି ପାଣିବାଗ ବିଭାଗ । ୬ ତାରିଖରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା,…
Read More...

୨ ବର୍ଷ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ : ଅଣଦେଖା କରୁଥିବା ଅଭିଯୋଗ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାସକଲା ପଞ୍ଚାୟତର ଆଦିବାସୀ ଲୋକମାନେ ବାର୍ଦ୍ଧକ୍ୟ ଭତ୍ତା ନିମନ୍ତେ ପଞ୍ଚାୟତରୁ ବ୍ୟାଙ୍କ ଓ ବ୍ୟାଙ୍କରୁ ପଞ୍ଚାୟତକୁ ଚକ୍କର କାଟୁଥିବା ଅଭିଯୋଗ ହେଉଥିବା ଜଣାପଡିଛି । ଅତି ଦୁଃଖର ବିଷୟ ଯେ, ଦୀର୍ଘ ୨ ବର୍ଷ ହେବ ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ…
Read More...

ପ୍ରାଦେଶିକ ବିଜ୍ଞାନ ମେଳା ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଙ୍ଗଳବାର ଦିନ ବଲାଙ୍ଗିର ରାଜେନ୍ଦ୍ର ୟୁନିଭରସିଟି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କଲେଜ ଛକ ଠାରେ ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି , ଓଡ଼ିଶାଙ୍କ ଦ୍ୱାରା ପ୍ରାଦେଶିକ ବିଜ୍ଞାନ ମେଳା ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ବଲାଙ୍ଗିର ସାଂସଦ…
Read More...

ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ, ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ସମ୍ପର୍କିତ ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ବୈଠକ ମଙ୍ଗଳବାର ଡେଲାଙ୍ଗ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଡିଏମ ପୁରୀ ଶରତ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ । ଏହି…
Read More...

ବିଷାକ୍ତ ସାପ ଦଂଶନରୁ ମୁକ୍ତ ପାଇଁ ଛତ୍ରପୁର ବ୍ଲକର ଗ୍ରାମୀଣ କୃଷି ସର୍ଭେକାରୀଙ୍କୁ ନିରାପଦ ଯୋତା ବିତରଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଷାକ୍ତ ସାପ ତଥା ସରୀସୃପ ପ୍ରାଣୀର ଦଂଶନରୁ ମୁକ୍ତ ପାଇଁ ଛତ୍ରପୁର ବ୍ଲକର ଗ୍ରାମୀଣ କୃଷି ସର୍ଭେକାରୀ ନିରାପଦ ଯୋତା ବିତରଣ କରାଯାଇଛି । ଯାହା ଗଞ୍ଜାମ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତସ୍ତରରେ ନିୟୋଜିତ ଉଦ୍ଭୟ ପୁରୁଷ ଓ ମହିଳାଙ୍କୁ ନିରାପଦ…
Read More...

ବଲାଙ୍ଗିର ଡିଷ୍ଟ୍ରିକ୍ଟ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିିଏସନ୍‌ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଡିଷ୍ଟ୍ରିକ୍ଟ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିିଏସନ୍‌ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଏସୋସିଏସନ୍‌ ପକ୍ଷରୁ କୁହାଯାଇଛି ଯେ, ସମସ୍ତ ଔଷଧ ବ୍ୟବସାୟୀ ଆଇନ ଅନୁଯାୟୀ ଔଷଧ ବ୍ୟବସାୟ କରନ୍ତୁ । ଯଦି କେହି ଅସାଧୁ…
Read More...

ବାଘଛାଲ କାରବାର ବେଳେ ବନ ବିଭାଗର ଚଢ଼ାଉ : ବନ୍ଧୁକ ସହ ବାଇକ ଜବତ, ୩ ଗିରଫ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବାଘଛାଲ କାରବାର ସମୟରେ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଛି କନ୍ଧମାଳ ଜିଲା ଫୁଲବାଣୀ ବନ ବିଭାଗ । ଅଭିଯୁକ୍ତମାନଙ୍କ ଠାରୁ ବନ କର୍ମଚାରୀମାନେ ଏକ କଲରାପତରିଆ ବାଘଛାଲ, ବନ୍ଧୁକ, କୁଟୁରା ମୁଣ୍ଡ ଏବଂ ୨ଟି ବାଇକ ଜବତ କରିଛି । ଗୁଦାରୀ ଗ୍ରାମ…
Read More...